ବାଣିଜ୍ୟ

ଆସୋଟେକ୍‌ର ନୂଆ ଟାଉନଶିପ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ କମ୍ପାନୀ ଆସୋଟେକ୍‌ ଗ୍ରୁପ୍‌ ପକ୍ଷରୁ ସ୍ଥାନୀୟ ରୁଦ୍ରପୁରଠାରେ ନୂଆ ଟାଉନଶିପ ପ୍ରୋଜେକ୍ଟ ବିକଶିତ କରାଯାଉଛି। କମ୍ପାନୀ ନଭେମ୍ବର ୨୦୧୯ରୁ ଏହାର ଶୁଭାରମ୍ଭ କରିଛି। ଭୁବନେଶ୍ୱରଠାରେ ଆସୋଟେକ୍‌ ସନ୍‌ ଗ୍ରୋଥ ଆବୋଡ ଏଲ୍‌ଏଲ୍‌ପି ମାଧ୍ୟମରେ କମ୍ପାନୀ ନିଜସ୍ବ...

ଆଇଆର୍‌ସିଟିସି ଇ-କ୍ୟାଟରିଂ ସେବା ଶୀଘ୍ର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ଆଶ୍ୱସ୍ତି। ଆସନ୍ତା ମାସରୁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ(ଆଇଆର୍‌ସିଟିସି)ର ଇ-କ୍ୟାଟରିଂ ସେବା ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଏ ନେଇ ସଂସ୍ଥା ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। କରୋନା ଜନିତ ଲକ୍‌ଡାଉନ ପାଇଁ ଏହି...

ଯାନ ଦର ବଢ଼ାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ଯାତ୍ରୀବାହୀ ଯାନ ବର୍ଗରେ ଦର ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଇନ୍‌ପୁଟ ଖର୍ଚ୍ଚ ଏବଂ ସେମି କଣ୍ଡକ୍ଟର ମୂଲ୍ୟ ବଢ଼ିବା ଯୋଗୁ କମ୍ପାନୀର ଯାନଗୁଡିକ ପ୍ରାୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ...

୭୪୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ହୋଇଛି। ପ୍ରଫିଟ୍‌ ବୁକିଂ ଯୋଗୁ ଏଭଳି ହୋଇଥିବା ନଜରକୁ ଆସିଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୪୬ ପଏଣ୍ଟ ଖସିଛି। ସେହିଭଳି ନିଫ୍ଟି କାରବାର ୧୪,୪୦୦ ପଏଣ୍ଟ ସ୍ତରରୁ ଖସିଛି।...

ଆଜି ହାଲୁଆ ସେରିମନି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୧ ପହିଲାରେ ଆସିବାକୁ ଥିବା ବେଳେ ପ୍ରତିବର୍ଷ ପ୍ରଥା ଅନୁସାରେ ଚାଲି ଆସୁଥିବା ହାଲୁଆ ସେରିମନି ଶନିବାର ଅନୁଷ୍ଠିତ ହେବ। କେନ୍ଦ୍ର ବଜେଟ ଦସ୍ତାବିଜ ଛପାହେବାର ଆରମ୍ଭ ଦିନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କେନ୍ଦ୍ର...

ରିଲାଏନ୍ସର ନେଟ୍‌ ଲାଭ ୧୨% ବଢିଲା

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ୍‌ ଲାଭ ୧୨.୬% ବଢି ୧୩,୧୦୧ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ରିଲାଏନ୍ସ ଜିଓର ନେଟ୍‌ ଲାଭ ୧୫.୫% ବଢି ୩,୪୮୯ କୋଟି ଟଙ୍କା ରହିଛି। ଏହାବାଦ...

ଟୁଇଟର୍‌ ପୁଣି ଆରମ୍ଭ କଲା ‘ବ୍ଲୁ ଟିକ୍‌ ଭେରିଫିକେଶନ୍‌’ ପ୍ରକ୍ରିୟା: ଜାଣନ୍ତୁ କିଭଳି ପାଇବେ…

ନୂଆଦିଲ୍ଲୀ,୨୨।୧: ବ୍ଲୁ ଟିକ୍‌ ଦେବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରିଛି। ୨୦୧୭ରେ ଏହି ସେବାକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ହେଲେ ଏବେ ପୁନର୍ବାର ଏହା କରାଯାଇପାରିବ। ଟୁଇଟର କହିଛି, କମ୍ପାନୀ କେବଳ ବର୍ତ୍ତମାନ...

ପୁଞ୍ଜିବଜାରରେ ଐତିହାସିକ ରେକର୍ଡ;୫୦ ହଜାର ପଏଣ୍ଟ ସ୍ତର ଛୁଇଁଲା ସେନ୍‌ସେକ୍ସ

  ମୁମ୍ବାଇ: ଭାରତୀୟ ପୁଞ୍ଜିବଜାର ଗୁରୁବାର ଐତିହାସିକ ରେକର୍ଡ ସ୍ତର ଛୁଇଁବାକୁ ସକ୍ଷମ ହୋଇଛି। ଦିନର କାରବାରରେ ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ଛୁଇଁଥିଲା। ହେଲେ କାରବାର ଶେଷ ବେଳକୁ ଏହା ୧୬୭ ପଏଣ୍ଟ ଖସି ୪୯,୬୨୪.୭୬ ପଏଣ୍ଟରେ ବନ୍ଦ...

ସେନ୍‌ସେକ୍ସ ଆକାଶଛୁଆଁ

ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ଏଥିରେ ୧୬୭ ପଏଣ୍ଟ ହ୍ରାସ ହୋଇ ଏହା ୪୯,୬୨୫ ପଏଣ୍ଟ ଏବଂ ନିଫ୍ଟିରେ ୫୪ ପଏଣ୍ଟ...

ଭର୍ଚୁଆଲ ମିଟ୍‌ରେ ଦେଖାଦେଲେ ଜ୍ୟାକ୍‌ ମା

ନୂଆଦିଲ୍ଲୀ: ପ୍ରାୟ ୩ ମାସ ଆତ୍ମଗୋପନ ରହିବା ପରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା ପୁଣି ଥରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି। ଚାଇନାର ସରକାରୀ ଖବରକାଗଜ ଏ ସମ୍ପର୍କିତ ଏକ ଭିଡିଓ ଜାରି କରିଛି। ପ୍ରାୟ...

ୟୁଏସ୍‌ ଶେୟାର ବଜାରରେ ବାଇଡେନ୍‌ ଲହରି

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଶପଥ ଗ୍ରହଣ କରିବା ପୂର୍ବ ସମୟ ଯାଏ ଆମେରିକା ଶେୟାର ବଜାର ରେକର୍ଡ ସ୍ତରରେ ରହିଥିଲା। ବିଶ୍ୱ ସ୍ତରର ରିସର୍ଚ୍ଚ ସଂସ୍ଥା ସିଏଫ୍‌ଆର୍‌ଏ ମୁତାବକ ଏହି ସମୟରେ...

ଭାରତୀୟଙ୍କ ଲାଗି ସୁଯୋଗ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ସେଠାକୁ ଯାଇ କାମ କରିବା ଏବଂ ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବାଇଡେନ୍‌ ଏକ ଇମିଗ୍ରେସନ ବିଧେୟକ ଆଣିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri