ବାଣିଜ୍ୟ

୬୯ ହଜାର ପେଟ୍ରୋଲ ପମ୍ପରେ ରହିବ ଇ-ଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ: ସାରା ଦେଶର ୬୯ ହଜାର ପେଟ୍ରୋଲ ପମ୍ପରେ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏ ଇ-ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ନେଇ...

ବିଶ୍ୱର ଦ୍ୱିତୀୟ ଧନଶାଳୀ ହେଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ଏହି ସ୍ଥାନରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ରହିଥିଲେ। ଏଲନ୍‌ ମସ୍କ ତାଙ୍କୁ ଟପି ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି...

୧୨ ଶହ ଟଙ୍କା କମିଲା ସୁନା

ଭୁବନେଶ୍ୱର: ମଙ୍ଗଳବାର ସୁନା ଦର ୧୨ ଶହ ଟଙ୍କା ହ୍ରାସ ଘଟିଛି। ଫଳରେ ଭୁବନେଶ୍ୱର ଓ ଏହାର ଦର ୪୯,୪୨୦ ଟଙ୍କା ସ୍ତରକୁ ଖସିଛି। ସପ୍ତାହ ମଧ୍ୟରେ ସୁନା ଦର ପ୍ରାୟ ପ୍ରାୟ ୩୨ ଶହରୁ ୩୫ ଶହ ଟଙ୍କା...

ଲ୍ୟାଣ୍ଡଲାଇନରୁ କଲ୍‌ ତରିକା ବଦଳିବ

ନୂଆଦିଲ୍ଲୀ: ଜାନୁୟାରୀ ପହିଲାରୁ ଲ୍ୟାଣ୍ଡଲାଇନରୁ କଲ୍‌ର ତରିକା ବଦଳିବ। ସାରା ଦେଶରେ ଲୋକଙ୍କୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କରିବାକୁ ହେଲେ ନମ୍ବର ପୂର୍ବରୁ ଶୂନ ଲଗାଇବାକୁ ପଡିବ। ଏ ନେଇ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ଟେଲିକମ୍‌ ବିଭାଗକୁ ପ୍ରସ୍ତାବ...

ବାଇଡେନ ଟ୍ରାଞ୍ଜିଶନ: ରେକର୍ଡ ସ୍ତରରେ ୟୁଏସ୍‌ ଶେୟାର ବଜାର

ନୂଆଦିଲ୍ଲୀ: ନୂଆ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନଙ୍କ ଟ୍ରାଞ୍ଜିଶନ ଖବର ଆସିବା ପରେ ଆମେରିକାର ଶେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନଙ୍କୁ ଶୀଘ୍ର କ୍ଷମତା ହସ୍ତାନ୍ତର କରିବେ ବୋଲି ଜଣାପଡିଛି।...

୪ ଦିନ ହେଲା ବଢୁଛି ତେଲ ଦର

ଭୁବନେଶ୍ୱର: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢ଼ି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢ଼ିବା...

ନୂଆ ବ୍ୟାଙ୍କିଙ୍ଗ୍‌ ପ୍ରସ୍ତାବକୁ ସମାଲୋଚନା

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବଡ଼ କର୍ପୋରେଟ ହାଉସଗୁଡ଼ିକୁ ସୁଯୋଗ ଦେବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଆଭ୍ୟନ୍ତରୀଣ କାର୍ଯ୍ୟକାରୀ ଗ୍ରୁପ୍‌(ଆଇଜିଆଇ) ନିକଟରେ ପ୍ରସ୍ତାବ ଦେଇଛି। ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏବଂ ପୂର୍ବତନ ଡେପୁଟି ଗଭର୍ନର...

ମୋବାଇଲ୍‌ ଟାରିଫ ବୃଦ୍ଧିର ଆବଶ୍ୟକତା ରହିଛି: ସୁନୀଲ ମିତ୍ତଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମଧ୍ୟରେ ଲାଗୁ ହେଉଥିବା ମୋବାଇଲ୍‌ ଟାରିଫ ଯୁକ୍ତିଯୁକ୍ତ ନୁହେଁ ବୋଲି ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ରବିବାର କହିଛନ୍ତି। ମୋବାଇଲ ସେବା ଯୋଗାଇ ଦେବା ଲାଗି ବର୍ତ୍ତମାନ ଯେଉଁ ଦର ଲାଗୁ ହେଉଛି...

ଆର୍‌ବିଆଇ ଟୁଇଟରରେ ୧୦ ଲକ୍ଷ ଫଲୋଅର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଟୁଇଟର ହ୍ୟାଣ୍ଡେଲରେ ଫଲୋଅରଙ୍କ ସଂଖ୍ୟା ଏବେ ୧୦ ଲକ୍ଷ ଟପିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରବିବାର ଏ ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା...

ମିଧାନୀରୁ ୧୦% ଅଂଶଧନ ବିକ୍ରି ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମିଶ୍ର ଧାତୁ ନିଗମ ଲିମିଟେଡ(ମିଧାନୀ)ରୁ ୧୦% ଅଂଶଧନ ସରକାର ବିକ୍ରି କରିପାରନ୍ତି। ଏ ନେଇ ସରକାରଙ୍କ ଜଣେ ବରିଷ୍ଠ...

ଜିଏସ୍‌ଟି ପଞ୍ଜୀକରଣ କଡ଼ାକଡ଼ି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପଞ୍ଜୀକରଣ ଧାରାକୁ କଡ଼ାକଡ଼ି କରିବାକୁ ଜିଏସ୍‌ଟି ପରିଷଦର ଆଇନ ସଂକ୍ରାନ୍ତ କମିଟି ପ୍ରସ୍ତାବ ଦେଇଛି। ଜାଲ୍‌ ଇନଭଏସ୍‌ ଦ୍ୱାରା ଠକେଇ ହେଉଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ କମିଟି ପ୍ରସ୍ତାବ...

୫୦ ହଜାର କୋଟି ନିବେଶ କଲେଣି ବିଦେଶୀ ନିବେଶକ

ନୂଆଦିଲ୍ଲୀ: କରୋନା ଟିକା ସଫଳ ହେଉଥିବା ଖବର ଭାରତୀୟ ପୁଞ୍ଜି ବଜାର ଉପରେ ଭଲ ପ୍ରଭାବ ପକାଇଛି। ଫଳରେ ନଭେମ୍ବର ମାସ ଅଦ୍ୟାବଧି ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri