ବାଣିଜ୍ୟ

ଇଭି କ୍ଷେତ୍ରରେ ନିବେଶ କରିବ ଅଶୋକ ଲେଲାଣ୍ଡ

ଭୁବନେଶ୍ୱର,୨୧।୨: ଦେଶର ପ୍ରମୁଖ ଭାରିଯାନ ଅଟୋଶିଳ୍ପ କମ୍ପାନୀ ହିନ୍ଦୁଜା ଗ୍ରୁପର୍‌ ଫ୍ଲାଗଶିପ୍‌ ଅଶୋକ ଲେଲାଣ୍ଡ ଇଲେକ୍ଟ୍ରି ଭେଇକିଲ (ଇଭି) କ୍ଷେତ୍ରକୁ ପ୍ରବେଶ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ବର୍ତ୍ତମାନର ପରିସ୍ଥିତି ଓ ସରକାରଙ୍କ ଆହ୍ବାନ ଏବଂ ଏକ ସବୁଜ ପରିବେଶ...

ଏମ୍‌-କ୍ୟାପ୍‌ରେ ୮୬ ହଜାର କୋଟି ଯୋଗ

ନୂଆଦିଲ୍ଲୀ,୨୧।୨: ଗତ ସପ୍ତାହରେ ଟପ୍‌-୧୦ ମୂଲ୍ୟବାନ ଫାର୍ମଗୁଡିକ ମଧ୍ୟରୁ ୫ଟି ଫାର୍ମ ଏକତ୍ର ବଜାର ମୂଲ୍ୟାଙ୍କନରେ ପ୍ରାୟ ୮୬ ହଜାର କୋଟି ( ୮୫,୭୧୨.୫୬) ଟଙ୍କା ଯୋଡିଛନ୍ତି। ସେଥିମଧ୍ୟରୁ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ସର୍ବାଧିକ ଲାଭବାନ ହୋଇଛି। ଟିସିଏସ୍‌ର...

ବିନା ଟିକେଟ ରେଳଯାତ୍ରା ବଢ଼ୁଛି

ନୂଆଦିଲ୍ଲୀ,୨୧।୨(ପି.ଟି.): ବିନା ଟିକେଟରେ ରେଳଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୧-୨୨ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ ବିନା ଟିକେଟରେ ଏବଂ ଲଗେଜ୍‌ ବୁକ୍‌ ନ କରି ଯାତ୍ରା କରୁଥିବାବେଳେ ଧରାପଡ଼ିଛନ୍ତି।...

ସାମ୍‌ସଙ୍ଗ ଏସ୍‌୨୨ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୯।୨: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଭାରତରେ ଏହାର ପ୍ରିମିୟମ ଫ୍ଲାଗ୍‌ଶିପ ‘ଗ୍ୟାଲାକ୍ସି ଏସ୍‌୨୨ ଅଲ୍‌ଟ୍ରା, ଗ୍ୟାଲାକ୍ସି ଏସ୍‌୨୨+ ଏବଂ ଗ୍ୟାଲାକ୍ସି ଏସ୍‌୨୨’ ସିରିଜ୍‌ର ଶୁଭାରମ୍ଭ କରାଯାଇଛି। ଏହି ପ୍ରିମିୟମ ସ୍ମାର୍ଟଫୋନ ପାଇଁ ନୂତନ ମାନକ ସ୍ଥିର...

ଭୁବନେଶ୍ୱରରେ ଲାଟ୍‌ ଲିଭ୍‌ର ୧ମ ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୯।୨: ବର୍ତ୍ତମାନର ଜଟିଳ ସମୟ ମଧ୍ୟରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟ ନେଇ କମ୍ପାନୀ ଭୁବନେଶ୍ୱରରେ ତା’ର ପ୍ରଥମ ‘ଲାଟ୍‌ ଲିଭ୍‌’ ଏକ୍ସକ୍ଲୁସିଭ୍‌ ଷ୍ଟୋରର ଶୁଭାରମ୍ଭ କରିଛି। ଗୁରୁବାର ସ୍ଥାନୀୟ କଳ୍ପନା...

ମିନର୍ଭା ଅଟୋମୋବାଇଲ୍ସର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ବଲାଙ୍ଗୀର,୧୯।୨: ଦେଶର ପ୍ରମୁଖ ଅଟୋ ଶିଳ୍ପ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମଲ୍ଟି ବ୍ରାଣ୍ଡ ୟୁଜ୍‌ଡ (ବ୍ୟବହାର) କାର୍‌ ଡିଭିଜନ, ମହିନ୍ଦ୍ରା ଫାଷ୍ଟ ଚଏସ୍‌ର ନୂତନ ଆଉଟ୍‌ଲେଟ ଗୁରୁବାର ବଲାଙ୍ଗୀର ଠାରେ ଶୁଭାରମ୍ଭ କରାଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ‘ମିନର୍ଭା ଅଟୋମୋବାଇଲ୍ସ’ ସହାୟତାରେ...

୪୫%କୁ ବୃଦ୍ଧି ପାଇବ ଡିଜିଟାଲ ବଜାର

ନୂଆଦିଲ୍ଲୀ,୧୯।୨: ଗ୍ରୁପ୍‌ଏମ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଏକ ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ କୌଣସି ଏକ ଉତ୍ପାଦକୁ ଗ୍ରାହକଙ୍କ ନିକଟରେ ପରିଚିତ କରାଇବା ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ...

ବିମାନ ଇନ୍ଧନ ମୂଲ୍ୟ ୫.୨% ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦରର ପ୍ରଭାବ ବର୍ତ୍ତମାନ ଭାରତ ବଜାରରେ ପଡ଼ିଛି। ଫଳରେ ବିମାନ ଇନ୍ଧନ ମୂଲ୍ୟ ପୁଣି ଥରେ ବଢ଼ିଛି। ବୁଧବାର ଏହାର ମୂଲ୍ୟ ୫.୨% ବୃଦ୍ଧି ଘଟି ୯୦,୫୧୯.୭୯ ଟଙ୍କାକୁ ଛୁଇଁଥିବା...

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଇନ୍ଧନ ପଠାଇଲା ଭାରତ…

କଲୋମ୍ବୋ/ନୂଆଦିଲ୍ଲୀ, ୧୫।୨ : ଶକ୍ତି ସଙ୍କଟ ସହିତ ସମସ୍ୟାରେ ପଡ଼ିଥିବା ଶ୍ରୀଲଙ୍କାର ସହାୟତା ପାଇଁ ଭାରତ ମଙ୍ଗଳବାର ୪୦ ହଜାର ଟନ୍‌ ଇନ୍ଧନ ପଠାଇଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ଗୋପାଳ ବାଗ୍‌ଲେ ଏନେଇ ସୂଚନା ଦେଇଛନ୍ତି। ସେ...

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…

ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବଜାରରେ...

ହ୍ରାସ ପାଇଲା ଖାଇବା ତେଲ ଶୁଳ୍କ

ଭୁବନେଶ୍ୱର,୧୪ା୨: ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ଏକ ପ୍ରକାରର ଅଡୁଆ ସୃଷ୍ଟି କରୁଛି। ଏହି ଅଡୁଆକୁ ଚଢ଼ା ଦରରେ ବିକ୍ର ହେଉଥିବା ଖାଇବା ତେଲ ମଧ୍ୟ ଆଉ ଟିକେ ବଢ଼ାଇ ଦେଉଥିଲା। ଫଳରେ ସରକାର ବହୁ ବିଚାର ବିମର୍ଶ...

ବଢୁଛି ସୁନା ଚାହିଦା

ଭୁବନେଶ୍ୱର,୧୪ା୨: ଆମେରିକା ସମେତ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ହାର ବଢିବା ପରେ ସୁନାର ଦାମ୍‌ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନାର ଦାମ୍‌ ପ୍ରାୟ ୫୦ ହଜାର ହୋଇଛି। ତେବେ ଆଗକୁ ବିବାହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri