ବାଣିଜ୍ୟ

ଭାକ୍‌ସିନ ଆଶାରେ ଉଛୁଳିଲା ସାରା ବିଶ୍ୱର ଷ୍ଟକ୍‌ ବଜାର

ନ୍ୟୁୟର୍କ: କରୋନା ଭୂତାଣୁକୁ ପ୍ରତିହତ କରିବାର ଭାକ୍‌ସିନ ଆସିବା ନେଇ ବର୍ତ୍ତମାନ ଆଶା ଦୃଢ଼ୀଭୂତ ହୋଇଛି। ଏହି କାରଣ ଯୋଗୁ ସାରା ବିଶ୍ୱରେ ଷ୍ଟକ୍‌ ବଜାରଗୁଡିକରେ ଉତ୍ସାହ ଦେଖିବାକୁ ମିଳିଛି। ନ୍ୟୁୟର୍କ ଏସ୍‌ ଆଣ୍ଡ ପି ର ୫୦୦ କମ୍ପାନୀର...

ଲଗ୍‌ ଇନ୍‌ କ୍ଷମତା ୩ ଲକ୍ଷକୁ ବଢ଼ାଇଲା ଜିଏସ୍‌ଟିଏନ୍‌

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ଯୋଗାଉଥିବା କମ୍ପାନୀ ଜିଏସ୍‌ଟିଏନ୍‌ ଏହାର ଲଗ୍‌ ଇନ କ୍ଷମତାକୁ ବଢ଼ାଇଛି। ବର୍ତ୍ତମାନ ଏହି ପ୍ଲାଟଫର୍ମକୁ ଏକାଥରକେ ୩ ଲକ୍ଷ ୟୁଜର ଲଗ୍‌ ଇନ୍‌ କରିପାରିବେ। ପିଡିଏଫ୍‌ ଫର୍ମାଟରେ...

ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିଛି ବିମୁଦ୍ରୀକରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ ଦେଶର ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଇଛି। ଏଭଳି ଏକ ଘୋଷଣା ଦେଶର ହିତ ସପକ୍ଷରେ କେବେ ଯାଇ ନ ପାରେ। ସରକାରଙ୍କ...

କଳାଟଙ୍କା ଉପରେ ଲଗାମ ଲାଗିଛି: ମୋଦି

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ୪ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ପଦକ୍ଷେପ ଯୋଗୁ କଳାଟଙ୍କା ଉପରେ ଲଗାମ ଲାଗିଛି। କଳାଟଙ୍କାକୁ କମ୍‌ କରିବା ଦିଗରେ ଏହା ସହାୟକ ହୋଇଛି। ଟିକସ ଅନୁପାଳନ ବଢିବା...

ଇଣ୍ଡୋ-ୟୁଏସ୍‌ ବାଣିଜ୍ୟରେ ନୂଆ ଆଶା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନଙ୍କ ବିଜୟକୁ ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ବାଇଡେନଙ୍କ ନେତୃତ୍ୱ ଭାରତ-ଆମେରିକା ଅର୍ଥନୈତିକ ଏବଂ ବାଣିଜ୍ୟ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି। ତାଙ୍କ ସମୟରେ...

ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ

୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା ଦ୍ୱାରା ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ଗୁଡିକୁ ଅଚଳ କରିଦେଲେ। ଏହା ପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ସହ ଅନ୍ୟ ନୂଆ ନୋଟ୍‌...

ବନ୍ଦ ହୋଇଯିବ ରାଜ୍ୟର ୧୦୦୦ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ନୀତି କାର୍ଯ୍ୟକାରୀ କରାଇବା ବେଳେ କ୍ଷୁଦ୍ରଶିଳ୍ପଗୁଡିକ ଯେଭଳି ସଙ୍କଟ ମଧ୍ୟକୁ ଚାଲି ନ ଯାଆନ୍ତି ତାକୁ ସରକାର ଧ୍ୟାନରେ ରଖିବା...

ଆଗାମୀ ଆର୍ଥତ୍କ ବର୍ଷରେ ସ୍ବାଭାବିକ ହେବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଶନିବାର କହିଛନ୍ତି। କୋଭିଡ୍‌-୧୯ ଯୋଗୁ ଅର୍ଥ ବ୍ୟବସ୍ଥାକୁ ବଡ଼ ସମସ୍ୟା ସାମ୍ନା କରିବାକୁ ପଡିଛି।...

ଆଳୁ, ପିଆଜ ପରେ ଖାଇବା ତେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଳୁ,ପିଆଜ ପରେ ବର୍ତ୍ତମାନ ଖାଇବା ତେଲ ଦର ବର୍ତ୍ତମାନ ମହଙ୍ଗା ହୋଇଛି। ବିଭିନ୍ନ ବର୍ଗର ଖାଇବା ତେଲ ଦର ବଢିଚାଲିଥିବା ବେଳେ ନିକଟ ଭବିଷ୍ୟତରେ ଏହାର ଦର କମିବା ନେଇ ଦେଖାଯାଉନାହିଁ। ମାଲେସିଆରେ ପାମ୍‌ ତେଲ ଉତ୍ପାଦନ କମିଛି।...

ସପ୍ତାହରେ ୨୨୭୯ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବିଶ୍ୱ ବଜାରର ଦୃଢ ସ୍ଥିତି ଯୋଗୁ ଭାରତୀୟ ଶେୟାର ବଜାର କାରବାର ଉନ୍ନତ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୨୭୯ ପଏଣ୍ଟ ବୃଦ୍ଧି ପାଇଛି। ସପ୍ତାହର ଶେଷ କାରବାର ଦିବସରେ ବିଏସ୍‌ଇ...

ହ୍ବାଟ୍ସ ଆପ୍‌ ପେମେଣ୍ଟ ସର୍ଭିସ ଆରମ୍ଭ

ନୂଆଦିଲ୍ଲୀ: ମେସେଜିଂ ସେବା ଯୋଗାଣକାରୀ କମ୍ପାନୀ ହ୍ବାଟ୍ସଆପ୍‌ ପକ୍ଷରୁ ସାରା ଦେଶରେ ପେମେଣ୍ଟ ସର୍ଭିସ ଶୁଭାରମ୍ଭ କରାଯାଇଛି। ଏକ ବ୍ଲଗ ପୋଷ୍ଟରେ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଗୁରୁବାର ସଂଧ୍ୟାରେ...

ବଡ ଏନ୍‌ବିଏଫ୍‌ସି ପାଇଁ କଡାକଡି ହେଉ ନିୟମ

ନୂଆଦିଲ୍ଲୀ: ଦେଶର ଫାଇନାନ୍ସିଆଲ ସିଷ୍ଟମରେ ଦୃଢତା ବଜାୟ ରଖିବା ଲାଗି ବଡ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକ ଲାଗି ନିୟମ କଡାକଡି ହେବାର ଆବଶ୍ୟକତା ରହିଥିବା ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏମ୍‌.ରାଜେଶ୍ୱର ରାଓ ଶୁକ୍ରବାର କହିଛନ୍ତି। ବ୍ୟାଙ୍କ ଭଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri