ବାଣିଜ୍ୟ

ପୁଣି ଫେରିପାରେ ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୩।୭: ଚାଇନା ସେନା ଆକ୍ରମଣ ଫଳରେ ଭାରତ ସରକାର ଟିକ୍‌ଟକ୍‌ ସହ ଚାଇନାର ୫୯ ଆପ୍ଲିକେଶନକୁ ଭାରତ ବଜାରରୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା କମ୍ପାନୀ ଗଭୀର କ୍ଷତି ସହୁଛି। ବିଶ୍ୱର ପ୍ରମୁଖ ବଜାରଗୁଡିକ ମଧ୍ୟରେ ଭାରତ ବଜାର...

୨ ୟ ଦିନ ପାଇଁ ବଢ଼ିଲା ଡିଜେଲ ଦର

ଭୁବନେଶ୍ୱର,୧୩।୭: ପେଟ୍ରୋଲ ଦରରେ ୧୫ ଦିନ ହେବ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ଦୁଇ ଦିନ ହେବ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଡିଜେଲ ଲିଟର ପିଛା ୧୧ ପଇସା ବଢିଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ...

ପ୍ଲେ ଷ୍ଟୋରରୁ ହଟିଲା ୧୧ ଆପ୍‌

ନୂଆଦିଲ୍ଲୀ,୧୩।୭: ବର୍ତ୍ତମାନ ସାଇବାର ଅପରାଧ ମାମଲା ବଢି ଚାଲିଛି। ହ୍ୟାକର ମାନେ ବିଭିନ୍ନ ଆପ୍ଲିକେଶନ ଦ୍ୱାରା ଲୋକଙ୍କୁ ଆର୍ଥତ୍କ ଠକେଇ କରୁଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ ରଖି ଗୁଗଲ ଏହାର ପ୍ଲେ ଷ୍ଟୋରୁ ୧୧ ମୋବାଇଲ ଆପ୍‌କୁ ହଟାଇଛି। ଏହି...

୨୦୩୦ ସୁଦ୍ଧା ଭାରତୀୟ ରେଳ ହେବ ‘ଗ୍ରୀନ୍‌ ରେଲଓ୍ବେ’

ଭୁବନେଶ୍ୱର,୧୩ା୭(ବ୍ୟୁରୋ)- ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ଗ୍ରୀନ ରେଳବାଇ(ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ)ରେ ପରିଣତ କରାଯିବ। ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ସହ ଲୋକୋମୋଟିଭରେ ଶକ୍ତି ସକ୍ରିୟତା ବୃଦ୍ଧି, ଇନଷ୍ଟଲେସନ/ଷ୍ଟେସନଗୁଡ଼ିକୁ ଗ୍ରୀନ ସାର୍ଟିଫିକେସନ କରାଯିବ। ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବ...

ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ

ମୁମ୍ବାଇ,୧୩।୭ : ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ ଦାବିଦାର ରହିଛନ୍ତି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚଳିତ ମାସ ୨୩ରେ ଏହି ପଦବୀ ଲାଗି ସାକ୍ଷାତକାର ନେବ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କାର୍ଯ୍ୟକାଳ...

-୪.୫% ରହିବ ଅଭିବୃଦ୍ଧି

ମୁମ୍ବାଇ,୧୩।୭: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ନକାରାତ୍ମକ ରହିବ। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି -୪.୫% ରହିବ ବୋଲି ଫିକି ପକ୍ଷରୁ ହୋଇଥିବା ସର୍ଭେରେ ପୂର୍ବାନୁମାନ କରାଯାଇଛି। ଏହି ସର୍ଭେରେ କୁହାଯାଇଛି ଯେ, କରୋନା ମାମଲା ବର୍ତ୍ତମାନ...

ବଢୁଛି ଟମାଟୋ ଦର: ଦିଲ୍ଲୀରେ ୭୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୧୨।୭ : କୋଭିଡ୍‌ ଯୋଗୁ ଉତ୍ପାଦନ ପ୍ରଭାବିତ ହେବା ଫଳରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ଦେଶର ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ରବିବାର କିଲୋ ପିଛା ୭୦ ଟଙ୍କା ଛୁଇଁଛି। କେବଳ ଅଣ ସଙ୍ଗଠିତ ବଜାର...

ଜିଓରେ କ୍ୱାଲ୍‌କମ୍‌ର ୭୩୦ କୋଟି ନିବେଶ

ନୂଆଦିଲ୍ଲୀ,୧୨।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ କ୍ୱାଲ୍‌କମ୍‌ ଭେଞ୍ଚରର ନିବେଶ ଫାର୍ମ କ୍ୱାଲ୍‌କମ୍‌ ଇନ୍‌କର୍ପୋରେଟେଡ ୭୩୦ କୋଟି ଟଙ୍କା ନିବେଶ କରିଛି। ୫ଜି ଏବଂ ଓ୍ବେର୍‌ଲେସ ଟେକ୍ନୋଲୋଜି କ୍ଷେତ୍ରରେ କ୍ୱାଲ୍‌କମ୍‌ ଏକ ପ୍ରମୁଖ କମ୍ପାନୀ। ଏହି ସହଭାଗିତା ଦ୍ୱାରା...

ଏନ୍‌ବିଏଫ୍‌ସିଗୁଡ଼ିକର ସ୍ଥିତିରେ ସୁଧାର ଆସିନି

ନୂଆଦିଲ୍ଲୀ,୧୨।୭: କୋଭିଡ୍‌ ଯୋଗୁ ଦେଶର ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକରେ ସମସ୍ୟା ଲାଗିରହିଛି। ସ୍ଥିତିରେ ସୁଧାର ଆସି ନ ଥିବାରୁ ଏନ୍‌ବିଏଫ୍‌ସି ପରିଚାଳନା ପୁଞ୍ଜି ଆବଶ୍ୟକ କରୁଛନ୍ତି। ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସ୍ବତନ୍ତ୍ର ନଗଦ ଯୋଗାଣ ଯୋଜନାରେ ଏହି...

ବଦଳିଲା ବିମାନ ଯାତ୍ରା ନିୟମ, ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୧୨।୭ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଯାତ୍ରା ସଂକ୍ରାନ୍ତ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ମୁତାବକ ବିମାନ ଯାତ୍ରା କରିବାର ୩ ସପ୍ତାହ ପୂର୍ବରୁ ଯାତ୍ରୀ କୋଭିଡ ପଜିଟିଭ ନ ଆସିଥିଲେ ଯାତ୍ରା...

ଏହି ୧୧ ଆପ୍‌ ଉପରେ ବ୍ୟାନ୍‌ ଲଗାଇଲା ଗୁଗୁଲ, ଫୋନରେ ଥିଲେ ତୁରନ୍ତ କାଟନ୍ତୁ..!

ଅନେକ ସମୟରେ ସୋସିଆଲ ମିଡିଆ ଠକେଇ ଘଟଣା ସାମ୍ନାକୁ ଆସିଥାଏ। ସ୍ମାର୍ଟଫୋନ୍‌ରୁ ଡାଟା ଚୋରି କରି ଏଭଳି କାର୍ଯ୍ୟ କରାଯାଇଥାଏ। ଏହା ଜଣାପଡ଼ିବା ପରେ ଗୁଗୁଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ କିଛି ଆପ୍‌କୁ କାଢ଼ି ଦିଆଯାଏ। ସେଭଳି କିଛି ଘଟଣାକ୍ରମରେ...

ଏପରି ବଦଳାନ୍ତୁ ଆଧାରରେ ଥିବା ନିଜ ଭୁଲ୍‌ ଜନ୍ମତାରିଖ

ଆଜିକାଲି ଆଧାରକାର୍ଡ ଆମ ଜୀବନର ଏକ ପ୍ରମୁଖ କାଗଜପତ୍ର ପାଲଟିଲାଣି। ଆଧାର ବିନା ସରକାରୀ ଯୋଜନାର ଲାଭ ଉଠାଇବା ମୁସ୍କିଲ। କାରଣ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଲାଗି ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପିଲାଙ୍କ ଦାଖଲଠାରୁ ଆରମ୍ଭ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri