ବାଣିଜ୍ୟ

ନେଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ୩୧% କମିଲା

  ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୩୧.୧% ହ୍ରାସ ଘଟିଛି। ଏହି ଅବଧିରେ ୧.୯୨ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିବାକୁ ସରକାର ସକ୍ଷମ ହୋଇଥିବା ଅର୍ଥ...

ବ୍ୟାଙ୍କରେ ପୁଣି ୨୦ ହଜାର କୋଟିର ଠକେଇ

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କଗୁଡିକରେ ପୁଣି ୧୯,୯୬୪ କୋଟି ଟଙ୍କାର ଠକେଇ ଖବର ନଜରକୁ ଆସିଛି। ଗତ ୩ ମାସରେ ଏ ନେଇ ମୋଟ ୨,୮୬୭...

ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା

ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ହୋଇଥିବା ତ୍ରୟମାସିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଓ୍ବେରଲେସ୍‌ ଇଣ୍ଟରନେଟ୍‌...

୪୨ ପ୍ରତିଶତ କମିଲା ରାଜସ୍ବ ଆଦାୟ:ଯାନବାହନ କ୍ଷେତ୍ର ବିପର୍ଯ୍ୟସ୍ତ

ଭୁବନେଶ୍ୱର,୨୦। ୯(ବ୍ୟୁରୋ): କରୋନା ମହାମାରୀ ସ୍ବାସ୍ଥ୍ୟ ସେବା ସହିତ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ରାଜକୋଷ ଉପରେ ଏହାର ପ୍ରଭାବ ପଡିଛି। ମାର୍ଚ୍ଚ ମାସ ଲକ୍‌ଡାଉନ ପରଠାରୁ ଯାନବାହନ ବିକ୍ରି ଏକ...

କୋଭିଡ୍‌ ବିଗାଡ଼ିଦେଲା ବାଣିଜ୍ୟ; ସବୁ କିଛି ବିକିଦେବାକୁ ୟୁଏସ୍‌ ବିଲିୟନେୟାରଙ୍କ ଯୋଜନା

ନୂଆଦିଲ୍ଲୀ,୨୦।୯: ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ସାମ୍ନାକୁ ଆସିଛି। ଏହାର କରାଳରେ ଆସି ଅନେକ ବାଣିଜି୍ୟକ ସଂସ୍ଥା ଦେବାଳିଆ ହୋଇଯାଉଥିବା ବେଳେ ବୃହତ୍‌ ସଂଖ୍ୟାରେ କମ୍ପାନୀ ବନ୍ଦ ହୋଇଯାଉଛି। କମ୍ପାନୀଗୁଡିକରେ ଛଟେଇ ମଧ୍ୟ ଜାରି ରହିଛି। ଏଭଳି ସ୍ଥିତିରେ...

କେନ୍ଦ୍ର ଋଣ ବୋଝ ୧୦୧ ଲକ୍ଷ କୋଟିକୁ ବଢ଼ିଲା

ନୂଆଦିଲ୍ଲୀ,୨୦।୯: ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଲାଏବିଲିଟି ବା ଋଣ ବୋଝ ୧୦୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୨୦ ମାର୍ଚ୍ଚ ସୁଦ୍ଧା ୯୪.୬ ଲକ୍ଷ କୋଟି ଟଙ୍କା ରହିଥିବା ସରକାରୀ ଡାଟାରୁ...

୨୦୦୦ ଟଙ୍କିଆ ପ୍ରିଣ୍ଟ ବନ୍ଦ ହେବନି

ନୂଆଦିଲ୍ଲୀ,୨୦।୯:   ୨୦୦୦ ଟଙ୍କିଆ ନୋଟ୍‌ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବେ ବୋଲି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି ପ୍ରସଙ୍ଗ ଉପରୁ ସରକାର ଶନିବାର ପରଦା ହଟାଇଛନ୍ତି। ୨୦୦୦ ଟଙ୍କିଆ ନୋଟ୍‌ ପ୍ରିଣ୍ଟ ବନ୍ଦ ହେବ ନାହିଁ।...

ରାଜ୍ୟ ସଭାରେ ଇନ୍‌ସଲ୍‌ଭେନ୍ସି କୋଡ୍‌ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୨୦।୯:ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ (ଦ୍ୱିତୀୟ ସଂଶୋଧନ) ବିଲ୍‌ ୨୦୨୦କୁ ଶନିବାର ରାଜ୍ୟ ସଭାରେ ଅନୁମୋଦନ ମିଳିଛି। ଫଳରେ କରୋନା ଭାଇରସ ଯୋଗୁ ଉପୁଜିଥିବା ସ୍ଥିତିରେ ମାର୍ଚ୍ଚଠାରୁ ଅନ୍ତତଃ ପକ୍ଷେ ଆଗାମୀ ୬ ମାସ ଯାଏ କୌଣସି ଦେବାଳିଆ ମାମଲାର...

ଜିଏସ୍‌ଟି କ୍ଷତିପୂରଣ ଦେବ କେନ୍ଦ୍ର

ନୂଆଦିଲ୍ଲୀ,୨୦।୯: ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ରର ଉତ୍ତରଦାୟିତ୍ୱ ରହିଛି। ଏହାକୁ ସରକାର ଅଗ୍ରାହ୍ୟ କରିନାହାନ୍ତି। ଏ ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର...

ଚାଇନାରୁ କେମିକାଲ ଆମଦାନୀ କମିବ;ପ୍ରସ୍ତୁତ ହେଉଛି ୨୫ ହଜାର କୋଟିର ଯୋଜନା

ନୂଆଦିଲ୍ଲୀ,୧୯।୯: ଚାଇନାରୁ କେମିକାଲ ଆମଦାନୀ କମାଇବା ଲାଗି କେନ୍ଦ୍ର ସରକାର ଏବେ ଚିନ୍ତା କରୁଛନ୍ତି। ଏଥିଲାଗି ୨୫ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏ କ୍ଷେତ୍ରରେ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ବ୍ୟବସ୍ଥା ଆଣିବା ଲାଗି...

ପ୍ରାଇଭେଟ ଟ୍ରେନ୍‌ ଯାତ୍ରୀଭଡ଼ା ନିର୍ଦ୍ଧାରଣ କରିବେ କମ୍ପାନୀ

ନୂଆଦିଲ୍ଲୀ,୧୯।୯: ଘରୋଇ ବଜାରରେ ପ୍ରାଇଭେଟ ଟ୍ରେନ୍‌ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେନଗୁଡିକ ଚଳାଚଳ ଆରମ୍ଭ ହେଲେ ପ୍ରାଇଭେଟ ପ୍ଳେୟର ଯାତ୍ରୀଭଡା ନିର୍ଦ୍ଧାରଣ କରିବେ। ଏଥିଲାଗି ସରକାର ପ୍ରାଇଭେଟ ଟ୍ରେନ ପରିଚାଳନା କରୁଥିବା କମ୍ପାନୀଗୁଡିକୁ ଅନୁମତି ପ୍ରଦାନ...

୧୪% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ଜିଡିପି

ନୂଆଦିଲ୍ଲୀ,୧୯।୯: କୋଭିଡ୍‌-୧୯ ସଂକ୍ରମଣ ବର୍ତ୍ତମାନ ଦ୍ରୁତ ହୋଇଛି। ଗତ ୬ ମାସ ଧରି କ୍ଷତିଗ୍ରସ୍ତ ହୋଇ ରହିଥିବା ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାରେ ଏହା ଆହୁରି ସମସ୍ୟା ସୃଷ୍ଟି କରୁଛି। ଭାରତ କୋଭିଡ୍‌-୧୯ର ଏକ ନୂଆ ହଟ୍‌ସ୍ପଟ୍‌ ଭାବେ ଉଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri