ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇକୁ ୧.୮୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କୁ ବ୍ୟାଙ୍କଗୁଡିକ ୧.୮୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା ମଧ୍ୟରୁ ୨୭ ଲକ୍ଷ ୟୁନିଟକୁ ୧.୩୬ ଲକ୍ଷ କୋଟି ଟଙ୍କା ଋଣ ଯୋଗାଣ ହୋଇଥିବା ଜଣାପଡିଛି।...

ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି ସେ ଏହି ତାଲିକାର ପ୍ରଥମ ସ୍ଥାନରେ ରହି ଆସୁଛନ୍ତି। ଏହି ବିଜ୍‌ନେସ ଟାଇକୁନ...

ହୋଣ୍ଡାର ନୂଆ ହାଇନେସ-ସିବି ୩୫୦

ନୂଆଦିଲ୍ଲୀ: ପାର୍ବଣକୁ ଧ୍ୟାନରେ ରଖି ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ନୂଆ ହାଇନେସ- ସିବି ୩୫୦ ମଡେଲ ଭାରତ ବଜାରରେ ଶୁଭାରମ୍ଭ ହୋଇଛି। ଏହି ମଡେଲର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧.୮୫ ଲକ୍ଷ ଟଙ୍କା ରହିଛି। ସିବି ବ୍ରାଣ୍ଡର ପରମ୍ପରାକୁ ବଜାୟ...

୯.୬% ଖସିବ ଜିଡିପି

ନୂଆଦିଲ୍ଲୀ: ୨୦୨୦-୨୧ରେ ଭାରତର ଜିଡିପି ୯.୬% ଖସିବା ନେଇ ବିଶ୍ୱବ୍ୟାଙ୍କ ପରିବର୍ତ୍ତିତ ଆକଳନରେ କହିଛି। ଜିଡିପି ୩.୨% ଖସିବ ବୋଲି ଏହା ପୂର୍ବରୁ ଆକଳନ କରିଥିଲା। କୋଭିଡ୍‌ ଜନିତ ଲକ୍‌ଡାଉନ ଏବଂ ବ୍ୟକ୍ତିବିଶେଷ ଏବଂ ଫାର୍ମଗୁଡିକର ଆୟରେ ଗଭୀର ଭାବେ...

ତନିସ୍କର ନୂଆ ପାର୍ବଣ କଲେକ୍ସନ‘ଏକତ୍ୱମ’

ଭୁବନେଶ୍ୱର : ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ପାର୍ବଣ ଉପଲକ୍ଷେ ନୂଆ ‘ଏକତ୍ୱମ’ କଲେକ୍ସନ ଶୁଭାରମ୍ଭ କରାଯାଇଛି। ଦେଶର ଶ୍ରେଷ୍ଠ କାରିଗିରଙ୍କ ଦ୍ୱାରା ଏହି କଲେକ୍ସନ ପ୍ରସ୍ତୁତ କରାଯାଇଛି। ଏହା ଏକତାକୁ ଦର୍ଶାଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା...

ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି। ସେପ୍ଟେମ୍ବରରେ ମଧ୍ୟ ରାଜ୍ୟରେ ମୋଟ ଯାନ ବିକ୍ରି ୧୮.୬୫% ଖସିଛି। ଗତ ବର୍ଷ...

ନୀତା ଅମ୍ବାନୀ ବୋହୂ ଶ୍ଲୋକାଙ୍କୁ ମୁଁହ ଦେଖାରେ ଦେଇଥିଲେ ଏହି ଉପହାର: ଶୁଣିଲେ ଉଡିଯିବ ହୋସ୍‌

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶଙ୍କର ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ନେଇ ଦେଶ ତଥା ବିଦେଶ ସବୁଠାରେ ଚର୍ଚ୍ଚା ହୋଇଥିଲା। ଏହା...

ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ୧୫ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ୨୦୨୧ ସୁଦ୍ଧା ବିଶ୍ୱର ପ୍ରାୟ ୧୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସ୍ଥିତିକୁ ଚାଲିଯିବା ଆଶଙ୍କା ଉପୁଜିଛି। ବିଶ୍ୱବ୍ୟାଙ୍କ ବୁଧବାର...

ପ୍ରାକୃତିକ ବାଷ୍ପ ପ୍ରାଇସିଂରେ ଆସିବ ସୁଧାର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଇ-ବିଡିଂକୁ ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ପ୍ରାକୃତିକ ବାଷ୍ପ ପ୍ରାଇସିଂରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଇଲେକ୍‌ଟ୍ରୋନିକ ବିଡିଂ ଲାଗି କେନ୍ଦ୍ର ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରିବ। ଲୋକଙ୍କୁ ସୁଲଭ ମୂଲ୍ୟରେ ଇନ୍ଧନ...

୧୭ରୁ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ

ନୂଆଦିଲ୍ଲୀ : ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଭାରତ ବଜାର ଲାଗି ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଚଳିତ ମାସ ୧୭ରୁ ଆରମ୍ଭ ହେଉଛି। ଏଥିରେ ଲକ୍ଷାଧିକ ସେଲର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ପାର୍ବଣରେ ବିଭିନ୍ନ ପ୍ରଡକ୍ଟ...

ଏଚ୍‌-୧ ବି ଭିଜା ନିୟମରେ ପରିବର୍ତ୍ତନ କଲା ୟୁଏସ୍‌; ପ୍ରଭାବିତ ହେବେ ଭାରତୀୟ ପ୍ରଫେଶନାଲ

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଚ୍‌-୧ ବି ଭିଜାକୁ ନେଇ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଅନ୍ତର୍ଗତ ୟୁଏସ୍‌ କର୍ମଚାରୀଙ୍କୁ ରୋଜଗାର କ୍ଷେତ୍ରରେ ଅଧିକ ସୁଯୋଗ ମିଳିବ। ଟ୍ରମ୍ପ ସରକାର ବିଦେଶରୁ ୟୁଏସ୍‌ ଯାଉଥିବା...

ଏମ୍‌.ରାଜେଶ୍ୱର ରାଓ ଆର୍‌ବିଆଇ ଡେପୁଟି ଗଭର୍ନର

ମୁମ୍ବାଇ: ଏମ୍‌.ରାଜେଶ୍ୱର ରାଓଙ୍କୁ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ସରକାର ବୁଧବାର ନିଯୁକ୍ତି ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)ଙ୍କ ମଧ୍ୟରୁ ସେ ସବୁଠାରୁ ବରିଷ୍ଠ। ଏନ୍‌.ଏସ୍‌.ବିଶ୍ୱନାଥନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବାସ୍ଥ୍ୟଗତ କାରଣରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri