ବାଣିଜ୍ୟ

୩୫୫ ପଏଣ୍ଟ ଉଚ୍ଚରେ ସେନ୍‌ସେକ୍ସ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବର୍ତ୍ତମାନ ସାରା ବିଶ୍ୱ ଅପେକ୍ଷା କରିଛି। ଏଭଳି ସ୍ଥିତିରେ ଭାରତୀୟ ଶେୟାର ବଜାର ବୁଧବାର ପ୍ରାୟ ୧% ଉଚ୍ଚରେ ରହି ବନ୍ଦ ହୋଇଛି। ସଦ୍ୟ ସୂଚନା ମୁତାବକ ବାଇଡେନ୍‌ ୨୨୫ ଇଲେକ୍ଟୋରାଲ ଭୋଟ...

ଭିଜିଆଇଆର୍‌ରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବରରେ ଏକ ଭର୍ଚୁଆଲ ଗ୍ଲୋବାଲ ଇନ୍‌ଭେଷ୍ଟର ରାଉଣ୍ଡଟେବୁଲ (ଭିଜିଆଇଆର୍‌)ରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏବଂ ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି ପକ୍ଷରୁ ଏହା ଆୟୋଜନ କରାଯାଉଛି। ଏଥିରେ...

କପିଲ, ଧୀରଜ ଓ୍ବାଧଓ୍ବାନଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ କପିଲ ଏବଂ ଧୀରଜ ଓ୍ବାଧଓ୍ବାନଙ୍କ ଜାମିନ ଆବେଦନକୁ ବମ୍ବେ କୋର୍ଟ ଖାରଜ କରି ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏମାନଙ୍କ ବିରୋଧରେ ମାମଲା ଦାଏର କରିବା ସହ ତଦନ୍ତ ଚଳାଇଛି।...

ବେତନ ବୃଦ୍ଧି ଲାଗି ୯୦% କମ୍ପାନୀଙ୍କ ଯୋଜନା

ନୂଆଦିଲ୍ଲୀ: ଦେଶର ଶିଳ୍ପ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଖୁସି ଖବର। ୨୦୨୧ରେ ପ୍ରାୟ ୯୦% କମ୍ପାନୀ ବେତନ ବଢାଇବା ଲାଗି ଯୋଜନା ରଖିଥିବା ଗ୍ଲୋବାଲ ପ୍ରଫେଶନାଲ ସର୍ଭିସ ଫାର୍ମ ଆୟନ ପକ୍ଷରୁ ହୋଇଥିବା ଏକ ସର୍ଭେରେ ପ୍ରକାଶ...

ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆଶାୟୀ ବାଇଡେନ୍‌ଙ୍କ ମଧ୍ୟରେ ଚଳିତ ଥର ଜୋର୍‌ଦାର ଟକ୍କର ଦେଖିବାକୁ...

୧.୨୯ ଲକ୍ଷ କୋଟି ଟଙ୍କା ରିଫଣ୍ଡ ଦେଲା ସିବିଡିଟି

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ୧.୨୯ ଲକ୍ଷ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ପ୍ରଦାନ କରାଯାଇଛି। ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩୯.୪୯ ଲକ୍ଷ ଟିକସଦାତାଙ୍କୁ ଏହି ରିଫଣ୍ଡ ଜାରି କରାଯାଇଥିବା ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଅକ୍ଟୋବର ସର୍ଭିସ ସେକ୍ଟରରେ ଉନ୍ନତି

ମୁମ୍ବାଇ: ଗତ ୮ ମାସରେ ଦେଶର ସର୍ଭିସ ସେକ୍ଟରରେ ପ୍ରଥମ ଥର ଲାଗି ଉନ୍ନତି ପରିଲକ୍ଷିତ ହୋଇଛି। ଚାହିଦା ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ମାତ୍ର କରୋନା କବଳରୁ ବଜାର ସମ୍ପୂର୍ଣ୍ଣ ଭାବେ ମୁକୁଳିବାକୁ ସକ୍ଷମ ହୋଇ...

ଦିଲୀପ ରଥ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ

ଭୁବନେଶ୍ୱର: ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ୨ ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ କରାଯାଇଛି। ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡର ସାଧାରଣ ବୈଠକରେ ଏହା ସମ୍ପନ୍ନ ହୋଇଛି। ସେ ଅନ୍ତର୍ଜାତୀୟ...

ଏସ୍‌ବିଆଇର ଦ୍ୱିତୀୟ ତ୍ରୈମାସ ଲାଭ ୫୨% ବଢ଼ିଲା

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଦ୍ୱିତୀୟ ତ୍ରୈମାସ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ବ୍ୟାଙ୍କର ଲାଭ ଏହି ଅବଧିରେ ୫୨% ବଢ଼ି ୪୫୭୪.୧୬ କୋଟି ଟଙ୍କା ଛୁଇଁଛି। ଗତ ଆର୍ଥତ୍କ ବର୍ଷ ଏହି ସମୟରେ...

ଟ୍ରାଫିକ୍‌ ସିଗ୍‌ନାଲରେ ଗାଡ଼ିରଖି ନୀତାଙ୍କୁ ପ୍ରପୋଜ୍‌ କରିଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ ଏହି ରୋଚକ ପ୍ରେମକାହାଣୀ ବିଷୟରେ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ପରିଚଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଇତିମଧ୍ୟରେ ୫୭ ବର୍ଷର ହୋଇସାରିଛନ୍ତି। ୧୯୬୪ ମସିହା ନଭେମ୍ବର ୧ରେ ମୁମ୍ବାଇରେ ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୀତା। ଜୀବନଶୈଳୀକୁ ନେଇ...

ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା: ସଙ୍କଟରେ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୪।୧୧(ବ୍ୟୁରୋ) – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ସ୍ଥାନୀୟ ଶିଳ୍ପଗୁଡ଼ିକର ସ୍ବାର୍ଥ ରକ୍ଷା ଲାଗି ସରକାର ଇପିଏମ୍‌ (ରପ୍ତାନି ପ୍ରୋତ୍ସାହନ ଓ ବିପଣନ) ରେଟ୍‌ କଣ୍ଟ୍ରାକ୍ଟ...

ଚାକର ଅଛନ୍ତି, କିନ୍ତୁ ମୁକେଶ ଅମ୍ବାନୀଙ୍କ ପିଲାମାନେ ଘରେ କରିଥାନ୍ତି ଏହି କାମ

ଦେଶରୁ ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ, ସ୍ତ୍ରୀ ନୀତା ଅମ୍ବାନୀ ସେମାନଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁକେଶ ଘରର ସମସ୍ତ ଚାକର ୨ ଲକ୍ଷରୁ ଅଧିକ ଟଙ୍କା ଦରମା ରୂପେ ନେଇଥାନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri