ବାଣିଜ୍ୟ

ମହଙ୍ଗା ହେବ ଫୋନ୍‌

ନୂଆଦିଲ୍ଲୀ:ଫୋନ୍‌ଗୁଡିକରେ ବ୍ୟବହାର ହେଉଥିବା ଡିସ୍‌ପ୍ଲେ ଏବଂ ଟଚ୍‌ ପ୍ୟାନେଲ ଉପରେ ସରକାର ୧୦% ଆମଦାନୀ ଟିକସ ଲାଗୁ କରିଛନ୍ତି। ଆତ୍ମନିର୍ଭର ଭାରତ ଅଧୀନରେ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ପ୍ରମୁଖ କମ୍ପାନୀଗୁଡିକ ପକ୍ଷରୁ ବିକ୍ରି...

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା...

ବଜାରରେ ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରରେ ପ୍ରବେଶ କରିଛି। ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି। ମହିନ୍ଦ୍ରାର ପରମ୍ପରାକୁ ବଜାୟ ରଖି...

ଅଣ୍ଟା ସଳଖାଉଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସମସ୍ୟାରେ ରହିଥିବା ମାନୁଫାକ୍‌ଚର ଏବଂ ଟ୍ରେଡର ପାର୍ବଣ ସମୟରେ ବିକ୍ରିରେ ଉନ୍ନତିକୁ ଅପେକ୍ଷା କରି ରହିଛନ୍ତି। ମାତ୍ର ବଜାରର ଚାହିଦା ଏବଂ ଲୋକଙ୍କ ଖର୍ଚ୍ଚ କରିବା ତରିକା...

ଡୋରଷ୍ଟେପ ସେବା ଦେଉଛି ଫୋର୍ଡ ଇଣ୍ଡିଆ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପକ୍ଷରୁ ଡୋରଷ୍ଟେପ ସେବା ଆରମ୍ଭ କରାଯାଇଛି। ଏହି ସେବା ଅଧୀନରେ ଫୋର୍ଡ ଗାଡିର ମାଲିକମାନେ ସେମାନଙ୍କ ଚାହୁଁଥିବା ଯେ କୌଣସି ସ୍ଥାନରେ କମ୍ପାନୀର ସେବା ପାଇପାରିବେ। ଘର କିମ୍ବା ଅଫିସରେ ନିଜ ଗାଡିର ସର୍ଭିସ ବିନା...

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ ସଭା ସଦସ୍ୟ ଡ. ଅମର ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟି ବିଭିନ୍ନ...

ରେନୋର ନୂଆ କ୍ୱିଡ୍‌ ନିଓଟେକ୍‌ ଏଡିଶନ

ନୂଆଦିଲ୍ଲୀ: ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ୍‌ ନିଓଟେକ୍‌ ଏଡିଶନ ୨୦୨୦ ବଜାରକୁ ଆସିଛି। ଏହାକୁ ଆକର୍ଷଣୀୟ ଏବଂ ସୁଲଭ କରି କମ୍ପାନୀ ପ୍ରସ୍ତୁତ କରିଥିବା କହିଛି। ନୂଆ ଯାନଟି ଏକ ଗେମ୍‌ ଚେଞ୍ଜର ହେବ ବୋଲି କମ୍ପାନୀ ଆଶାବାଦୀ...

ରିଲାଏନ୍ସ ରିଟେଲରେ ନିବେଶ କରିବ ମୁବାଦଲା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ଆବୁଧାବିର ମୁବାଦଲା ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ୬୨୪୭ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ରିଲାଏନ୍ସ ରିଟେଲରେ ମୁବାଦଲା ୧.୪% ଇକ୍ୱିଟି ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ରିଲାଏନ୍ସର...

ଜିଓ ମାର୍ଟର ଫେଷ୍ଟିଭ ରେଡି ସେଲ୍‌

ନୂଆଦିଲ୍ଲୀ: ଜିଓ ମାର୍ଟ ପକ୍ଷରୁ ପାର୍ବଣ ଉପଲକ୍ଷେ ‘ଫେଷ୍ଟିଭ ରେଡି ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ଦ୍ୱାରା ପାର୍ବଣ ପାଇଁ ଲୋକମାନେ ଆବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ। ଏହା ଦେଶର ଏକ ପ୍ରମୁଖ ଗ୍ରସେରି ସାମଗ୍ରୀ ସେଲ୍‌...

ପିଏନ୍‌ବିରେ ୧୨୦୩ କୋଟିର ଋଣ ଠକେଇ

  ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୨୦୩ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଛି। ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ ଏଭଳି ବେଆଇନ କାର୍ଯ୍ୟରେ ସାମିଲ ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରାୟ ୬...

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୮% ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧୮% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ୨୦୧୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ସମାନ...

ସାମ୍‌ସଙ୍ଗ୍‌ର ଷ୍ଟାର ସ୍କଲାରଶିପ ଘୋଷଣା

ଭୁବନେଶ୍ୱର : ସାମ୍‌ସଙ୍ଗ୍‌ ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ଅନ୍ତର୍ଗତ ସାମ୍‌ସଙ୍ଗ୍‌ ପକ୍ଷରୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ଓ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ୫୧୭ ଜଣ ବିଦ୍ୟାର୍ଥୀଙ୍କୁ ସ୍କଲାରଶିପ ପ୍ରଦାନ କରାଯାଇଛି। ଜବାହର ନବୋଦୟ ବିଦ୍ୟାଳୟର ଆର୍ଥିକ ଦୁର୍ବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri