ବାଣିଜ୍ୟ

‘ଜେଇଇ ମେନ୍‌’ରେ ଆକାଶର ବାଜିମାତ

ଭୁବନେଶ୍ୱର,୧୪।୯ : ନ୍ୟାଶନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୦ ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜେଇଇ ମେନ୍‌ ଫଳାଫଳର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ଆକାଶରୁ ଜଣେ ଥିବା ବେଳେ,...

ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂ ଡେଜ୍‌: ମାତ୍ର ୧ଟଙ୍କାରେ କରିପାରିବେ ବୁକିଂ, ଜାଣନ୍ତୁ କେଉଁଥିରେ ମିଳିବ ଅଫର..

ନୂଆଦିଲ୍ଲୀ,୧୩।୯: ଲୋକପ୍ରିୟ ଇ-କମର୍ସ ଓ୍ବେବ୍‌ସାଇଟ୍‌ ‘ଫ୍ଲିପ୍‌କାର୍ଟ’ ସେପ୍ଟେମ୍ବର ୧୮ ତାରିଖରୁ ବିଗ୍‌ ସେଭିଂ ଡେଜ୍‌ ସେଲ୍‌ ଆରମ୍ଭ କରିବାକୁ ଯାଉଛି। ଏଣୁ ଯଦି ଆପଣ ଶସ୍ତାରେ ଜିନିଷ କିଣିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ସେପ୍ଟେମ୍ବର...

୮୫ ଟଙ୍କା ଛୁଇଁଲା ଟମାଟୋ

ନୂଆଦିଲ୍ଲୀ, ୧୩।୯ : ଦିଲ୍ଲୀରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏଠାରେ ଟମାଟୋର ଖୁଚୁରା ଦର ୮୦ରୁ ୮୫ ଟଙ୍କା ଛୁଇଁଥିବା ଜଣାପଡିଛି। ଜୁନ ମାସ ପରଠାରୁ ଟମାଟୋ କିଲୋ ପ୍ରତି ଦର ୫୦ରୁ ୬୦ ଟଙ୍କା ମଧ୍ୟରେ...

ପିଏମ୍‌ ସ୍ବନିଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯୋଗଦାନ ଉନ୍ନତ

ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର କରିଥିବା ଜଣାପଡିଛି। କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଉଠାଦୋକାନୀଙ୍କୁ ସହାୟତା କରିବା ଲାଗି...

କ୍ଷତିପୂରଣ ନ ମିଳିଲେ ଖର୍ଚ୍ଚ କମାଇବେ ରାଜ୍ୟ

ନୂଆଦିଲ୍ଲୀ,୧୩।୯:ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏ ସଂକ୍ରାନ୍ତ କ୍ଷତିପୂରଣ ଯଦି ନ ମିଳେ ତେବେ ରାଜ୍ୟଗୁଡିକ ବାଧ୍ୟହୋଇ ଖର୍ଚ୍ଚ କମାଇବେ। ରାଜ୍ୟ ସ୍ତରରେ ମୋଟ୍‌ ୩.୪ ଲକ୍ଷ କୋଟି ଟଙ୍କାର...

ବିମାନରେ ଫଟୋଗ୍ରାଫି କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୩।୯:ବିମାନ ଭିତରେ ଫଟୋଗ୍ରାଫି କଲେ ସେହି ବିମାନ କମ୍ପାନୀ ବିରୋଧରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) କଟକଣା ଲଗାଇବ। ଏଭଳି ମାମଲା କ୍ଷେତ୍ରରେ ଉକ୍ତ ବିମାନ କମ୍ପାନୀକୁ ନିର୍ଦ୍ଦିଷ୍ଟ ରୁଟ୍‌ରେ ୨ ସପ୍ତାହ ଲାଗି ଚଳାଚଳ ଉପରେ ବ୍ୟାନ୍‌ ଲଗାଯିବ।...

ଟୟୋଟା ପକ୍ଷରୁ ରେସ୍‌ପେକ୍ଟ ପ୍ୟାକେଜ

ନୂଆଦିଲ୍ଲୀ, ୧୩।୯ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ କମ୍ପାକ୍ଟ ଏସ୍‌ୟୁଭି ସେଗ୍‌ମେଣ୍ଟ ଅନ୍ତର୍ଗତ ଅଲ୍‌ ନିୟୁ ଟୟୋଟା ଅର୍ବାନ କ୍ରୁଏଜରର ବୁକିଂରେ ଗ୍ରାହକଙ୍କ ଉସତ୍ାହକୁ ଦୃଷ୍ଟିରେ ରଖି ରେସ୍‌ପେକ୍ଟ ପ୍ୟାକେଜର ଘୋଷଣା କରାଯାଇଛି। ଟୟୋଟା...

ସାପୁରଜୀ ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟରେ ଟାଟା ସନ୍ସ

ନୂଆଦିଲ୍ଲୀ,୧୩।୯:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସର ୨% ଅଂଶଧନ ବନ୍ଧକ ରଖିବା ଲାଗି ସାପୁରଜୀ ଗ୍ରୁପ୍‌ ଚାହୁଁଛି। ଏହାକୁ ନେଇ ପୁଣି ଥରେ ଦୁଇ ଅଂଶୀଦାରଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସାପୁରଜୀ ଗ୍ରୁପ୍‌ର ଏହି କାର୍ଯ୍ୟକଳାପ...

ଜିଡିପି ଆକଳନ କମାଇଲା କେୟାର ରେଟିଂସ

ନୂଆଦିଲ୍ଲୀ, ୧୩।୯ : ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ପୂର୍ବାନୁମାନକୁ ରେଟିଂ ଏଜେନ୍ସି କେୟାର ଖସାଇ ଦେଇଛି। ୨୦୨୦-୨୧ରେ ଭାରତର ଜିଡିପି ୮ରୁ ୮.୨% ହ୍ରାସ ଘଟିବ ବୋଲି ଏହା ଶନିବାର ମତ...

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ୱର, ୧୩।୯ : ବେଦାନ୍ତ ଲାଞ୍ଜିଗଡ଼ ଚଳିତ ବର୍ଷର ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର ପ୍ରାପ୍ତ ହୋଇଛି। କମ୍ପାନୀରେ କାର୍ଯ୍ୟରତ ୨୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କର ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟପନ୍ଥା ସହ ଦାୟିତ୍ୱବୋଧତା ପାଇଁ ସିଆଇଆଇ ପୂର୍ବାଞ୍ଚଳ...

କେମିତି କମିବ କୋଭିଡ୍‌ ପ୍ରଭାବ; ସୂତ୍ର ଦେଲା ଆଇଏମ୍‌ଏଫ୍‌

ଓ୍ବାଶିଂଶନ, ୧୨।୯ : ଭାରତର ଅଭିବୃଦ୍ଧି କ୍ଷେତ୍ରରେ କୋଭିଡ୍‌-୧୯ ମହାମାରୀ ଜନିତ ପ୍ରଭାବ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। କୋଭିଡ୍‌ ଝଟକା ଭାରତ ପାଇଁ ଅପ୍ରତ୍ୟାଶିତ। ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ଏହି ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ...

ଅଧିକ ରିଟର୍ନ ଦେବା ଆଳ; ଠକି ନେଇଗଲେ ନିବେଶକଙ୍କ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୨।୯ : ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କୁ ୪୨ ହଜାର କୋଟି ଟଙ୍କା ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ‘ବାଇକ ବୁଟ୍‌’ ନାମରେ ଚିଟ୍‌ ଫଣ୍ଡ ସ୍କିମ୍‌ ଦ୍ୱାରା ଏଭଳି ଠକେଇ ହୋଇଥିବା ଜଣାପଡିଛି। ଏହି ମାମଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri