ନୂଆଦିଲ୍ଲୀ,୧୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ)ର ରେଗୁଲେଟେଡ୍ ମାର୍କେଟ୍ ଅର୍ଥାତ୍ ନିୟାମକ ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ ଆଣିଛନ୍ତି। ଆର୍ବିଆଇର ସୂଚନା ଅନୁସାରେ, ଶେୟାର ବଜାରର ନୂଆ ଟାଇମ୍ଟେବୁଲ୍ ଆଜିଠାରୁ (ସୋମବାର) ଲାଗୁ ହେବ। ଆଗରୁ ଏହା ୧୦ଟାରୁ...
ମୁମ୍ବାଇ, ୧୮।୪ : ଇନଫୋସିସର ନିବେଶକମାନେ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସୋମବାର ଇନଫୋସିସ ଶେୟାରର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୬.୮୯ ପ୍ରତିଶତ ହ୍ରାସ ସହିତ ଇନଫୋସିସ ଶେୟାର ୧୬୨୮.୧୦ଟଙ୍କାସ୍ତରରେ କାରବାର କରୁଛି। ଫଳରେ କମ୍ପାନୀର...
ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଦାରିଦ୍ର୍ୟତା ୨୦୧୯ରେ ୨୦୧୧ ତୁଳନାରେ ୧୨.୩ ପ୍ରତିଶତ ହ୍ରାସ ପାଇ...
Archives
Model This Week
ପିଲାଙ୍କ ଧରିତ୍ରୀ