ବାଣିଜ୍ୟ

ପୁରୁଣା ଟେଲିଫୋନ ତାରରୁ ଲକ୍ଷ ଲକ୍ଷ ରୋଜଗାର, ଆପଣ ବି ଏମିତି…

ଫ୍ୟାଶନ ନାମରେ ଲୋକମାନେ କିଛି ବି କିଣିଥାନ୍ତି। ବେଳେବେଳେ ବଜାରରେ ମଇଳା ଜୋତା ବିକ୍ରି ହେଉଥିବା ବେଳେ ଆଉ କେତେବେଳେ ମଇଳା ଜିନ୍ସ ମଧ୍ୟ ଚାହିଦାରେ ରହିଥାଏ। ଫ୍ୟାଶନ ପ୍ରେମୀମାନେ ଏହାକୁ ବହୁତ ମୂଲ୍ୟ ଦେଇ କିଣିଥାନ୍ତି । ଏବେ...

ନିବେଶକଙ୍କ କ୍ଷତି ୫.୫୫ ଲକ୍ଷ କୋଟି

ମୁମ୍ବାଇ,୧୮ା୩:  ଗତ ୪ ଦିନ ହେବ ଭାରତୀୟ ପୁଞ୍ଜିବଜାର ପ୍ରଭାବିତ ସ୍ଥିତିରେ ରହିଛି। ଫଳରେ ନିବେଶକଙ୍କ ସମ୍ପତ୍ତି ୫.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। କୋଭିଡ୍‌-୧୯ ମାମଲା ବଢିବାରୁ ଏହାର ପ୍ରଭାବ ଷ୍ଟକ୍‌ ବଜାର ଉପରେ ପଡିଛି। ୩୦ ଶେୟାର...

ରାମମନ୍ଦିର ଲାଗି ଏମ୍‌ଡିଏଚ୍‌ ଦେଲା ୧ କୋଟି

ନୂଆଦିଲ୍ଲୀ,୧୮ା୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣରେ ଏମ୍‌ଡିଏଚ୍‌ ପ୍ରାଇଭେଟ ଲିମିଟେଡ୍‌ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ରାଜୀବ ଗୁଲାଟି ଉପସ୍ଥିତ ରହି ଏହି ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ମୋ ବାପା ଧର୍ମପାଲ...

ସ୍କ୍ରାପେଜ୍‌ ପଲିସି କାର୍‌ ବିକ୍ରି ବଢ଼ାଇବ

କରୋନା ମହାମାରୀର ପ୍ରଭାବ ସାଙ୍ଗକୁ ବର୍ଦ୍ଧିତ ତେଲ ଦର ଯାନ ବିକ୍ରି ବୃଦ୍ଧିରେ ବାଧକ ସାଜି ଅଟୋ ସେକ୍ଟର ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛିି। ତେଲ ଦର ବୃଦ୍ଧିଜନିତ ଚିନ୍ତା କମାଇବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ...

ସଫଳତା ଦିଏ ଆହ୍ବାନ

ବିଶ୍ୱାସ କରାଯାଏ ଯେ ସର୍ବୋତ୍ତମ ଉଦ୍ୟୋଗୀମାନେ ଜନ୍ମ ହୋଇଥାନ୍ତି, ସେମାନଙ୍କୁ ତିଆରି କରାଯାଇ ପାରେନାହିଁ। ସେମାନେ ସବୁବେଳେ ଆବେଗପ୍ରବଣ ଏବଂ ଉଦ୍ଭାବନପ୍ରିୟ ହୋଇଥାଆନ୍ତି। ଫଳରେ ବ୍ୟବସାୟରେ ନୂଆ ମୋଡ଼ ଆଣିବା କ୍ଷେତ୍ରରେ କେବେ ପଛଘୁଞ୍ଚା ଦେଇ ନ ଥାନ୍ତି। ଲାଲଚନ୍ଦ...

କଠିନ ଅଧ୍ୟବସାୟରୁ ସଫଳତା

ପାଞ୍ଚ ଦଶନ୍ଧି ତଳେ ଭୁବନେଶ୍ୱର କହିଲେ ହାତଗଣତି କିଛି ବଜାର ଓ ଅଞ୍ଚଳକୁ ବୁଝାଉଥିଲା। ୧୯୭୦ ମସିହାରେ ଜଣେ ସଫଳ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବର୍ଗତ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ। ସେତେବେଳେ ସେ ଆରମ୍ଭ କରିଥିବା ତୃପ୍ତି...

ଜିଏସ୍‌ଟି କମିଲେ କାର୍‌ ବିକ୍ରି ବଢ଼ିବ

କୋଭିଡ୍‌-୧୯ ଅଟୋ ଉଦ୍ୟୋଗ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ମହାମାରୀ ଆସିବାର ବର୍ଷକ ପରେ ଏବେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ମନେହୁଏ। ଯାନବାହନ କ୍ଷେତ୍ରରେ ଲୋକଙ୍କ ଚାହିଦା ମଧ୍ୟ ବଢ଼ିଲାଣି। ଅଟୋ ଉଦ୍ୟୋଗର ସାମ୍ପ୍ରତିକ ସ୍ଥିତି...

୨ ବର୍ଷ ହେଲା ପ୍ରିଣ୍ଟ ହୋଇନି ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୬ ।୩ କେନ୍ଦ୍ର ସରକାର ନଭେମ୍ବର ୨୦୧୬ ରେ ନୂଆ ବିମୁଦ୍ରୀକରଣ ନିୟମ ଲାଗୁ କରିଥିଲେ। ଫଳରେ ଦେଶରେ ଆଉ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ହୋଇପାରିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ। ବିମୁଦ୍ରୀକରଣ...

ରାଜ୍ୟରେ ୩ ଶହ କୋଟିର କାରବାର ପ୍ରଭାବିତ

ଭୁବନେଶ୍ୱର,୧୬ ।୩ ଗତ ମାସରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ସରକାରଙ୍କ ବିନିଯୋଗ ଯୋଜନାର ଏକ ଅଂଶ ଭାବରେ ଦୁଇଟି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ (ପିଏସ୍‌ବି)ର ଘରୋଇକରଣ କରିବାକୁ ଘୋଷଣା କରିଥିଲେ। ଦେଶର ପ୍ରମୁଖ...

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍‌ ଖୋଲା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ସୋମବାର ଆରମ୍ଭ ହୋଇଛି। ଧର୍ମଘଟ ମଙ୍ଗଳବାର ମଧ୍ୟ ଜାରି ରହିବ। ଦେଶର ୧୦...

ସବୁ କ୍ରିପ୍ଟୋକରେନ୍ସି ବନ୍ଦ ହେବନି

ନୂଆଦିଲ୍ଲୀ,୧୫।୩: ଭାରତ ସବୁ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବ ନାହିଁ। ବିକଳ୍ପ ପେମେଣ୍ଟ ନେଇ ଗବେଷଣା ଏବଂ ଟେକ୍ନୋଲୋଜି ବ୍ୟବହାରକୁ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ମତ ପ୍ରକାଶ କରିଛନ୍ତି। ଏ ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ...

କୋଭିଡ୍‌ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୫।୩: ବିମାନଯାତ୍ରୀଙ୍କ ଲାଗି ମାସ୍କ ନିୟମ କଡ଼ାକଡ଼ି କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରାଇବା ଉପରେ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶାଳୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri