ବାଣିଜ୍ୟ

୧୪ ପଇସା କମିଲା ଡିଜେଲ

ଭୁବନେଶ୍ୱର,୬।୯: ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିବା ଜଣାପଡ଼ିଛି। ଏଠାରେ ଡିଜେଲ ଲିଟର ପିଛା ୧୪ ପଇସା ନିମ୍ନରେ ରହି ୭୯.୭୨ ଟଙ୍କାକୁ ଖସିଛି। ସେହିଭଳି ଏଠାରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୨.୬୪ ଟଙ୍କା ରହିଛି।...

୧୨ରୁ ଗଡ଼ିବ ଆଉ ୮୦ ସ୍ପେଶାଲ ଟ୍ରେନ୍‌

ନୂଆଦିଲ୍ଲୀ,୫।୯ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ୧୨ ସେପ୍ଟେମ୍ବରଠାରୁ ୮୦ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ସରକାର ଘୋଷଣା କରିଛନ୍ତି। ଏଥିଲାଗି ୧୦ ସେପ୍ଟେମ୍ବରଠାରୁ ପଞ୍ଜୀକରଣ ଆରମ୍ଭ ହେବ। ବର୍ତ୍ତମାନ ଚଳାଚଳ କରୁଥିବା ୨୩୦ ସ୍ପେଶାଲ ଟ୍ରେନ...

କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଏପରିସ୍ଥଳେ ଅର୍ଥନୀତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିନା କାର୍ଡରେ ଏଟିଏମ୍‌ରୁ ବାହାରିବ ଟଙ୍କା, ଏସ୍‌ବିଆଇ ପରେ ଏହି ବ୍ୟାଙ୍କ ଦେଉଛି ଏପରି ସୁବିଧା

ପ୍ରାୟତଃ ଦେଖାଯାଇଥାଏ ଗ୍ରାହକଙ୍କ ନିକଟରେ ଏଟିଏମ୍‌ କାର୍ଡ ନ ଥିବାରୁ ଟଙ୍କା ଉଠାଇ ପାରି ନ ଥାନ୍ତି। ମାତ୍ର ଏସ୍‌ବିଆଇ ସମେତ ଦେଶର ଅନେକ ବଡ଼ ବ୍ୟାଙ୍କ ଗ୍ରାହକଙ୍କୁ ବିନା କାର୍ଡରେ ନଗଦ ଟଙ୍କା ଉଠାଇବାକୁ ସୁବିଧା ଯୋଗାଇ ଦେଇଛନ୍ତି।...

ପ୍ରାୟ ୬ ମାସ ପରେ କମିଲା ଡିଜେଲ

  ଭୁବନେଶ୍ୱର,୪।୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭ ପଇସା ହ୍ରାସ ପାଇ ୭୯.୮୬ ଟଙ୍କାକୁ ଖସିଛି। ଏଠାରେ ପେଟ୍ରୋଲ ଅପରିବର୍ତ୍ତିତ...

ଶୁଣାଣି ଶେଷ ଯାଏ ଏନ୍‌ପିଏ ହେବନି ଆକାଉଣ୍ଟ

ନୂଆଦିଲ୍ଲୀ,୪।୯: ମୋରାଟୋରିୟମ ସମୟ ଅବଧିରେ ସୁଧ ଉପରେ ସୁଧ ଲାଗୁ ପ୍ରସଙ୍ଗ ଉପରେ ଗୁରୁବାର ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଅନାଦାୟ ଋଣ (ଏନ୍‌ପିଏ) ଘୋଷଣା ହୋଇନାହିଁ, ସେହି ଖାତାଗୁଡିକୁ...

୩୮ କୋଇଲା ଖଣି ନିଲାମ ହେବ

ନୂଆଦିଲ୍ଲୀ,୪।୯: କମର୍ସିଆଲ ଖୋଇଲା ଖଣି ନିଲାମ ଲାଗି ଜାରି ହୋଇଥିବା ଖଣିଗୁଡିକର ତାଲିକାରେ ସରକାର କିଛିଟା ସଂଶୋଧନ କରିଛନ୍ତି। ନୂଆ ତାଲିକା ମୁତାବକ ୩୮ କୋଇଲା ଖଣି ନିଲାମ ହେବ ବୋଲି କେନ୍ଦ୍ର ସରକାର ଗୁରୁବାର ସୂଚନା ଦେଇଛନ୍ତି। ୪୧...

ଭୋଡା-ଆଇଡିଆକୁ ମିଳିପାରେ ଲାଇଫ୍‌ଲାଇନ

ନୂଆଦିଲ୍ଲୀ,୪।୯: ଋଣ ଚାପରେ ଫସି ରହିଥିବା ଟେଲିକମ୍‌ କମ୍ପାନୀ ଭୋଡାଫୋନ-ଆଇଡିଆକୁ ନୂଆ ଲାଇଫ୍‌ଲାଇନ ମିଳିପାରେ। ଏହି କମ୍ପାନୀରେ ପ୍ରାୟ ୨୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବାର ସମ୍ଭାବନା ରହିଛି। ଏହା ହେଲେ ଚାପରେ ରହିଥିବା କମ୍ପାନୀ କାରବାରକୁ...

୧୧୮ ଆପ୍‌ ବ୍ୟାନକୁ ଚାଇନାର ବିରୋଧ

ନୂଆଦିଲ୍ଲୀ,୪।୯: ଭାରତ ସରକାର ବୁଧବାର ୧୧୮ ଚାଇନା ଆପ୍‌ ବିରୋଧରେ କଟକଣା ଲଗାଇଛନ୍ତି। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଚାଇନା ବିରୋଧ କରିଛି। ଏହାକୁ ଚାଇନା ତୀବ୍ର ବିରୋଧ କରୁଥିବା ସେଠାକାର ବାଣିଜ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଗାଓ ଫେଙ୍ଗ ଗୁରୁବାର ସୂଚନା...

ଅଗଷ୍ଟରେ ୬୮୬ କୋଟି ରାଜ୍ୟ ଜିଏସ୍‌ଟି

ଭୁବନେଶ୍ୱର,୪।୯: ୨୦୨୦ ଅଗଷ୍ଟ ମାସରେ ଓଡିଶାରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦକୁ ପ୍ରାୟ ୬୮୬.୧୫ କୋଟି ଟଙ୍କା ଆଦାୟ ହୋଇଛି। ଏହା ଗତ ବର୍ଷ ଅଗଷ୍ଟ ତୁଳନାରେ ପ୍ରାୟ ୧.୭୬% କମ୍‌ ବୋଲି ଜଣାପଡିଛି। ସେହିଭଳି ଚଳିତ ବର୍ଷ ଏହାର...

ଯୋଗ୍ୟ ଆକାଉଣ୍ଟକୁ ଋଣ ମିଳିବ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୪।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍‌-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା ଏବଂ ମୋରାଟୋରିୟମ ପରବର୍ତ୍ତୀ ସମୟରେ ଋଣ ପୁନର୍ଗଠନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ...

ଓଡ଼ିଶାରେ ଜିଏସ୍‌ଟି ୬% କମିଲା

ନୂଆଦିଲ୍ଲୀ,୨।୯: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡିଶାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୬% ହ୍ରାସ ପାଇଛି। ଗତ ବର୍ଷ ଅଗଷ୍ଟରେ ୨୪୯୭ ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟରେ ଏହା ୨୩୪୮ କୋଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri