ବାଣିଜ୍ୟ

ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ ରାଜ୍ୟ ସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌କୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି...

ଏୟାର ଇଣ୍ଡିଆର ୪୯୮ କୋଟି ବକେୟା ରଖିଛନ୍ତି କେନ୍ଦ୍ର-ରାଜ୍ୟ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ରଖିଛନ୍ତି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଭିଭିଆଇପି ଯାତ୍ରା, ବିଦେଶୀ ଅତିଥିଙ୍କ ଯାତ୍ରା ଭଳି ଅନ୍ୟ ସେବାରେ ଏଭଳି...

ଶୀଘ୍ର ସରି ଯାଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା ପରଠାରୁ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ...

ଯାନ ନିର୍ମାତାଙ୍କୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ: ଘରୋଇ ବଜାରରେ ଅଟୋମୋବାଇଲ କମ୍ପାନୀଗୁଡିକ ସୁରକ୍ଷା ମାନକ(ସେଫ୍ଟି ଷ୍ଟାଣ୍ଡାର୍ଡ) ପ୍ରଦାନରେ ଅବହେଳା କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାର ମଙ୍ଗଳବାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାମକୁ ସରକାର ଉତ୍ସାହିତ କରିବେ ନାହିଁ। ଅଟୋମୋବାଇଲ କମ୍ପାନୀଗୁଡିକ...

ଯାନ ପଞ୍ଜୀକରଣ ୯.୬୬% କମିଲା

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଯାନ ପଞ୍ଜୀକରଣ ୯.୬୬% ହ୍ରାସ ହୋଇଛି। ଡିସେମ୍ବରରେ ଏଥିରେ ଉନ୍ନତି ଆସିଥିଲା। ଟ୍ରାକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଯାନ ବିକ୍ରି ନକାରାତ୍ମକ ରହିଛି। ୨ ଚକିଆ, ୩ ଚକିଆ, ବାଣିଜି୍ୟକ ଯାନ ଏବଂ ପାସେଞ୍ଜର...

ବ୍ୟାଙ୍କ ସଂଘଗୁଡ଼ିକର ୨ ଦିନିଆ ଧର୍ମଘଟ ଡାକରା

ନୂଆଦିଲ୍ଲୀ: ୯ ବ୍ୟାଙ୍କ ସଂଘର ସଙ୍ଗଠନ ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ମାର୍ଚ୍ଚ ୧୫ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ନିକଟରେ ଆସିଥିବା ସାଧାରଣ ବଜେଟରେ ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ସରକାର ଘୋଷଣା...

ବ୍ୟାଙ୍କ ଗ୍ରାହକଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭% ବୃଦ୍ଧି

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାରେ ଗ୍ରାହକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ନଜରକୁ ଆସିଛି। ଫଳରେ ଗ୍ରାହଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭% ବୃଦ୍ଧି ପାଇ ୩.୦୮ ଲକ୍ଷ ଛୁଇଁଛି। ୨୦୨୦ ଜୁନ୍‌ ୩୦ ସୁଦ୍ଧା ଗ୍ରାହକ...

ସରକାର ଆଣିବେ କ୍ରିପ୍ଟୋ କରେନ୍ସି ବିଲ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିକୁ ନେଇ ସରକାର ଶୀଘ୍ର ଏକ ବିଲ୍‌ ଆଣିବେ। ବର୍ତ୍ତମାନ ଥିବା ଆଇନରେ ଏ ସଂକ୍ରାନ୍ତ କୌଣସି ବ୍ୟବସ୍ଥା ନ ଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଉଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କ୍ରିପ୍ଟୋ...

ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ ଅନ୍‌ଲାଇନ ଏବଂ କଣ୍ଟାକ୍ଟଲେସ୍‌ ସେବା ଯୋଗାଣ ଦିଗରେ ଏଭଳି ସୁବିଧାକୁ ଗୁରୁତ୍ୱ ଦିଆଯାଉଛି।...

ସେନ୍‌ସେକ୍ସ ୧୯ ପଏଣ୍ଟ ଖସିଲା

ନୂଆଦିଲ୍ଲୀ: ଗତ ୬ ସେସନ ହେବ ଭାରତୀୟ ପୁଞ୍ଜିବଜାରର କାରବାର ଊର୍ଦ୍ଧ୍ୱଗାମୀ ହୋଇ ଚାଲିଥିବା ବେଳେ ମଙ୍ଗଳବାର ଏଥିରେ ସାମାନ୍ୟ ପ୍ରଭାବ ପଡିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୧୯.୬୯ ପଏଣ୍ଟ(୦.୦୪%) ନିମ୍ନରେ ରହିବା ଯୋଗୁ ଏହା ୫୧,୩୨୯ ପଏଣ୍ଟ...

ସପ୍ତାହରେ ୪ ଦିନ ହୋଇପାରେ କାର୍ଯ୍ୟଦିବସ

ନୂଆଦିଲ୍ଲୀ: ସପ୍ତାହରେ ୪ ଦିନ କାମ କରିବା ଲାଗି ନିୟମ ଆସିପାରେ। ଏ ନେଇ କମ୍ପାନୀଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିପାରନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କୁ ଶିଫ୍ଟ ସମୟ ବଢ଼ାଯାଇପାରିବ। ସପ୍ତାହରେ ୪୮ ଘଣ୍ଟା କାର୍ଯ୍ୟ ସମୟ ଜାରି...

ସରକାରଙ୍କ ଡେଭଲପମେଣ୍ଟ ମଡେଲକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେଭଲପମେଣ୍ଟ ମଡେଲକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କଟାକ୍ଷ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ହ୍ରାସ ଦ୍ୱାରା ସରକାର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା ରାହୁଲ କହିଛନ୍ତି। ମୋଦିଙ୍କ ବିକାଶ ଯୋଜନାରେ ରାଷ୍ଟ୍ରାୟତ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri