ବାଣିଜ୍ୟ

ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦବୀରୁ ଓହରିଲେ ରାହୁଲ ବଜାଜ

ନୂଆଦିଲ୍ଲୀ,୨୧।୭: ପ୍ରତିଷ୍ଠିତ ଉଦ୍ୟୋଗପତି ରାହୁଲ ବଜାଜ, ବଜାଜ ଫାଇନାନ୍ସର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପବଦୀରୁ ଓହରିଯାଇଛନ୍ତି। ଚଳିତ ମାସ ଶେଷ ଯାଏ ସେ ଏହି ପଦବୀରେ ରହିବେ। ଗତ ୩ ଦଶନ୍ଧି ଧରି କମ୍ପାନୀର ମଙ୍ଗ ସମ୍ଭାଳିବା ପରେ ସେ ପଦବୀ...

୯ ବର୍ଷର ରେକର୍ଡ ଉଚ୍ଚ ସ୍ତରରେ ସୁନା

ନୂଆଦିଲ୍ଲୀ,୨୧।୭: ଅନ୍ତର୍ଜାତୀୟ ବଜାରରେ ମଙ୍ଗଳବାର ସୁନା ଦର ୯ ବର୍ଷର ରେକର୍ଡ ଉଚ୍ଚ ସ୍ତରରେ ରହିଛି। ନୂଆଦିଲ୍ଲୀରେ ଏହା ମଙ୍ଗଳବାର ୧୯୨ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି। ମଙ୍ଗଳବାର ୧୦ ଗ୍ରାମ ପିଛା ସୁନା ଦର ୫୦,୨୧୪ ଟଙ୍କାରେ ବିକ୍ରି...

ପାସେଞ୍ଜର ଯାନ ବିକ୍ରି ୩୮% କମିଲା

ନୂଆଦିଲ୍ଲୀ,୨୧।୭: ଅଟୋମୋବାଇଲ ବଜାର ଉପରେ କରୋନାର ପ୍ରଭାବ ଜାରି ରହିଛି। ଗତ କିଛି ମାସ ଧରି ଘରୋଇ ବଜାରରେ ଯାନ ବିକ୍ରି କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଜୁନ ମାସରେ ପାସେଞ୍ଜର ଯାନର ରିଟେଲ ବିକ୍ରି ୩୮.୩୪% ହ୍ରାସ ଘଟି ୧.୨୬...

ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ ସରକାର ବ୍ୟାଙ୍କକୁ ନ ମିଶାଇ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଯଦି ଏପରି...

୧୨ ପଇସା ବଢ଼ିଲା ଡିଜେଲ

ଭୁବନେଶ୍ୱର,୨୦।୭: କରୋନା ମହାମାରୀ ସମୟରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଛି। ପେଟ୍ରୋଲ ଦର ଗତ କିଛିଦିନ ଧରି ବୃଦ୍ଧି ହୋଇ ନ ଥିବା ବେଳେ ଡିଜେଲ ଦରରେ ବିରତି ଲାଗୁ ନାହିଁ। ସୋମବାର ଭୁବନେଶ୍ୱରରେ ଡିଜେଲ ଦର...

ଆମାଜନ ଗ୍ଲୋବାଲରେ ଏମ୍‌ଏସ୍‌ଏମ୍‌ଇଙ୍କ ୨ ବିଲିୟନ ଡଲାର ରପ୍ତାନି

ନୂଆଦିଲ୍ଲୀ,୨୦।୭: ପ୍ରମୁଖ ଇ-କମର୍ସ କମ୍ପାନୀର ବିଶ୍ୱ ବଜାର ବିକ୍ରି କାର୍ଯ୍ୟକ୍ରମ ଆମାଜନ ଗ୍ଲୋବାଲରେ ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୫ରେ ଏହି କାର୍ଯ୍ୟକ୍ରମକୁ କମ୍ପାନୀ ଆରମ୍ଭ କରିଥିଲା। ଆମାଜନର ୧୫ ଓ୍ବେବ୍‌ସାଇଟରେ...

ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି। ଟେଲିକମ୍‌ କମ୍ପାନୀଙ୍କ ୧.୬ ଲକ୍ଷ କୋଟି ଟଙ୍କା ଏଜିଆର୍‌ ମାମଲାରେ ଆଉ ଗୋଟିଏ...

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିପାରିନାହିଁ। କେବଳ ଭାରତ ନୁହେଁ, ସାରା...

ଗ୍ଲେନ୍‌ମାର୍କକୁ ଡିଜିସିଆଇ ନୋଟିସ

ନୂଆଦିଲ୍ଲୀ,୨୦ା୭(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ଔଷଧ ଫାବିଫ୍ଲୁ ସମ୍ପର୍କରେ ମିଥ୍ୟା ଦାବି ଓ ଅତ୍ୟଧିକ ମୂଲ୍ୟକୁ ନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଏହାର ନିର୍ମାତା ମୁମ୍ବାଇର ଔଷଧ କମ୍ପାନୀ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।...

ହ୍ୟାକ୍‌ ଓ୍ବେବ୍‌ସାଇଟ୍‌ରୁ ହେଉଛି କ୍ରେଡିଟ୍‌କାର୍ଡ ଠକେଇ

ନୂଆଦିଲ୍ଲୀ,୧୭।୭: ବର୍ତ୍ତମାନ ସାରା ବିଶ୍ୱରେ ଇ-କମର୍ସ ସାଇଟଗୁଡିକରେ କ୍ରେଡିଡ୍‌ କାର୍ଡ ଠକେଇ ବଢୁଥିବାରୁ ଏହାକୁ ନେଇ ଚିନ୍ତା ବଢୁଛି। ବିଶେଷକରି ହ୍ୟାକ୍‌ ଓ୍ବେବ୍‌ସାଇଟଗୁଡିକରୁ ଏଭଳି ଠକେଇ ବଢୁଥିବା ସାମ୍ନାକୁ ଆସିଛି। ଅନ୍‌ଲାଇନ କ୍ରେଡିଡ୍‌ କାର୍ଡ ସ୍କିମିଂରେ ସାଇବର ଅପରାଧୀମାନେ ଅନ୍‌ଲାଇନ...

ହ୍ୟୁଣ୍ଡାଇର ହାଇଜିନ ଡ୍ରାଇଭ: କାର ସାନିଟାଇଜେସନରେ ମିଳୁଛି ରିହାତି

ନୂଆଦିଲ୍ଲୀ,୧୭।୭: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ହାଇଜିନ ଡ୍ରାଇଭ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ଠାରୁ ୩୧ ତାରିଖ ଯାଏ ଏହା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା କାର୍‌ର ସମ୍ପୂର୍ଣ୍ଣ ସାନିଟାଇଜେଶନ ଉପରେ କମ୍ପାନୀ ଫୋକସ୍‌...

ବକ୍ସ ଆକୃତିର ସାନିଟାଇଜ ଉପକରଣ ଆଣିଲା ଓରିଏଣ୍ଟ

ନୂଆଦିଲ୍ଲୀ,୧୭।୭: ସି.କେ. ବିର୍ଲା ଗ୍ରୁପ୍‌ର ଅଂଶ ବିଶେଷ ଓରିଏଣ୍ଟ ଇଲେକ୍‌ଟ୍ରିକ ଲିମିଟେଡ୍‌ ପକ୍ଷରୁ ୟୁଭି ସାନିଟେକ୍‌ର ବଜାର ପ୍ରବେଶ କରାଯାଇଛି। ଏହା ଏକ ବକ୍ସ ଆକୃତିର ସାନିଟାଇଜିଂ ଉପକରଣ। କରୋନା ଭାଇରସ୍‌, ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍‌ ଆଦିକୁ ଖୁବ୍‌ କମ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri