ବାଣିଜ୍ୟ

ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍‌

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍‌ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍‌ରେ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କ୍ଲିନିକ୍‌ର ଉଦ୍‌ଘାଟନୀ...

କଟକରେ ରିଲାଏନ୍ସ ଡିଜିଟାଲର ନୂତନ ଷ୍ଟୋର

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ର ନୂତନ ଷ୍ଟୋର ଶନିବାର କଟକର ବାଦାମବାଡ଼ିସ୍ଥିତ ଲିଙ୍କ୍‌ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା...

ବଜାରରେ ନିଉଟ୍ରୋଲାର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଫୁଡ୍‌ ବ୍ରାଣ୍ଡ୍‌ ନିଉଟ୍ରୋଲାର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଇନ୍‌ଫୋସିଟିସ୍ଥିତି କ୍ରିଷ୍ଟାଲ କ୍ରାଉନ ହୋଟେଲଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି...

ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବିର କଟକସ୍ଥିତ ସିଡିଏ ଶାଖାଠାରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ସେହିଭଳି ବିଓବିର ବରିଷ୍ଠ ପ୍ରବନ୍ଧକ ସୁବାସ ଚନ୍ଦ୍ର...

ଇପିଏଫ୍‌ଓରେ ଯୋଡ଼ିହେଲେ ୧୯.୫୦ ଲକ୍ଷ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ୨୦୨୪ ମେ’ ମାସର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ମେ’ ମାସରେ ୧୯.୫୦ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ତେବେ ୨୦୧୮ ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ମେ’ ମାସରେ ସର୍ବାଧିକ...

ଉପଭୋକ୍ତାଙ୍କ ସୁରକ୍ଷାକୁ ଟିପିସିଓଡିଏଲ୍‌ର ପ୍ରାଥମିକତା

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ସବୁବେଳେ ଉପଭୋକ୍ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି। ଏପରିକି ନିକଟରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମୋବାଇଲ...

ଲମ୍ୟାନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): କେୱାଲ କିରଣ କ୍ଲୋଦିଂ ଲିମିଟେଡ୍‌(କେକେସିଏଲ୍‌)ର ମେନ୍‌ସ ଫ୍ୟାଶନ୍‌ ବ୍ରାଣ୍ଡ ‘ଲମ୍ୟାନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କେନ୍ଦ୍ରାପଡ଼ାର ଦୁହୁରିଆ ଛକସ୍ଥିତ ରାଜକିଶୋର ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏଠାରେ ସର୍ଟସ, ଟି-ଶାର୍ଟ, ଜିନ୍ସ, କାଜୁଆଲ ଶାର୍ଟ,...

ହ୍ବାଟ୍ସଆପ୍‌ରେ ଆଇଟିଆର୍‌ ଦାଖଲ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟନର୍ର୍(ଆଇଟିଆର୍‌) ଦାଖଲ କରିବାର ସମୟସୀମା ଶେଷହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ଟିକସଦାତାମାନେ ଜରିମାନା ଏଡ଼ାଇବା ପାଇଁ ଯଥାଶୀଘ୍ର ରିଟର୍ନ ଦାଖଲ କରିବାକୁ ଚାହୁଁଛନ୍ତି,...

ଟାଟା ଷ୍ଟିଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଟାଟା ଷ୍ଟିଲ୍‌ର ଓଡ଼ିଶା ୟୁନିଟ୍‌ ଅନ୍ତର୍ଗତ କଟକ ଜିଲାର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌...

ଜିଓ ଆଣିଲା ଖୁସି ଖବର, ମାତ୍ର ଏତିକି ରିଚାର୍ଜରେ ୯୮ ଦିନ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୨୦ା୭: ଜୁଲାଇ ମାସର ଆରମ୍ଭରେ ରିଚାର୍ଜ ପ୍ଲାନଗୁଡିକ ବୃଦ୍ଧି କରିବା ପରେ, ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ଯୋଗାଇବା ପାଇଁ ଯୋଜନା କରୁଛି । ବର୍ତ୍ତମାନ ଜିଓ ଏହାର ୪୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ...

ରାଖୀ ପଠାଇବା ପାଇଁ ଇଣ୍ଡିଆ ପୋଷ୍ଟର ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର୨୦।୭(ଅନୁରାଧା ମହାରଣା): ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦର୍ଶାଉଥିବା ପର୍ବ ରାଖୀ ପୂର୍ଣ୍ଣିମା ଚଳିତବର୍ଷ ଅଗଷ୍ଟ ୧୯ରେ ପାଳନ କରାଯିବ। ଦୂରରେ ରହିଥିବା ଭଉଣୀ ଭାଇକୁ ରାଖୀ ପଠାଇବା ପାଇଁ ଏବେଠାରୁ ଆଗ୍ରହ ପ୍ରକାଶ କଲେଣି। ତେବେ...

ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍‌ଆଇସିର ବୁଝାମଣା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri