ବାଣିଜ୍ୟ

ଇନ୍‌ଫୋସିସ ନେଟ୍‌ ଲାଭ ୧୭% ବଢ଼ିଲା

ନୂଆଦିଲ୍ଲୀ,୧୪।୧:ଦେଶର ଦ୍ୱିତୀୟ ବୃହତ୍‌ ଆଇଟି ସେବା ଯୋଗାଣକାରୀ କମ୍ପାନୀ ଇନ୍‌ଫୋସିସର ନେଟ୍‌ ଲାଭ ୧୭% ବଢିଛି। ଡିସେମ୍ବର ୩୧ ସୁଦ୍ଧା ଏହି କମ୍ପାନୀର ନେଟ୍‌ ଲାଭ ୫,୧୯୭ କୋଟି ଟଙ୍କା ରହିଛି। କମ୍ପାନୀ ଏହି ତ୍ରୈମାସରେ ୨୫,୯୨୭ କୋଟି ଟଙ୍କା...

ଏଇଏସ୍‌ଏଲ୍‌କୁ ୧ ବିଲିୟନ ଡଲାରରେ କିଣିବ ବାୟଜୁସ୍‌

ନୂଆଦିଲ୍ଲୀ,୧୪।୧: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ(ଏଇଏସ୍‌ଏଲ୍‌)କୁ ବାୟଜୁସ୍‌ ୧ ବିଲିୟନ ଡଲାରରେ କିଣିବ। ଏଥିଲାଗି ୨ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହା ଏଡ୍‌ଟେକ୍‌ ସେକ୍ଟରରେ ସବୁଠାରୁ ବଡ ଡିଲ୍‌ ବୋଲି କୁହାଯାଇଛି। ଡିଲ୍‌ ଆଗାମୀ ୨ରୁ ୩...

ଭାରତରେ ପ୍ରବେଶ କଲା ଟେସ୍‌ଲା

ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍‌ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍‌ ନିର୍ମାତା। ଟେସ୍‌ଲା ଇଣ୍ଡିଆ ମୋଟର୍ସ ଏବଂ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ ବାଙ୍ଗାଲୋରରେ ଏକ ଅଫିସ ସ୍ଥାପନ କରିବା ସହ...

୨୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୧୪।୧: ରେକର୍ଡ ଉଚ୍ଚ ସ୍ତରରେ ରହିବା ପରେ ବୁଧବାର ଭାରତୀୟ ଶେୟାର ବଜାରରେ କିଛିଟା ପ୍ରଭାବ ପଡ଼ିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ୨୫ ପଏଣ୍ଟ ନିମ୍ନରେ ରହିଛି। ପ୍ରଫିଟ ବୁକିଂ ଏବଂ ବିଶ୍ୱ ବଜାରର ପ୍ରଭାବ ଫଳରେ ଶେୟାର...

ଭାକ୍ସିନ ବିଳମ୍ବ ହେଲେ ଜିଡିପି ଉପରେ ପ୍ରଭାବ

ନୂଆଦିଲ୍ଲୀ,୧୪।୧ ସାରା ଦେଶରେ ଭାକ୍ସିନ ଯୋଗାଣ ଲାଗି ସରକାର ଘୋଷଣା କରିଛନ୍ତି। ଏହା ପର୍ଯ୍ୟାୟ ଭିତ୍ତିରେ ହେବ। ଏଭଳି ସ୍ଥିତିରେ ଯଦି ଭାକ୍ସିନ ଯୋଗାଣରେ ବିଳମ୍ବ ଉପୁଜେ ତେବେ ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ଗଭୀର ପ୍ରଭାବ...

ବେଦାନ୍ତକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର

ଭୁବନେଶ୍ୱର,୧୪।୧: ଭାରତର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ପ୍ରଦାନ କରାଯାଇଛି। ସିଆଇଆଇର ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫରମେଶନ ସମ୍ମିଟ ଆଣ୍ଡ ଆଓ୍ବାର୍ଡ-୨୦୨୦ କାର୍ଯ୍ୟକ୍ରମରେ ଡିଜିଟାଲୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ...

ରିୟଲ ଜିଡିପି ୧୧% ବଢ଼ିବ

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ରିୟଲ ଜିଡିପି ପ୍ରାୟ ୧୧% ବଢ଼ିପାରେ। ଆର୍ଥିକ ସୁଧାର ତ୍ୱରାନ୍ବିତ ହେଉଥିବାରୁ ଅଭିବୃଦ୍ଧି ମଧ୍ୟ ଫେରିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ବ୍ରିକ୍‌ଓ୍ବାର୍କ ରେଟିଂ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ କଟକଣା...

ଟପ୍‌-୫୦୦ ଗ୍ଲୋବାଲ କମ୍ପାନୀ ମଧ୍ୟରେ ଭାରତର ୧୧

ମୁମ୍ବାଇ: ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା ଏହି ୧୧ କମ୍ପାନୀ ୧୪% ଅଭିବୃଦ୍ଧି ହାସଲ କରିଛନ୍ତି,ଯାହା ଭାରତର ମୋଟ ଜିଡିପିର...

ବଢ଼ିବନି ଆଇଟି ରିଟର୍ନ ଅବଧି

ନୂଆଦିଲ୍ଲୀ: ଫେବୃୟାରୀ ୧୫ର ଆୟକର ରଟର୍ନ ଅବଧିକୁ ସରକାର ଆଉ ବଢ଼ାଇବେ ନାହିଁ। ଏହି ରିଟର୍ନ ଫାଇଲିଂ ତାରିଖକୁ ବଢାଇବା ଲାଗି କେତେକ ମହଲରୁ ଦାବି ହୋଇ ଆସୁଥିଲା। ମାତ୍ର ଏହି ଦାବିକୁ ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଅଗ୍ରାହ୍ୟ କରି...

ଫ୍ୟାକ୍ଟ୍ରି ଉତ୍ପାଦନ ୧.୯% କମିଲା

ନୂଆଦିଲ୍ଲୀ: କରୋନାର ପ୍ରଭାବ ବଜାରରୁ ବର୍ତ୍ତମାନ ଯାଏ ଯାଇନାହିଁ। ଫଳରେ ଦେଶର ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନ ନଭେମ୍ବରରେ ୧.୯% ହ୍ରାସ ପାଇଛି। ସେହିଭଳି ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୫୯% ସ୍ତରକୁ ବଢିଛି। ପନିପରିବା ଦର ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଛି।...

ନୂଆ ରେକର୍ଡ ସ୍ତରରେ ସେନ୍‌ସେକ୍ସ

ମୁମ୍ବାଇ: ଭାରତୀୟ ଶେୟାର ବଜାରର ବୃଦ୍ଧି ଧାରା ଜାରି ରହିଛି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଭାରତୀ ଏୟାରଟେଲ ଭଳି କମ୍ପାନୀର ଶେୟାର କାରବାର ଏହି...

ବଜେଟରେ ଆସିପାରେ ଭାକ୍ସିିନ ସେସ୍‌

ନୂଆଦିଲ୍ଲୀ: କରୋନା ଭାକ୍ସିନ କାର୍ଯ୍ୟକାରୀ କରାଇବା ଲାଗି ବଜେଟରେ ନୂଆ ସେସ୍‌ ଲାଗୁ ହୋଇପାରେ। ଏ ନେଇ ବର୍ତ୍ତମାନ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ସରକାରଙ୍କ ରାଜସ୍ବ କ୍ଷତିଗ୍ରସ୍ତ ହୋଇ ରହିଛି। ରାଜକୋଷକୁ ଅଧିକ ପାଣ୍ଠି ଆବଶ୍ୟକ ପଡୁଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri