ବାଣିଜ୍ୟ

ମେ’ରେ ଏଲ୍‌ଆଇସି ଆଇପିଓ

ନୂଆଦିଲ୍ଲୀ,୧୪ା୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ଲଞ୍ଚ୍‌କୁ ନେଇ ନିବେଶକମାନେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ତେବେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ନିକଟରେ ନୂଆ ଦସ୍ତାବିଜ ଦାଖଲ ନ କରି ଏଲ୍‌ଆଇସି ଆଇପିଓ ଆଣିବା ପାଇଁ...

ଆବ୍ରାହମ୍‌ ଆଣ୍ଡ ଠାକୋରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିବେଶ

ମୁମ୍ବାଇ,୧୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆବ୍ରାହମ୍‌ ଆଣ୍ଡ ଠାକୋର ଏକ୍ସପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଂଶଧନ ପାଇଁ ନିବେଶ କରାଯାଇଛି। ଆର୍‌ଆର୍‌ଭିଏଲ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ବ୍ରାଣ୍ଡ୍‌ସ୍‌ ଲିମିଟେଡ୍‌ (ଆର୍‌ବିଏଲ୍‌) ପ୍ରିମିୟମ ବର୍ଗର...

୨୦୨୨-୨୩ରେ ୭.୯% ଜିଡିପି ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୪ା୩: ଆମେରିକୀୟ ବ୍ରୋକ୍‌ରେଜ କମ୍ପାନୀ ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଆନୁମାନିକ ବୃଦ୍ଧି ଦର ହ୍ରାସ କରି ୭.୯% କରିଛି। ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ପୂର୍ବରୁ ଜିଡିପିରୁ ନେଇ ପ୍ରକାଶିତ ରିପୋର୍ଟର...

ଭାରତୀୟ ବଜାରରେ ଏଫ୍‌ପିଆଇର କାରବାର ଜାରି

ନୂଆଦିଲ୍ଲୀ,୧୪।୩: କ୍ରମାଗତ ୬ଷ୍ଠ ମାସ ପାଇଁ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ର ଭାରତୀୟ ବଜାରରେ କାରବାର ଜାରି ରହିଛି। ମାର୍ଚ୍ଚ ମାସରେ ବର୍ତ୍ତମାନ ସୁଦ୍ଧା ଏଫ୍‌ପିଆଇ ଭାରତୀୟ ବଜାରରୁ ମୋଟ୍‌ ୪୫,୬୦୮ କୋଟି ଟଙ୍କା ବାହାର କରିପାରିଛି। ଡିପୋଜିଟରଙ୍କ ସଂଖ୍ୟା ଅନୁସାରେ...

ଏମ୍‌ସିଏଲ୍‌ ସର୍ବବୃହତ୍‌ କୋଇଲା ଉତ୍ପାଦନକାରୀ କମ୍ପାନୀ

ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍‌ ଟନ୍‌ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ କମ୍ପାନୀ ହୋଇପାରିଛି। ଗତ ୧୨ ତାରିଖ ସୁଦ୍ଧା କମ୍ପାନୀ ଶୁଖିଲା ଇନ୍ଧନର...

ଏଚ୍‌ଡିଏଫ୍‌ସି ଉପରୁ ହଟିଲା କଟକଣା ଏଚ୍‌ଡିଏଫ୍‌ସି ଉପରୁ ହଟିଲା କଟକଣା

ନୂଆଦିଲ୍ଲୀ,୧୩।୩: ଦେଶର ସର୍ବବୃହତ୍‌ ପ୍ରାଇଭେଟ୍‌ ବ୍ୟାଙ୍କ୍‌ ଏଚ୍‌ଡିଏଫ୍‌ସିକୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ଆଶ୍ୱାସନା ମିଳିଛି। ଶନିବାର ଆର୍‌ବିଆଇ ପକ୍ଷରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପରେ ଲାଗିଥିବା ବିଭିନ୍ନ କଟକଣାକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଆର୍‌ବିଆଇ ପକ୍ଷରୁ ଏଚ୍‌ଡିଏଫ୍‌ସିର ଡିଜିଟାଲ...

ଏଫ୍‌ଏନ୍‌ପିରେ ୨୦୦ କୋଟି ନିବେଶକଲା ଲାଇଟ୍‌ ହାଉସ୍‌

ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଘରୋଇ ନିବେଶକ ସଂସ୍ଥା ଲାଇଟ୍‌ ହାଉସ୍‌ ଇଣ୍ଡିଆ ଫଣ୍ଡ୍‌ ଥାର୍ଡ ଲିମିଟେଡ୍‌ ପକ୍ଷରୁ ଶନିବାର ଫର୍ନ ଆଣ୍ଡ ପେଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଫ୍‌ଏନ୍‌ପି)ରେ ୨୦୦ କୋଟି ଟଙ୍କା(୨୭ ମିଲିୟନ ଡଲାର)ର ନିବେଶ କରାଯାଇଛି। ଦିଲ୍ଲୀରେ ଏକ ଫୁଲଦୋକାନରୁ...

ନିବେଶକଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛି ସାହାରା

ନୂଆଦିଲ୍ଲୀ,୧୩।୩: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ପାଟନା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ଯେ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ସେବି ପାଖରେ ଜମା ରାଶି ୨୪,୦୦୦ କୋଟି ଟଙ୍କାରୁ ଅଧିକ ପଡ଼ିରହିଛି। ମାତ୍ର ନିବେଶକମାନଙ୍କୁ ସେବି...

ଡବ୍ଲ୍ୟୁଇର ଚତୁର୍ଥ ସଂସ୍କରଣ ଘୋଷଣା

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ସ୍ତରର ଏଡ୍‌ଟେକ କମ୍ପାନୀ ଏବଂ ଟ୍ୟାଲେଣ୍ଟ ସ୍ପିରିଟ ତାହାର ଓମେନ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି। ଗୁଗଲ ତା’ର ନିର୍ଦ୍ଦିଷ୍ଟ ଦୃଷ୍ଟିବଦ୍ଧ ପ୍ରୟାସଗୁଡିକ ଜରିଆରେ ବହୁବିଧ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ...

ଆବଶ୍ୟକତାକୁ ଦେଖି ବ୍ୟବସ୍ଥା

ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଉଦ୍ୟମରେ ସହରବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ପ୍ରିୟଦର୍ଶିନୀର ପରିକଳ୍ପନା କରାଯାଇଥିଲା। ୧୯୮୯ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ସ୍ବଦେଶୀ ଗାର୍ମେଣ୍ଟ ବ୍ୟବସାୟକୁ ଏକ ନୂଆ ଦିଶା ଦେଖାଇଥିବା...

‘ପାରିଓ୍ବେର’ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୨ ।୩ ଦେଶର ଅଗ୍ରଣୀ ସାନିଟାରୀ ସାମଗ୍ରୀ ଉତ୍ପାଦକ କମ୍ପାନୀ ‘ପାରିଓ୍ବେର’ ପକ୍ଷରୁ ପାଇପ୍ସ ଆଣ୍ଡ୍‌ ଫିଟିଂ ରେଞ୍ଜ୍‌ ଆରମ୍ଭ କରାଯାଉଛି। ଏହାଛଡ଼ା ପୂର୍ବ ଓଡ଼ିଶା ବଜାରର ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଫିଟିଂ ରେଞ୍ଜ୍‌ ସହିତ ନୂତନ ସାମଗ୍ରୀ...

୧୪ରୁ ଜୀ ସାର୍ଥକରେ ‘ସର୍ବଜିତା ଅନୁ’

କଟକ,୧୨ ।୩ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ। ଦୀର୍ଘ ୨ଦଶନ୍ଧି ଧରି ୬୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri