ବାଣିଜ୍ୟ

ଆଦାନୀ ଗ୍ରୀନ୍‌ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ ଟୋଟାଲ

ନୂଆଦିଲ୍ଲୀ: ଫ୍ରାନ୍ସ ଭିତ୍ତିକ ଏନର୍ଜି କମ୍ପାନୀ ଟୋଟାଲ, ଆଦାନୀ ଗ୍ରୀନ୍‌ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଆଦାନୀ ଗ୍ରୀନ୍‌ ଏକ ଅଣପାରମ୍ପରିକ ଶକ୍ତି କମ୍ପାନୀ। ଟୋଟାଲ ସହ ଆଦାନୀର ଏହା ଦ୍ୱିତୀୟ ଚୁକ୍ତି। ୨୦୧୮ରେ ଟୋଟାଲ...

ପ୍ଲେ ଷ୍ଟୋରରୁ ହାଇକ୍‌ ଆପ୍‌ ଉଭାନ

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ କର୍ପୋରେଶନ ଫଣ୍ଡିଂ ଲାଭ କରିଥିବା ଭାରତୀୟ ମେସେଜିଂ ଆପ୍‌ ହାଇକ୍‌ ବନ୍ଦ ହୋଇଯାଇଛି। ଏହି ଆପ୍‌ ବର୍ତ୍ତମାନ ଗୁଗଲ ଆପ୍‌ ଷ୍ଟୋରରୁ ଉଭାନ ହୋଇଯାଇଥିବା ଜଣାପଡିଛି। ଭାରତ ଭଳି ବିଶ୍ୱର ଦ୍ୱିତୀୟ ଜନବହୁଳ ବଜାରରେ ହ୍ବାଟ୍ସଆପ୍‌କୁ ଟକ୍କର...

ଓଡ଼ିଶା ପାଇଲାଣି ୨୭୮୬ କୋଟି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣର ୧୨ତମ କିସ୍ତି ଭାବେ କେନ୍ଦ୍ର ସରକାର ସୋମବାର ଆଉ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ବାବଦକୁ ଓଡ଼ିଶା ଏବେ ସୁଦ୍ଧା ୨୭୮୬.୫୩ କୋଟି ଟଙ୍କା ଲାଭ କରିଛି। ଅପରପକ୍ଷରେ ୨୮୫୮...

ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଯୁବପିଢିଙ୍କ ସଂଖ୍ୟା ଢେର ଅଧିକ ରହିଛି। କରୋନା...

ଷ୍ଟାଟସ୍‌ ଜରିଆରେ ସଚେତନ କରାଇଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ର ନୂଆ ଫିଚର ଓ ନିୟମାବଳୀକୁ ନେଇ ଗତ କିଛିଦିନ ହେବ ୟୁଜର୍ସମାନେ (ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ) ନାନା ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ୟୁଜର୍ସଙ୍କ ଗୋପନୀୟତା ପଦାରେ ପଡିଯିବାର ଗୁଜବ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଯାଇଛି। ଉକ୍ତ ଗୋପନୀୟତା...

ବୃଦ୍ଧି ପାଇଛି ଏଟିଏଫ୍‌ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରକୁ ଡେଇଁ ଯାଇଛି। ଗତ ଦୁଇ ଦିନ ହେଲା ତୈଳ କମ୍ପାନୀଗୁଡ଼ିକ ତେଲ ଦରକୁ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟକୁ ପୁଣି ଥରେ ବଢାଇ...

ଶେୟାର ବଜାରରେ ନିବେଶ କରିବ ଇଏସ୍‌ଆଇ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ତା’ର ପ୍ରାୟ ୯୧ ହଜାର କୋଟି ଟଙ୍କାର କିଛି ଅଂଶକୁ ଷ୍ଟକ୍‌ ବଜାର ଓ କର୍ପୋରେଟ୍‌ ବଣ୍ଡ୍‌ ବଜାରରେ ନିବେଶ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ସମୟରେ କମ୍‌...

ଟିକସ ହ୍ରାସ ଲାଗି ଅଟୋ ଶିଳ୍ପର ଦାବି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ବଜେଟ ସମୟରେ ସରକାର ବିଭିନ୍ନ ସୌଖୀନ (ଲକ୍‌ଜ୍ୟୁରି) କାରଗୁଡିକ ନିମନ୍ତେ କର ହ୍ରାସ କରିବେ ବୋଲି ମର୍ସିଡିଜ୍‌ ବେଞ୍ଜ, ଅଡି ଓ ଲମ୍ବର୍ଗିନୀ ଆଦି କମ୍ପାନୀମାନେ ସରକାରଙ୍କ ନିକଟରେ ଦାବି ଜଣାଇବା ସହ କର ହ୍ରାସ...

ଶାଲୁ ଜିନ୍ଦଲଙ୍କୁ ଇମ୍ପାକ୍ଟ ଲିଡର ପୁରସ୍କାର

ନୂଆଦିଲ୍ଲୀ: ଜେଏସ୍‌ପିଏଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ‘ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର’ ଭାବରେ ସମ୍ମାନିତ କରାଯାଇଛି। ଇଣ୍ଡିଆ ସିଏସଆର ନେଟଓ୍ବର୍କ ପକ୍ଷରୁ ୧୬ ଜାନୁୟାରୀ ୨୦୨୧ରେ ଆୟୋଜିତ ହୋଇଥିବା ‘ଇଣ୍ଡିଆ ସିଏସଆର ନେତୃତ୍ୱ ସମ୍ମିଳନୀ-୨୦୨୧ରେ ଶାଲୁ ଜିନ୍ଦଲଙ୍କୁ କୋଭିଡ୍‌-୧୯...

ବେଦାନ୍ତ ଆଲୁମିନିୟମକୁ ଜାତୀୟ ଶକ୍ତି ସଂରକ୍ଷଣରେ ୨ ପୁରସ୍କାର

ଭୁବନେଶ୍ୱର: ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତ୍ତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଓ ଅଭିନବ ସମାଧାନ ପନ୍ଥା ପାଇଁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର...

କୋଭିଡ୍‌ ମୁକାବିଲା ଲାଗି ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଛି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ଏବଂ ଆର୍ଥତ୍କ ସମସ୍ୟା ସମାଧାନ ଦିଗରେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଶନିବାର କହିଛି। ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟଲିନା ଜିଓଜିଏଭା କହିଛନ୍ତି, ଜାନୁୟାରୀ ୨୬ରେ ଓ୍ବାର୍ଲଡ ଇକୋନୋମିକ ରିପୋର୍ଟ ପ୍ରକାଶ ପାଇବ। ଭାରତର...

ହ୍ବାଟ୍ସଆପ୍‌ ୟୁଜରଙ୍କୁ ଆଶ୍ୱସ୍ତି; ମେ ୧୫ ଯାଏ ଲାଗୁ ହେବନି ପ୍ରିଭେସି ପଲିସି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରଭେସି ନୀତି ଏବଂ ସେବା ସଂକ୍ରାନ୍ତ ଅନ୍ୟ ନିୟମ ଚଳିତ ବର୍ଷ ମେ ମାସ ୧୫ ଯାଏ ଲାଗୁ ହେବ ନାହିଁ। କମ୍ପାନୀ ପକ୍ଷରୁ ଶନିବାର ଏ ନେଇ ଘୋଷଣା କରାଯାଇଛି। ପ୍ରିଭେସି ନିୟମ ସମ୍ପର୍କରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri