ବାଣିଜ୍ୟ

୩୫ ହଜାର କୋଟି କ୍ଷତି ସହିପାରେ ରେଲଓ୍ବେ

ନୂଆଦିଲ୍ଲୀ,୨୯।୭: ଚଳିତ ବର୍ଷ ରେଲଓ୍ବେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିପାରେ। କରୋନା କାରଣରୁ ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ କେବଳ ୨୩୦ ସ୍ପେଶାଲ ଟ୍ରେନ...

ସନ୍‌ରାଇଜ ମସଲାକୁ କିଣିଲା ଆଇଟିସି

ନୂଆଦିଲ୍ଲୀ,୨୯।୭: ମସଲା ପ୍ରସ୍ତୁତ କରୁଥିବା ଭାରତର ପ୍ରମୁଖ କମ୍ପାନୀ ସନ୍‌ରାଇଜକୁ ଏଫ୍‌ଏମ୍‌ସିଜି କମ୍ପାନୀ ଆଇଟିସି କ୍ରୟ କରିଛି। ଏହି ଡିଲ୍‌ ୨୧୫୦ କୋଟି ଟଙ୍କାରେ ହୋଇଥିବା କମ୍ପାନୀ ପ୍ରକାଶ କରିଛି। ସନ୍‌ରାଇଜର ଆରମ୍ଭ କୋଲକାତାରୁ ହୋଇଥିଲା। ପୂର୍ବ ଭାରତରେ ଏହା...

୮୨ ଲକ୍ଷ ଗ୍ରାହକ ହରାଇଲେ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୯।୭: ଦେଶର ଟେଲିକମ୍‌ କମ୍ପାନୀଗୁଡିକ ଏପ୍ରିଲ ମାସରେ ୮୨ ଲକ୍ଷ ଗ୍ରାହକ ହରାଇଛନ୍ତି। ଲକ୍‌ଡାଉନ ସ୍ଥିତି ଯୋଗୁ ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ବିଭିନ୍ନ କୌଶଳ ଉପରେ କାମ କରିବାକୁ ପଡିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।...

କୋଭିଡ୍‌ରେ ସେନ୍‌କୋ ଗୋଲ୍ଡ ଅଧ୍ୟକ୍ଷଙ୍କ ପରଲୋକ

କୋଲକାତା,୨୯।୭: ଗହଣା ରିଟେଲିଂ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଅଧ୍ୟକ୍ଷ ଶଙ୍କର ସେନ୍‌ଙ୍କର କରୋନା ସଂକ୍ରମଣ ଯୋଗୁ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କର ଏକ ଅପରେଶନ ହୋଇଥିବା ବେଳେ...

ସାମ୍‌ସଙ୍ଗ ଫୋନ୍‌ରେ ଗୁଗଲ ପ୍ରଡକ୍ଟକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୯।୭: ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍‌ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍‌ଫାବେଟ୍‌ ଇଙ୍କ୍‌ର ଗୁଗଲ ଏବଂ ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍‌ ହେବାକୁ ଯାଉଛି ବୋଲି ବ୍ଲୁମବର୍ଗ ପକ୍ଷରୁ...

ପିଏମ୍‌ କିଷାନରେ ଦିଆଯିବ ୧୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: କୃଷକମାନଙ୍କର ଉନ୍ନତି ଲାଗି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ବା ପିଏମ୍‌ କିଷାନ ଯୋଜନା ଘୋଷଣା କରିଛନ୍ତି। ସରକାର ଏହି ଯୋଜନାର ୬ଷ୍ଠ କିସ୍ତି ଭାବେ ଅଗଷ୍ଟରେ ୧୭ ହଜାର କୋଟି ଟଙ୍କା ବଣ୍ଟନ ଲାଗି ଯୋଜନା...

ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ ପହଞ୍ଚିଛି। କମ୍ପାନୀ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏୟାରଟେଲର...

ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିବେ ଏନ୍‌ଆର୍‌ଆଇ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ ଡିଆଇ) ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ପ୍ରବାସୀ ଭାରତୀୟ ବା ଏନ୍‌ଆର୍‌ଆଇମାନେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ୧୦୦%...

ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା:ସିଆଇଆଇ

ନୂଆଦିଲ୍ଲୀ,୨୯।୭: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ହୋଇଛି। ଏହାଦ୍ୱାରା ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇ ରହିଛି। ମାତ୍ର ଏପ୍ରିଲ ତୁଳନାରେ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁ ଥିବା ଶିଳ୍ପ ସଂଘ ସିଆଇଆଇ ମତ ପ୍ରକାଶ...

ବଜାରକୁ ଗତି ଦେଇପାରିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୯।୭: ବର୍ତ୍ତମାନ କ୍ଷତିଗ୍ରସ୍ତ ବଜାର ସ୍ଥିତିରେ ଦେଶର ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ କ୍ଷୁଦ୍ର ଶିଳ୍ପର ବିକାଶ ଲାଗି ଡିଜିଟାଲୀକରଣ ଉପରେ ଏକ ଅଧ୍ୟୟନରେ ଗୁରୁତ୍ୱାରୋପ କରାଯାଇଛି। ଏହି...

ଜମ୍ମୁରେ ରେଲ୍‌ଓ୍ବେ ତିଆରି କରୁଛି ଦେଶର ପ୍ରଥମ କେବଲ ବ୍ରିଜ୍‌

ନୂଆଦିଲ୍ଲୀ,୨୯।୭: ଭାତତୀୟ ରେଲ୍‌ଓ୍ବେ ପକ୍ଷରୁ ଜମ୍ମୁରେ ଦେଶର ପ୍ରଥମ କେବଲ ବ୍ରିଜ୍‌ ନିର୍ମାଣ କରାଯାଉଛି। କଟ୍‌ରା ଏବଂ ରିୟାସୀ ମଧ୍ୟରେ କେବଲ ଉପରେ ଏହି ରେଳ ବ୍ରିଜ କୁ ସ୍ଥାପନ କରାଯାଉଥିବା ସୂଚନା ରହିଛି। ଉକ୍ତ ବ୍ରିଜ୍‌ ଉଦ୍ଧମପୁର-ଶ୍ରୀନଗର- ବାରମୂଳା...

ଫ୍ୟୁଚର ଗ୍ରୁପ୍‌ କ୍ରୟ ଲାଗି ରିଲାଏନ୍ସ ଦେବ ୨୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ କିଶୋର ବିୟାନୀଙ୍କ ରିଟେଲ ଚେନ୍‌ ଫ୍ୟୁଚର ଗ୍ରୁପ୍‌କୁ କ୍ରୟ କରିବା ଲାଗି ଯୋଜନା କରୁଛି। ଏଥିଲାଗି ମୁକେଶ ଅମ୍ବାନୀ ୨୪ରୁ ୨୭ ହଜାର କୋଟି ଟଙ୍କା ପ୍ରଦାନ କରିବେ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri