ବାଣିଜ୍ୟ

ଟାଟାସନ୍ସ ହାତ ଛାଡ଼ିବ ପୋଲୋନଜୀ ଗ୍ରୁପ୍‌

ନୂଆଦିଲ୍ଲୀ:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସ ଅଂଶୀଦାର ରହିଥିବା ସାପୁରଜୀ ପାଲୋନଜୀ ଗ୍ରୁପ୍‌ ସମ୍ପର୍କ ଛିନ୍ନ ହେବା ସ୍ଥିତିକୁ ଆସିଛି। ପାଲୋନଜୀ ଗ୍ରୁପ୍‌ ଟାଟାସନ୍ସରେ ରହିଥିବା ଏହାର କିଛି ଅଂଶଧନକୁ ବନ୍ଧକ ରଖି ପୁଞ୍ଜି ଉଠାଣ କରିବାକୁ ଚାହୁଁଥିଲା।...

ଚାଇନାକୁ ୪୦ ହଜାର କୋଟିର ଝଟକା ଦେବେ ବ୍ୟବସାୟୀ

ନୂଆଦିଲ୍ଲୀ :ପାର୍ବଣଋତୁରେ ଚାଇନାକୁ ୪୦ ହଜାର କୋଟି ଟଙ୍କାର ଝଟକା ଦେବା ଲାଗି ଦେଶର ବ୍ୟବସାୟୀମାନେ ପ୍ରକ୍ରିୟା ଜାରି କରିଛନ୍ତି। ଚାଇନାରୁ ଏହି ସମୟରେ ଆମଦାନୀ କମ୍‌ କରିବା ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଫୋକସ ରଖିଛି। ଏପ୍ରିଲରୁ ଅଗଷ୍ଟ...

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ରାଜନଙ୍କ ପରାମର୍ଶ

ମୁମ୍ବାଇ: ଘରୋଇ ବଜାରରେ ଅନାଦାୟ ଋଣ (ଏନ୍‌ପିଏ) ବ୍ୟାଙ୍କଗୁଡିକ ଲାଗି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସହ ବ୍ୟାଙ୍କଗୁଡିକ ଜୁଝୁଥିବା ବେଳେ ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କାରଣ ଏନ୍‌ପିଏ ଯୋଗୁ...

ବିଶ୍ୱ ବଜାର ଚାପରେ ମାର୍କେଟ କ୍ରାସ୍‌; ନିବେଶକଙ୍କୁ କ୍ଷତି ୪.୨୩ ଲକ୍ଷ କୋଟି

ମୁମ୍ବାଇ: ବିଶ୍ୱର ପ୍ରମୁଖ ପୁଞ୍ଜିବଜାରରେ କାରବାର କ୍ଷତିଗ୍ରସ୍ତ ହେବା ଯୋଗୁ ଏହାର ଚାପ ଭାରତୀୟ ଶେୟାର ବଜାରରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୧୨ ପଏଣ୍ଟ ଖସିଛି। ଫଳରେ ନିବେଶକଙ୍କୁ ୪.୨୩ ଲକ୍ଷ କୋଟି କ୍ଷତି ସହିବାକୁ...

ଅକ୍ଟୋବରରୁ ଟିଭି ପ୍ୟାନେଲ ଉପରେ ୫% ଟିକସ

ମୁମ୍ବାଇ: ଅକ୍ଟୋବର ପହିଲାରୁ ଆମଦାନୀ ହେଉଥିବା ଟିଭି ଓପନ ପ୍ୟାନେଲ ଉପରେ ୫% ଟିକସ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଶିଳ୍ପଗୁଡିକରେ ଭାଲ୍ୟୁ ସଂଯୋଗ କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ମାତ୍ର ସରକାରଙ୍କ...

ମାର୍ଚ୍ଚ ସୁଦ୍ଧା ଏଜିଆର୍‌ ଦେୟର ୧୦% ଦେବେ କମ୍ପାନୀ

ମୁମ୍ବାଇ: ଦେଶର ଟେଲିକମ କମ୍ପାନୀଗୁଡିକ ସେମାନଙ୍କ ଉପରେ ବକେୟା ରହିଥିବା ମୋଟ ଆଡଜଷ୍ଟମେଣ୍ଟ ଗ୍ରସ ରେଭେନ୍ୟୁ(ଏଜିଆର୍‌) ଦେୟର ୧୦% ମାର୍ଚ୍ଚ ସୁଦ୍ଧା ପ୍ରଦାନ କରିବେ। ଏହି କମ୍ପାନୀଗୁଡିକ ମଧ୍ୟରେ ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ ଭଳି କମ୍ପାନୀ ରହିଛନ୍ତି। କମ୍ପାନୀଗୁଡିକ ସୁପ୍ରିମକୋର୍ଟ...

ଇପିଏଫ୍‌ ଖାତାରୁ ଉଠିଲାଣି ୪୪,୦୫୪ କୋଟି

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଖାତାରୁ ବର୍ତ୍ତମାନ ସୁଦ୍ଧା ୪୪,୦୫୪ କୋଟି ଟଙ୍କା ଉଠାଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ...

ବ୍ୟାଙ୍କରେ ପୁଣି ୧୪ ଶହ କୋଟିର ଠକେଇ;ସିବିଆଇର ତନାଘନା

ନୂଆଦିଲ୍ଲୀ: ବ୍ୟାଙ୍କରେ ଦିନକୁ ଦିନ ଠକେଇ ଘଟଣା ବଢ଼ି ଚାଲିଛି। ଲକ୍‌ଡାଉନରେ ମଧ୍ୟ ଠକେଇ ମାମଲା ସାମ୍ନାକୁ ଆସିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୨୦ହଜାର ଠକେଇ ଘଟଣା ରବିବାର ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଥିଲା। ସୋମବାର ବ୍ୟାଙ୍କରେ...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶ୍ରମ କୋଡର ୩ ବିଲ୍‌କୁ ଲୋକ ସଭାରେ ଶନିବାର ଉପସ୍ଥାପନ କରିଛନ୍ତି।...

କେନ୍ଦ୍ରର ବଜାର ଋଣ ୭.୦୬ ଲକ୍ଷ କୋଟି

ନୂଆଦିଲ୍ଲୀ : ଚଳିତ ଆର୍ଥତ୍କ ବର୍ଷର ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ବଜାର ଋଣ ୭.୦୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ସରକାର ବର୍ତ୍ତମାନ ସୁଦ୍ଧା ୮୪,୦୨୩ କୋଟି ଟଙ୍କାର ଅଣ ଟିକସ ରାଜସ୍ବ ସଂଗ୍ରହ କରିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ...

ଜିଏସ୍‌ଟି କ୍ଷତିପୂରଣ ବିକଳ୍ପ; ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ

  ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ଦ୍ୱାରା ୯୭ ହଜାର କୋଟି କିମ୍ବା ବଜାରରୁ...

ବାଣିଜ୍ୟ ସୁବିଧା ଲାଗି କମ୍ପାନୀ ଆଇନରେ ସଂଶୋଧନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଂ ବିଜନେସ ବାଣିଜ୍ୟ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି କମ୍ପାନୀ ଆଇନକୁ ସଂଶୋଧନ କରିଛନ୍ତି। କମ୍ପାନୀ ଆଇନରେ ରହିଥିବା ବିଭିନ୍ନ ଆପରାଧିକ ପ୍ରସଙ୍ଗକୁ ବର୍ତ୍ତମାନ ବାଦ ଦେବା ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri