ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ...

ଆଜିଠୁ ପରିବର୍ତ୍ତିତ ଜିଏସ୍‌ଟି

ଭୁବନେଶ୍ୱର,୧୮ା୭: ଗତ କିଛି ଦିନ ତଳେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) କାଉନସିଲ ବୈଠକର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ରୁ ସାରା ଦେଶରେ ନୂଆ ପରୋକ୍ଷ କର ହାର ଲାଗୁ ହେବାକୁ ଯାଉଛି। ଫଳରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ...

୪,୩୮୯ କୋଟିର ଆମଦାନୀ ଶୁଳ୍କ ଠକେଇ: ଓପୋକୁ ନୋଟିସ

ନୂଆଦିଲ୍ଲୀ, ୧୪ା୭: ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଓପୋକୁ ୪,୩୮୯ କୋଟି ଟଙ୍କା ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର...

ମହଙ୍ଗା ପଡୁଛି ଅନ୍‌ଲାଇନରୁ ଖାଦ୍ୟ ମଗାଇବା

ନୂଆଦିଲ୍ଲୀ : ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଲୋକ ମୋବାଇଲ ଜରିଆରେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏପରିକି ଦେଶର ପ୍ରମୁଖ ଫୁଡ୍‌ ଡେଲିଭରିଂ ସଂସ୍ଥାଗୁଡ଼ିକ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇ ଦେଉଛନ୍ତି।...

ଏନ୍‌ବିସିସିର ପୂର୍ବତନ ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ

ନୂଆଦିଲ୍ଲୀ,୧୦।୭: ଜାତୀୟ ବିଲ୍ଡିଂ ନିର୍ମାଣ କର୍ପୋରେଶନ (ଏନ୍‌ବିସିସି)ର ପୂର୍ବତନ ସିଜିଏମ୍‌ ଡି.କେ.ମିତ୍ତଲଙ୍କ ଘରେ ଶନିବାର ଆୟକର ବିଭାଗ ଚଢ଼ାଉ କରିଛି। ଏପରିକି ଚଢ଼ାଉ ସମୟରେ ତାଙ୍କ ଘରୁ ନଗଦ କୋଟି କୋଟି ଟଙ୍କା, ଅଳଙ୍କାର, ଏବଂ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨-୨୩...

ପ୍ରତିରକ୍ଷା ରପ୍ତାନୀରେ ଭାରତର ରେକର୍ଡ, ଗୋଟିଏ ବର୍ଷରେ ୧୩ ହଜାର କୋଟି ଛୁଇଁଲା…

ନୂଆଦିଲ୍ଲୀ, ୯।୭ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଭାରତର ପ୍ରୟାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷ କରି ଘରୋଇ ଟେକ୍ନୋଲୋଜିର ବିକାଶ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ଉଦ୍ୟମ ଅନ୍ତର୍ଗତ ଦେଶର ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ଭାବେ ଅଗ୍ରଗତି...

ହାଇକୋର୍ଟର ଦ୍ୱାରସ୍ଥ ହେଲା ‘ଭିଭୋ’

ନୂଆଦିଲ୍ଲୀ,୮।୭: ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ‘ଭିଭୋ ଇଣ୍ଡିଆ’। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପ୍ରତିବାଦରେ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ। କମ୍ପାନୀ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି, ଭାରତରେ...

ସୁନା ଆମଦାନୀ ଶୁଳ୍କ ବୃଦ୍ଧିକୁ କେନ୍ଦ୍ର ସମୀକ୍ଷା କରିବା ଉଚିତ

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାର ନିକଟରେ ସୁନା ଉପରେ ଆମଦାନୀ ଶୁଳ୍କକୁ ୧୫ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଆମଦାନୀ ଶୁଳ୍କ ସହ ୨.୫%ର କୃଷି ସେସ୍‌ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହା ଫଳରେ ଅଳଙ୍କାର ବ୍ୟବସାୟ ଉପରେ ଶତକଡ଼ା ପ୍ରଭାବ...

୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏନ୍‌ଆଇଏନ୍‌ଏଲ

ନୂଆଦିଲ୍ଲୀ, ୭ା୭: ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ସରକାରୀ ଅଧୀକୃତ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ)ର ସ୍ଥିତି ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଏପରିକି ନିକଟରେ ଶେଷ ହୋଇଥିବା କମ୍ପାନୀର ମାଲିକାନା ଓ ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ସମସ୍ତ...

ସୌର ଚୁଲାର ଶୁଭାରମ୍ଭ କଲେ ତୈଳମନ୍ତ୍ରୀ

ନୂଆଦିଲ୍ଲୀ,୭ା୭: ବର୍ତ୍ତମାନ ଦରବୃଦ୍ଧି ଓ ଖଣିଜ ସମ୍ପଦ (ତୈଳ ଓ ଇନ୍ଧନ)ର ଅଭାବୀ ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସୌର ଚୁଲାର ନିର୍ମାଣ କରାଯାଇଛି। ଉକ୍ତ ଚୁଲା ଜରିଆରେ ରୋଷେଇଠାରୁ ନେଇ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ...

ଗ୍ୟାପ୍‌ ସହ ରିଲାଏନ୍ସ ରିଟେଲ୍‌ର ସହଯୋଗିତା ସ୍ଥାପନ

ମୁମ୍ବାଇ, ୭ା୭: ରିଲାଏନ୍ସ ରିଟେଲ୍‌ ଲିମିଟେଡ୍‌ ପକ୍ଷରୁ ଆମେରିକାର ପ୍ରସିଦ୍ଧ ଫେସନ୍‌ ବ୍ରାଣ୍ଡ ଗ୍ୟାପ୍‌କୁ ଭାରତ ଆଣିବା ପାଇଁ ଗ୍ୟାପ୍‌ ଆଇଏନ୍‌ସି ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଦୀର୍ଘମିଆଦୀ ଫ୍ରାଞ୍ଚାଇଜ ବୁଝାମଣା ସହ ଭାରତରେ ସବୁ ମାଧ୍ୟମ ପାଇଁ ରିଲାଏନ୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri