ବାଣିଜ୍ୟ

ପେଟ୍ରୋଲ ୧୯, ଡିଜେଲ ୨୭ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୧୧: କରୋନା ମହାମାରୀ ସମୟରେ ଲଗାତର ତେଳ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢି ଚାଲିଛି। କେବଳ ବୁଧବାରକୁ ଛାଡି ଅନ୍ୟ ସବୁଦିନ ଇନ୍ଧନ ଦର ବଢିଛି। ଗତ ୮ ଦିନ...

ପିଜିଆଇ ଇଣ୍ଡିଆର ‘ମେନ୍‌ ଅଫ୍‌ ପ୍ଲାଟିନମ’ କଲେକ୍ସନ

ଭୁବନେଶ୍ୱର,୨୮।୧୧: ପ୍ଲାଟିନମ୍‌ ଗିଲ୍ଡ ଇଣ୍ଡିଆ (ପିଜିଆଇ) ପକ୍ଷରୁ ପୁରୁଷମାନଙ୍କ ପାଇଁ ଏହାର ନୂଆ କଲେକ୍ସନ‘ ମେନ ଅଫ୍‌ ପ୍ଲାଟିନମ୍‌’ ରେଞ୍ଜ ବଜାରକୁ ଆସିଛି। ଏହି ନୂତନ କଲେକ୍ସନରେ ଥିବା ପ୍ରତ୍ୟେକ ସୂକ୍ଷ୍ମ ପିସ୍‌ଗୁଡିକୁ ଅତି ଯତ୍ନର ସହ ଡିଜାଇନ କରାଯାଇଛି।...

ମାଲିକଙ୍କ ଏପରି ନିଷ୍ପତ୍ତି ବଦଳାଇଦେଲା କର୍ମଚାରୀଙ୍କ ଭାଗ୍ୟ, ରାତାରାତି ସବୁ ପାଲଟିଲେ କୋଟିପତି

ଲଣ୍ଡନ,୨୭ା୧୧: ମାଲିକ ହେବ ତ ଏମିତି। ନିଜ କମ୍ପାନୀର ଲାଭ ସହିତ କମର୍ଚାରୀଙ୍କ ଲାଭ କଥା ଯିଏ ଭାବନ୍ତି। ଆଉ କମ୍ପାନୀର ଶେୟାର ବି ଦିଅନ୍ତି କର୍ମଚାରୀଙ୍କୁ। ଫଳରେ ସମସ୍ତ କର୍ମଚାରୀ ଏବେ କୋଟିପତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ...

ଆଜିଠାରୁ ଅସ୍ତିତ୍ୱ ହରାଇବ ୯୪ ବର୍ଷ ପୁରୁଣା ଏହି ବ୍ୟାଙ୍କ: ୭ ଲୋକ ମିଶି କରିଥିଲେ ଆରମ୍ଭ

ନୂଆଦିଲ୍ଲୀ,୨୫।୧୧: ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସହ ହୋଇଛି। ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ କମିଟିରେ ମଞ୍ଜୁରୀ ମିଳିଛି। ଆଜି ଅର୍ଥାତ ନଭେମ୍ବର ୨୭ଠାରୁ ଲକ୍ଷ୍ମୀ...

ଅର୍ଥ ବ୍ୟବସ୍ଥାରେ ସୁଧାର ଆଶାଠାରୁ ଉନ୍ନତ: ଶକ୍ତିକାନ୍ତ

ନୂଆଦିଲ୍ଲୀ: କରୋନା ଯୋଗୁ ଭାରତ ବଜାର ସଙ୍କଟ ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ହ୍ରାସ ପାଇଥିଲା। ବଜାର ପ୍ରଭାବିତ ହୋଇ ରହିଥିବା ବେଳେ ରିଜର୍ଭ ବ୍ୟାଙ୍କ ଗଭର୍ନର...

୪୩୨ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୪୩୨ ପଏଣ୍ଟ ବଢ଼ିଛି। ମେଟାଲ ଏବଂ ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ କାରବାର ଉନ୍ନତ ହେବାରୁ ବଜାରରେ ଏଭଳି ସ୍ଥିତି ଦେଖାଯାଇଛି। ଭାରତ ଶେୟାର ବଜାରରେ ବିଦେଶୀ ନିବେଶକମାନେ ନିବେଶ ବଢାଇବା ନେଇ ଆଶା...

ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୮୨.୩୧ ଟଙ୍କା ଏବଂ...

ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦ କାରଣରୁ ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର କାରବାର...

ପରଲୋକରେ ଟିସିଏସ୍‌ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲି

ନୂଆଦିଲ୍ଲୀ,୨୬।୧୧-ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର  ଚାନ୍ଦ କୋହଲିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାରତର ସଫ୍ଟୱେର୍‌ ଇଣ୍ଡଷ୍ଟ୍ରିର ଜନକ ଭାବେ...

ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସୂଚନା...

୪୩ ଆପ୍‌ ବ୍ୟାନ୍‌କୁ ଚାଇନାର ବିରୋଧ

ନୂଆଦିଲ୍ଲୀ: ଦେଶର ସଂହତ୍ତି ଏବଂ ସାର୍ବଭୌମତ୍ୱକୁ ବିପଦ ଥିବା ଆଶଙ୍କା କରି ଭାରତ ସରକାର ୪୩ ଚାଇନା ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି। ଭାରତର ଏଭଳି ନିଷ୍ପତ୍ତିକୁ ଚାଇନା ବିରୋଧ କରିଛି। ଏହା ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ୟୁଟିଓ)ର ନିୟମକୁ ଉଲ୍ଲଘଂନ...

ଓଡ଼ିଶାରେ ୧୫୦୦ କୋଟି ନିବେଶ କରିବ ଶିବା ସିମେଣ୍ଟ

ଭୁବନେଶ୍ୱର: ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଶିବା ସିମେଣ୍ଟ ଓଡ଼ିଶାରେ ୧୫୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ବୁଧବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri