ବାଣିଜ୍ୟ

କେନ୍ଦ୍ର ଆଣିବ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ଦ୍ୱାରା ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ସରକାର ପୂର୍ବରୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ପୁଣି ଥରେ ଆଉ ଏକ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଥିବା...

୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥାରେ ବଜାର ଚାହିଦା ଫେରାଇ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପ୍ରାୟ ୩୦ ଲକ୍ଷ ଅଣଗେଜେଟେଡ୍‌ କର୍ମଚାରୀଙ୍କୁ ବୋନସ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍‌ ବୁଧବାର...

ପିଆଜ ଆମଦାନୀ କଟକଣା କୋହଳ ହେଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ଆମଦାନୀ ଉପରେ ରହିଥିବା କଟକଣାକୁ କୋହଳ କରିଛନ୍ତି। ଡିସେମ୍ବର ୧୫ ଯାଏ ଏହି ନିୟମ କୋହଳ କରାଯାଇଛି। ଘରୋଇ ବଜାରକୁ ପିଆଜ କିଭଳି ଶୀଘ୍ର ଆସିପାରିବ ତା’ ଉପରେ ଧ୍ୟାନ ରଖାଯାଇଛି। ଏହା ହେଲେ...

ଇ-କମର୍ସରେ ପାର୍ବଣ ବିକ୍ରି ୨୨ ହଜାର କୋଟି

ନୂଆଦିଲ୍ଲୀ: ପାର୍ବଣ ଉପଲକ୍ଷେ ବିଭିନ୍ନ ଇ-କମର୍ସ କମ୍ପାନୀରେ ସେଲ୍‌ ଜାରି ରହିଛି। ଗତ ୫ଦିନରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ରେଡସିର କନ୍‌ସଲଟିଂ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟ ପୂଜା...

୩୦ ହଜାର କୋଟି ପଇଠ କରିବ ଭିଡିଓକନ୍‌ ଗ୍ରୁପ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଭିଡିଓକନ୍‌ ଗ୍ରୁପ୍‌ ଇନ୍‌ସଲଭେନ୍ସି ମାମଲାର ସମ୍ମୁଖୀନ ହୋଇଛି। ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ଋଣ ପଇଠ କରିବା ଲାଗି କମ୍ପାନୀ ପ୍ରତିଷ୍ଠାତାଙ୍କ ପରିବାର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭିଡିଓକନ୍‌ ଗ୍ରୁପ୍‌ର ୧୩ କମ୍ପାନୀ ବିରୋଧରେ ବର୍ତ୍ତମାନ...

ପ୍ରିମିୟମ ଗୃହଋଣରେ ଏସ୍‌ବିଆଇର ରିହାତି

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପ୍ରିମିୟମ ହୋମ୍‌ଲୋନ୍‌ କ୍ଷେତ୍ରରେ ରିହାତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବର୍ଗରେ ବ୍ୟାଙ୍କ ପକ୍ଷରୁ ୨୫ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ରିହାତି ଲୋକଙ୍କୁ ମିଳିପାରିବ। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଉପରେ...

ଶୀଘ୍ର ଫେରିବ ଆର୍ଥତ୍କ ସ୍ଥିତାବସ୍ଥା: ଶକ୍ତିକାନ୍ତ

ମୁମ୍ବାଇ: କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ନେଇ ରିଜର୍ଭ ବ୍ୟାଙ୍କ ଗର୍ଭନର ଶକ୍ତିକାନ୍ତ ଦାସ ବୁଧବାର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆର୍ଥତ୍କ ସ୍ଥିତାବସ୍ଥା ଶୀଘ୍ର ଫେରିବ। ଭାରତ ଏହାର ଦ୍ୱାରଦେଶରେ ରହିଛି। କୋଭିଡ୍‌-୧୯ ଚ୍ୟାଲେଞ୍ଜକୁ ନୀତି ନିର୍ଦ୍ଧାରକମାନେ ସଫଳ...

ଚାଇନାକୁ ଝଟ୍‌କା: ଦୀପାବଳିରେ କ୍ଷତି ହେବ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୯।୧୦: ଚଳିତ ଦୀପାବଳିରେ ଚାଇନାକୁ ବ୍ୟବସାୟରେ ବଡ଼ ଝଟ୍‌କା ଲାଗିବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଦୀପାବଳିରେ ଭାରତକୁ ବହୁ ଚାଇନା ସାମଗ୍ରୀର ଆମଦାନୀ ହେଉଥିତ୍ବାବେଳେ ଏଥର ଭାରତୀୟ ବ୍ୟବସାୟୀଙ୍କ ପକ୍ଷରୁ ଚାଇନା କମ୍ପାନୀଗୁଡ଼ିକୁ କୌଣସି ଅର୍ଡର ଦିଆଯାଇନାହିଁି।...

୯୦ ବର୍ଷ ପରେ ବଡ଼ ମାନ୍ଦାବସ୍ଥା

ଓ୍ବାଶିଂଟନ,୧୬।୧୦:ଗତ ବର୍ଷ ଶେଷ ଆଡ଼କୁ ଆସିଥିବା କରୋନା ଭୂତାଣୁ ମହାମାରୀ ରୂପ ନେଇ ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଭାଇରସ୍‌ କେବଳ ଲୋକଙ୍କ ଜୀବନ ନେଇନାହିଁ, ଜୀବିକା ମଧ୍ୟ ଉଜାଡ଼ିଛି। କରୋନା ଲକ୍‌ଡାଉନ ୨୦୦ରୁ ଊର୍ଦ୍ଧ୍ୱ...

ଚାକରଙ୍କ ପିଲା ପଢ଼ୁଛନ୍ତି ଆମେରିକାରେ: ଜାଣନ୍ତୁ ମୁକେଶ ଅମ୍ବାନୀ କେତେ ଦରମା ଦିଅନ୍ତି କର୍ମଚାରୀଙ୍କୁ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ତାଙ୍କ ପରିବାର ବିଷୟରେ ପ୍ରତିଟି କଥା ଜାଣିବା ପାଇଁ ଲୋକେ ଚାହିଁଥାନ୍ତି। ତେଣୁ ଏହି ପରିବାରର ଜୀନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ହେଉଛି...

ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)...

ପରଚେଜିଂ ପାଓ୍ବାରରେ ବାଂଲାଦେଶଠାରୁ ୧୧ ଗୁଣ ବଡ଼ ଭାରତ ଜିଡିପି

ନୂଆଦିଲ୍ଲୀ: ୨୦୧୯ ଡାଟା ମୁତାବକ ପରଚେଜିଂ ପାଓ୍ବାର ପ୍ୟାରିଟି(ପିପିପି)ରେ ବାଂଲାଦେଶଠାରୁ ଭାରତର ଜିଡିପି ପ୍ରାୟ ୧୧ ଗୁଣ ବଡ। ଆଇଏମ୍‌ଏଫ୍‌ର ମୁଣ୍ଡପିଛା ଜିଡିପି ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ବରିଷ୍ଟ ସରକାରୀ ଅଧିକାରୀ ଏଭଳି ମତ ପ୍ରକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri