ବାଣିଜ୍ୟ

ଜିଓ ଫାଇବରର ନୂଆ ଟାରିଫ୍‌ ପ୍ଲାନ୍‌

ମୁମ୍ବାଇ,୧।୯: ରିଲାଏନ୍ସ ଜିଓର ସଫଳତା ପରେ କମ୍ପାନୀ ତା’ର ନୂଆ ବ୍ରଡ୍‌ବ୍ୟାଣ୍ଡ ସେବା ‘ଜିଓ ଫାଇବର’ ଜରିଆରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ‘ନୂଆ ଭାରତର ନୂଆ ଜୋଶ’(ନିୟୁ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି...

୬୫ ବର୍ଷରେ ପଦାର୍ପଣ କଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ଦେଶ ମଧ୍ୟରେ ଜୀବନ ବୀମା ସେବା ଯୋଗାଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଏଲ୍‌ଆଇସି ବର୍ତ୍ତମାନ ୧୪ଟି ଦେଶର ନିଜର ଉପସ୍ଥିତି...

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ ଟଙ୍କା ଛପା ୪ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।...

ପ୍ରଥମ ତ୍ରୈମାସ ଜିଡିପି ୩୫% ଖସିପାରେ

ନୂଆଦିଲ୍ଲୀ,୩୧।୮: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩୫% ଖସିପାରେ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର ପରିସଂଖ୍ୟାନ କାର୍ଯ୍ୟାଳୟ ଏହାକୁ ୧୫ରୁ ୧୬% ଦର୍ଶାଇପାରେ। କୋଭିଡ୍‌ ଯୋଗୁ ଅଣସଙ୍ଗଠିତ କ୍ଷେତ୍ର...

ଜିଏସ୍‌ଟି ଋଣ ଭାର ରାଜ୍ୟ ଉପରେ ଲଦିବା କେନ୍ଦ୍ରର ବର୍ବରତା ହେବ: ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

କୋଲକାତା,୩୧।୮: କୋଭିଡ୍‌-୧୯ ଯୋଗୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ସଂଗ୍ରହ ଅଢ଼େଇ ଲକ୍ଷ କୋଟି କମିବ। ଅପରପକ୍ଷରେ ରାଜ୍ୟଗୁଡିକ କ୍ଷତିପୂରଣ ଦେବା ଲାଗି ୩ ଲକ୍ଷ କୋଟି ଟଙ୍କା ନିଅଣ୍ଟ ପଡ଼ିବ। ରାଜ୍ୟଗୁଡିକ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବା...

ଚଳିତ ସପ୍ତାହରେ ହୋଇପାରେ ଏଜିଆର୍‌ ଶୁଣାଣି

ନୂଆଦିଲ୍ଲୀ,୩୧।୮: ଚଳିତ ସପ୍ତାହରେ ଟେଲିକମ୍‌ କମ୍ପାନୀଗୁଡିକର ଆଡ୍‌ଜଷ୍ଟେଡ ଗ୍ରସ ରେଭେନ୍ୟୁ(ଏଜିଆର୍‌) ମାମଲାର ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି। ଏହି ମାମଲା ଭୋଡାଫୋନ-ଆଇଡିଆ କମ୍ପାନୀର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି। କମ୍ପାନୀ ବର୍ତ୍ତମାନ କ୍ଷତିରେ ଚାଲୁଛି। ସୁପ୍ରିମକୋର୍ଟଙ୍କ ଶୁଣାଣି...

ଏନ୍‌ସିଏଲ୍‌ଟି ମାମଲାରେ ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୩୧।୮: ଅନୀଲ ଅମ୍ବାନୀଙ୍କ ଗ୍ରୁପ କମ୍ପାନୀକୁ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)କୁ ପଠାଇବା ମାମଲାରେ ତାଙ୍କୁ ବର୍ତ୍ତମାନ ଆଶ୍ୱସ୍ତି ମିଳିଛି। ଅନୀଲଙ୍କ ଗ୍ରୁପର ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡ(ଆର୍‌ଏଚ୍‌ଏଫ୍‌ଏଲ୍‌) ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ(ଆର୍‌ସିଏଫ୍‌ଏଲ୍‌) ଭଳି ୨ କମ୍ପାନୀକୁ...

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା ହେବ ବୋଲି ଜଣାପଡିଛି। ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ ହେଲେ ଏହା ଦ୍ୱାରା...

କ୍ଷୁଦ୍ରଶିଳ୍ପକୁ ସହାୟତା ଦେବ ପିଏନ୍‌ବି

ଭୁବନେଶ୍ୱର,୩୧।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ‘ପିଏନ୍‌ବି ସେବା ସ୍କିମ’ ନାମରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରାଯାଇଛି। କରୋନା ମହାମାରୀ ଯୋଗୁ...

ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ ଉପରେ ଉକ୍ତ ରିଫଣ୍ଡ ମିଳିବ ବୋଲି ଜଣାପଡିଛି। ଏଥିଲାଗି ଆୟକର ବିଭାଗ ପକ୍ଷରୁ...

ପୁଣି ୧୦ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୩୧।୮: ଚଳିତ ମାସ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧୦ ପଇସା ବଢି ୮୨.୫୯ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ଅପରିବର୍ତ୍ତିତ ୮୦.୦୩ ଟଙ୍କା ରହିଛି। ଗତ ୧୫...

ଓଡ଼ିଶାରେ କୃଷି ପରେ କର୍ମ ସଂସ୍ଥାନ ଯୋଗାଉଛି ବୟନ ଶିଳ୍ପ: ମନ୍ତ୍ରୀ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଗ୍ରାମୀଣ କାରିଗରଙ୍କ ସଶକ୍ତୀକରଣ ନିମନ୍ତେ ‘ହସ୍ତକାରୀ’ ନାମରେ ଏକ ଅଭିନବ ଉପକ୍ରମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri