ବାଣିଜ୍ୟ

ଅକ୍ଟୋବରରେ ୫.୫ ଲକ୍ଷ ନିଯୁକ୍ତି କମିଲା

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ କରିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ କଟକଣା ବର୍ତ୍ତମାନ କୋହଳ ହେଉଛି। ଫଳରେ ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଦେଶ ମଧ୍ୟରେ ରୋଜଗାରକୁ ନେଇ ଏକ ଖରାପ...

ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି।...

ଏବେ ‘ହ୍ବାଟ୍ସଆପ୍‌’ରୁ ମଧ୍ୟ ପଠାଇପାରିବେ ଟଙ୍କା, ଜାଣନ୍ତୁ କିଭଳି

ନୂଆଦିଲ୍ଲୀ,୬।୧୧: ଦୀର୍ଘ ବର୍ଷ ଧରି ଆଇନଗତ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ଗୁରୁବାର ରାତିରେ ‘ହ୍ବାଟ୍ସଆପ୍‌’ ପେମେଣ୍ଟ ସର୍ଭିସ(ଟଙ୍କା ନେଣଦେଣ ସେବା)ରେ ପ୍ରବେଶ କରିବାର ସୁଯୋଗ ପାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୪୦୦ ନିୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୨୦ ନିୟୁତ...

ପିଲାମାନଙ୍କ କଥା ଶୁଣି ପୁରା ସ୍କୁଲର ଟାଇମ୍‌ଟେବୁଲ ବଦଳାଇ ଦେଇଥିଲେ ନୀତା ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବ୍ୟବସାୟରେ ଦୂରଦର୍ଶିତା ପାଇଁ ବେଶ୍‌ ଜଣାଶୁଣା। ଆଗାମୀ ସମୟ ଯୁବକଙ୍କର। ତେଣୁ ଆମକୁ ସେମାନଙ୍କ ପରି ଭାବିବାକୁ ହେବ ବୋଲି...

ଅଷ୍ଟ୍ରେଲିଆରେ ନାମ ବଦଳାଇଲା ଆଦାନୀ ମାଇନିଂ

ନୂଆଦିଲ୍ଲୀ: ଆଦାନୀ ମାଇନିଂ ଏହାର ନାମକୁ ପରିବର୍ତ୍ତନ କରି ବ୍ରାଭୁସ୍‌ ମାଇନିଂ ଆଣ୍ଡ ରିସୋର୍ସେସ ରଖିଛି। ଅଷ୍ଟ୍ରେଲିଆରେ ଏହି କମ୍ପାନୀର ୧୦ ବର୍ଷ ପୂର୍ତ୍ତି ଅବସରରେ ଏଭଳି ନୂଆ ନାମ ରଖାଯାଇଛି। ସେଠାକାର ସେଣ୍ଟ୍ରାଲ କ୍ୱିନ୍ସଲାଣ୍ଡସ୍ଥିତ କାର୍ମିସେଲ ଥର୍ମାଲ ମାଇନିଂକୁ...

ମାଲ୍ୟା, ନୀରବଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ ହେବ

ମୁମ୍ବାଇ: ପଳାତକ ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ବିତ ହେବାକୁ ଯାଉଛି। ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ଭାରତ ସରକାର ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ...

ଚନ୍ଦା କୋଚ୍ଚର, ସ୍ବାମୀଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ଋଣ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ କରିଛି। ଚାର୍ଜଶିଟରେ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୂତଙ୍କ ସମେତ...

ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ଉଚ୍ଚରେ ରହିଛି। ବ୍ୟାଙ୍କିଙ୍ଗ୍‌, ମେଟାଲ ଏବଂ ମିଡିଆ ଷ୍ଟକ୍‌ କାରବାର ଉନ୍ନତ ହୋଇଥିବା...

ରିଲାଏନ୍ସ ରିଟେଲରେ ନିବେଶ କରିବ ପିଆଇଏଫ୍‌

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ପବ୍ଲିକ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍‌) ୯୫୫୫ କୋଟି ଟଙ୍କା ନିବେଶ କରିବ। ଫଳରେ ଏହା ରିଲାଏନ୍ସ ରିଟେଲରେ ୨.୦୪% ଅଂଶଧନ ହାସଲ କରିବ। ଏଭଳି ନିବେଶ ଦ୍ୱାରା ଭାରତୀୟ ବଜାରରେ ନିଜର ଉପସ୍ଥିତି ବଢାଇବା...

ଭାରତରେ ନିବେଶ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ: ଭାରତରେ ନିବେଶ କରିବା ଲାଗି ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରୀୟ ନିବେଶକଙ୍କୁ ଆହ୍ବାନ ଜଣାଇଛନ୍ତି। ଦୀର୍ଘ ମିଆଦିରେ ରିଟର୍ନ ଲାଭ କରିବା ଦିଗରେ ଭାରତ ଏକ ପ୍ରମୁଖ ନିବେଶ ସ୍ଥଳ । ସାରା ବିଶ୍ୱରେ ଭାରତ ଏଭଳି ଏକମାତ୍ର ଦେଶ...

ଜ୍ୟାକ୍‌ ମାଙ୍କ ଅଢ଼େଇ ଲକ୍ଷ କୋଟିର ଆଇପିଓ ଅଟକିଲା

ନୂଆଦିଲ୍ଲୀ: ଚାଇନାର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ ମା ୨.୫ ଲକ୍ଷ କୋଟି ମୂଲ୍ୟର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଆଣିବା ନେଇ ଯୋଜନା ରଖିଥିଲେ। ଏହା ଦୁନିଆର ସବୁଠାରୁ ବଡ ଆଇପିଓ ହୋଇଥାନ୍ତି। ଆଣ୍ଟ ଗ୍ରୁପ୍‌ର ଏହି ଆଇପିଓ...

ଫେବୃୟାରୀ ଯାଏ ୬୦% କ୍ଷମତାରେ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ମାସ ଯାଏ ଦେଶ ମଧ୍ୟରେ ବିମାନ ସେବା ୬୦% କ୍ଷମତାରେ ଚାଲିବ। କରୋନାକୁ ନଜରରେ ରଖି ୬୦%ସୀମା ମଧ୍ୟରେ ସେବା ଯୋଗାଇଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀ ପରେ ଅଧିକ ବିମାନ ଚଳାଚଳ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri