ବାଣିଜ୍ୟ

୭ ବର୍ଷରେ ଏଲ୍‌ପିଜି ଦର ୨ ଗୁଣା

ନୂଆଦିଲ୍ଲୀ,୯।୩ ଗତ ୭ ବର୍ଷରେ ରନ୍ଧନ ଗ୍ୟାସ ବା ଏଲ୍‌ପିଜି ଦର ୨ ଗୁଣ ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲରୁ ଟିକସ ସଂଗ୍ରହ ୪୫୯% ବଢିଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସୂଚନା ଦେଇଛନ୍ତି।...

ଭେଇକିଲ ସ୍କ୍ରାପିଂରେ ମିଳିବ ରିହାତି

ନୂଆଦିଲ୍ଲୀ: ପୁରୁଣା ଯାନ ସ୍କ୍ରାପିଂ କରି ନୂଆ ଯାନ କିଣିବାକୁ ଥିବା ଗ୍ରାହକଙ୍କୁ ରିହାତି ମିଳିବ। ନୂଆ ଭେଇକିଲ ସ୍କ୍ରାପିଂ ନୀତି ଅନୁସାରେ ପୁରୁଣା ଯାନ ବାଦ ଦେଇ ନୂଆ ଯାନ କ୍ରୟ କ୍ଷେତ୍ରରେ ଅଟୋମୋବାଇଲ କମ୍ପାନୀଗୁଡିକ ୫% ରିହାତି ପ୍ରଦାନ...

ରୂପେ ସଫ୍ଟପିଓଏସ୍‌ ସମାଧାନ ଉନ୍ମୋଚନ

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଏସ୍‌ବିଆଇ ପେମେଣ୍ଟସ ସହଯୋଗରେ ଭାରତର ନିୟୁତାଧିକ ମର୍ଚ୍ଚାଣ୍ଟଙ୍କ ପାଇଁ ରୂପେ ସଫ୍‌ଟପିଓଏସ୍‌କୁ ଉନ୍ମୋଚନ କରାଯାଇଛି। ଏହି ଅଭିନବ ସମାଧାନରେ ଏନ୍‌ଏଫ୍‌ସି ସୁବିଧା ଥିବା ସ୍ମାର୍ଟଫୋନ୍‌କୁ ପଏଣ୍ଟ ଅଫ୍‌ ସେଲ୍‌...

ଆମାଜନ ଲୋକାଲ ସପ୍ସରେ ୫୦ ହଜାର ଷ୍ଟୋର

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଆରମ୍ଭ ହୋଇଥିବା ଲୋକାଲ ଶପ୍ସ କାର୍ଯ୍ୟକ୍ରମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଅଫଲାଇନ ରିଟେଲ ଷ୍ଟୋର ଯୋଡି ହୋଇଛନ୍ତି। ଦେଶର ୪୫୦ ସହରରୁ କିରାନା ଏବଂ ରିଟେଲ ଏଥିରେ ସାମିଲ ହୋଇଥିବା କମ୍ପାନୀ...

ଇ-ଯାନ ନିର୍ମାଣକୁ ଟାଟାର ଗୁରୁତ୍ୱ

ନୂଆଦିଲ୍ଲୀ:  ଟାଟା ଗ୍ରୁପ ଭାରତରେ ଇ-ଯାନ (ବିଦ୍ୟୁତ) ଯାନବାହନ ନିର୍ମାଣ କରିବା ସପକ୍ଷରେ ରହିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେଉଛି। ବିଦ୍ୟୁତ ଯାନ ନିର୍ମାଣ ପାଇଁ ଭାରତର ଟାଟା ମୋଟର୍ସ ଆମେରିକାର ଟେସ୍ଲା ସହିତ ମିଳିତ ହୋଇ...

ବୟସ୍କଙ୍କୁ ଉବରର ସହାୟତା

ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ୨ୟ ପର୍ଯ୍ୟାୟରେ ସହଯୋଗ କରିବା ପାଇଁ ଉବର ପକ୍ଷରୁ ୧୦କୋଟି ଟଙ୍କା ମୂଲ୍ୟର ମାଗଣା ରାଇଡ୍‌ ପ୍ରଦାନ କରୁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ , ରାଜ୍ୟ...

ଉପଯୋଗିତାରୁ ଅର୍ଥନୈତିକ ସୁଧାର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସ୍ଥିତିରେ ପରିବର୍ତ୍ତନ ଆସୁଥିବାରୁ ବଜାରରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହେଉଛି। ଲୋକମାନେ ସାମଗ୍ରୀ ବ୍ୟବହାର ବଢାଇବାରୁ ଅର୍ଥ ବ୍ୟବସ୍ଥାରେ ସୁଧାର ତ୍ୱରାନ୍ବିତ ହୋଇଛି। ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବଜାର ବେଶ୍‌ ଉତ୍ସାହିତ...

୧ ହଜାର କୋଟିର କଳାଧନ ଠାବ କଲା ଆଇଟି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ପକ୍ଷରୁ ୧ ହଜାର କୋଟି ଟଙ୍କାର ଅଘୋଷିତ ଆୟ ଠାବ କରିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଭାରତର ଜଣେ ପ୍ରମୁଖ ଜୁଏଲର୍ସଙ୍କଠାରୁ ଏହି କଳା ସମ୍ପତ୍ତି ଠାବ କରାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)...

୭୫୦୦ତମ ଜନଔଷଧି କେନ୍ଦ୍ର ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେବା ଲକ୍ଷ୍ୟରେ ଜନଔଷଧୀ କେନ୍ଦ୍ରର ସ୍ଥାପନ କରାଯାଇଥିଲା। ପ୍ରତିବର୍ଷ ମାର୍ଚ୍ଚ ୧ରୁ ୭ ସାରା ଦେଶରେ ଜନଔଷଧୀ ସପ୍ତାହ ପାଳନ କରାଯାଉଛି। ରବିବାର ସିଲଙ୍ଗ ସ୍ଥିତ ନର୍ଥ ଇଷ୍ଟର୍ଣ୍ଣ ଇନ୍ଧିରାଗାନ୍ଧୀ ରିଓଜନାଲ ଇନଷ୍ଟିଚ୍ୟୁଟି...

ଟ୍ରାକ୍‌କୁ ଫେରୁଛି ଯାନ ଉଦ୍ୟୋଗ: ରାଜୀବ ଦୁବେ

ମହାମାରୀ କରୋନା ପ୍ରତ୍ୟେକ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ୍‌ କରି ସମସ୍ତ କ୍ଷେତ୍ରର କ୍ଷତି ସାଧନ କରିଥିଲା। ଏପରି ସଙ୍କଟ ସମୟରେ ଯାନବାହନ ଉଦ୍ୟୋଗର ଭବିଷ୍ୟତ ସମ୍ପର୍କରେ ଧରିତ୍ରୀ ସହ ଆଲୋଚନା କରିଛନ୍ତି ରୋହନ ଅଟୋରାଇଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ରାଜୀବ...

ସୃଜନଶୀଳତାର ଶିକ୍ଷା ଦେଇଛି ମହାମାରୀ

ଭବିଷ୍ୟତକୁ ସ୍ପଷ୍ଟ ଭାବରେ ଦେଖି ନିଜ କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଯାଇ କୌଣସି ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିଥାଏ। କିନ୍ତୁ କୋଭିଡ୍‌-୧୯ ଏକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଥିଲା। ୨୦୨୦ ମାର୍ଚ୍ଚରେ କରୋନା ଲକ୍‌ଡାଉନ୍‌ ଘୋଷଣା ପରେ ସମସ୍ତେ ଅନିଶ୍ଚିତତା...

ବେଜୋସ୍‌ ବିଶ୍ୱର ୧ ନମ୍ବର ଧନୀ

ନୂଆଦିଲ୍ଲୀ,୭।୩:  ଫୋର୍ବସ୍‌ ରିୟଲ ଟାଇମ୍‌ ବିଲିୟନେୟାର ସୂଚୀ ଅନୁସାରେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌ (୧୭୫.୪ ବିଲିୟନ ଡଲାର) ସହ ବିଶ୍ୱର ୧ନମ୍ବର ଧନୀ ବ୍ୟକ୍ତି ଭାବରେ ପୁଣି ଥରେ ସୂଚୀକୁ ଫେରିଛନ୍ତି। ଦୀର୍ଘ ମାସ ଧରି ଧନୀ ତାଲିକାରେ ଶୀର୍ଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri