ବାଣିଜ୍ୟ

ଆଦାନୀ ହାତକୁ ଗଲା ମାଙ୍ଗାଲୋର ବିମାନବନ୍ଦର

ନୂଆଦିଲ୍ଲୀ: ମାଙ୍ଗାଲୋର ବିମାନ ବନ୍ଦର ଲିଜ ଆଦାନୀ ଗ୍ରୁପ ନିକଟକୁ ଆସିଛି। ଏହି ବିମାନ ବନ୍ଦର କୁ ଗ୍ରୁପ ୫୦ ବର୍ଷିଆ ଲିଜ୍‌ରେ ନେଇଥିବା ଜଣାପଡିଛି। ଏୟାର ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଶୁକ୍ରବାର ମଧ୍ୟ ରାତ୍ରିରେ ଏ ସଂକ୍ରାନ୍ତ...

ଜମା, ଉଠାଣରେ ଚାର୍ଜ ନେବେ ବ୍ୟାଙ୍କ;କଂଗ୍ରେସ କହିଲା ସରକାରଙ୍କ ‘କମର ତୋଡ ତୋଫା’

ନୂଆଦିଲ୍ଲୀ: ଜମା ଏବଂ ଉଠାଣ କ୍ଷେତ୍ରରେ କିଛି ବ୍ୟାଙ୍କ ଗ୍ରାହକଙ୍କଠାରୁ ଚାର୍ଜ ଆଦାୟ କରିବେ। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦା ନିର୍ଦ୍ଧାରିତ ନେଣଦେଣଠାରୁ ଅଧିକ ଥର ନେଣଦେଣରେ ନଭେମ୍ବର ପହିଲାରୁ ଏଭଳି ନିୟମ ଲାଗୁ କରିଛି। ବ୍ୟାଙ୍କ ଅଫ୍‌...

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦକୁ ସରକାର ଲକ୍ଷେ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଗତ ୮ ମାସ ମଧ୍ୟରେ ପ୍ରଥମ ଥର ଲାଗି ପରୋକ୍ଷ ଟିକସ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା...

ନିର୍ମଳାଙ୍କ ସହ ମତଭେଦରୁ ପଦ ଛାଡିଥିଲେ ସୁଭାଷ ଗର୍ଗ

ମୁମ୍ବାଇ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ ସେ ସମ୍ପର୍କରେ ଶନିବାର ଏକ ବ୍ଲଗ୍‌ ଲେଖାରେ ବଡ ଖୁଲାସା କରିଛନ୍ତି।...

୮୦% ଟପିବ ସରକାରଙ୍କ ଋଣ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଟିକସ ସଂଗ୍ରହ ହ୍ରାସ ହୋଇଥିବା ବେଳେ ଚଳିତ ଆର୍ଥତ୍କ ବର୍ଷରେ ମିଳିତ ବିତ୍ତୀୟ ନିଅଣ୍ଟ ୧୩%ରୁ ଊର୍ଦ୍ଧ୍ୱ ରହିପାରେ।...

ପ୍ଲାଟ୍‌ଫର୍ମ ଟିକେଟ ହେବ ମହଙ୍ଗା

ମୁମ୍ବାଇ: ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ଦ୍ୱାରା ରାଜସ୍ବ ବଢ଼ାଇବା ଲାଗି ରେଲଓ୍ବେ ଯୋଜନା ରଖିଛି। ଦେଶର ବଛା ବଛା ଷ୍ଟେଶନରେ ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ଦୁଇଗୁଣା ବଢ଼ାଇବା ଲାଗି ରେଲଓ୍ବେ ବିଚାର କରୁଛି। ଫଳରେ ଟିକେଟ ମୂଲ୍ୟ ୧୦ରୁ...

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ କହି ଶେୟାରଧାରକଙ୍କୁ ବୋକା ବନାଇଥିବା ଆମାଜନ ଅଭିଯୋଗରେ କହିଛି। ଗତ କିଛି ମାସ...

ହରପ୍ରୀତ ସିଂ ଆଲାଏନ୍ସ ଏୟାର ସିଇଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ହରପ୍ରୀତ ସିଂ ଅବସ୍ଥାପିତ ହୋଇଛନ୍ତି। ଭାରତୀୟ ବିମାନ ଶିଳ୍ପରେ ଏକ କମ୍ପାନୀର ମଙ୍ଗ ସମ୍ଭାଳିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ସିଂ ବର୍ତ୍ତମାନ ଏୟାର...

ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା

  ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ପ୍ରାୟ ୧୧୪.୮% ସ୍ତରରେ ରହିଛି।...

କୋର୍‌ ସେକ୍ଟରରେ ସ୍ଥିତାବସ୍ଥା ଫେରୁଛି

ନୂଆଦିଲ୍ଲୀ: ଦେଶର ୮ କୋର୍‌ ସେକ୍ଟର ଗତ ୭ ମାସ ଧରି ପ୍ରଭାବିତ ସ୍ଥିତିରେ ରହିଛି। କରୋନା ମହାମାରୀ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ମାତ୍ର ଅନ୍‌ଲକ ପରେ ଏଥିରେ ପ୍ରଭାବ କମୁଥିବା ନଜରକୁ ଆସିଛି। କୋର ସେକ୍ଟର କାର୍ଯ୍ୟକଳାପ...

ଇଥାନଲ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ପକ୍ଷରୁ ୩ ବଡ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକରେ ଇଥାନଲ ମୂଲ୍ୟ ବୃଦ୍ଧି, ଝୋଟ ପ୍ୟାକେଜିଂ ଏବଂ ଡ୍ୟାମ୍‌ଗୁଡିକର ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ...

ଟାଟା ହାତ ଛାଡ଼ିବ ଏସ୍‌ପି ଗ୍ରୁପ୍‌;ସୁପ୍ରିମକୋର୍ଟଙ୍କୁ ଦେଲା ଚୂଡ଼ାନ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଛାଡ଼ିବାକୁ ସାପୋରଜୀ ପାଲୋନଜି(ଏସ୍‌ପି ) ଗ୍ରୁପ୍‌ ଯୋଜନା ରଖିଛି। ଏଥିଲାଗି ଚୂଡ଼ାନ୍ତ ପ୍ଲାନ୍‌କୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିବା ଗ୍ରୁପ କହିଛି। ଯୋଜନା କାର୍ଯ୍ୟକ୍ଷମ ହେଲେ ୨ ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ମଧ୍ୟରେ ରହିଥିବା ୭୦ ବର୍ଷର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri