ବାଣିଜ୍ୟ

ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ୧.୨୩ ଲକ୍ଷ କୋଟି ଟଙ୍କା ବାକି

ନୂଆଦିଲ୍ଲୀ,୨୯।୬ : ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ରାଶି ୬୩% ବୃଦ୍ଧି ଘଟି ୧.୨୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି କ୍ଷେତ୍ର ବର୍ତ୍ତମାନ ଚାପରେ ରହିଛି। ଏଭଳି ସ୍ଥିତିରେ ଗତ...

ନୂଆ ଅବତାରରେ ଏସି ଟ୍ରେନ; ମିଳିବ ଓଟି ଭଳି ସ୍ବଚ୍ଛ ପବନ

ନୂଆଦିଲ୍ଲୀ,୨୯।୬: ଭାରତୀୟ ରେଲଓ୍ବେ ତା’ର ଶୀତତାପ ନିୟନ୍ତ୍ରିତ(ଏସି) ଟ୍ରେନ ଗୁଡିକରେ ଅପରେଶନ ଥିଏଟର(ଓଟି)ରେ ଉପଲବ୍ଧ ହେଉଥିବା ନିର୍ମଳ ବାୟୁ ସୁବିଧା ପ୍ରଦାନ କରିବ। ବର୍ତ୍ତମାନ ବ୍ୟବହାର ହେଉଥିବା ସର୍କୁଲେଟେଡ ଏୟାର ସୁବିଧା ପରିବର୍ତ୍ତେ ନୂଆ ବ୍ୟବସ୍ଥା ଲାଗୁ କରାଇବା ନେଇ...

ଯାତ୍ରା ଭତ୍ତା ଉପରେ ଆୟକର ଛାଡ ଦାବି କରିହେବ:ସିବିଡିଟି

ନୂଆଦିଲ୍ଲୀ,୨୯।୬ : କର୍ମଚାରୀ ନିଯୁକ୍ତିଦାତାଙ୍କଠାରୁ ଲାଭ କରୁଥିବା ଯାତ୍ରା ଭତ୍ତା ଉପରେ ଆୟକର ଛାଡ ପାଇବା ନେଇ ଦାବି କରିପାରିବେ। ନୂଆ ଟିକସ ବ୍ୟବସ୍ଥା ଅନ୍ତର୍ଗତ ସରକାର ଏହି ସୁବିଧା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)...

ତେଲ ଦର ବୃଦ୍ଧିରେ ବିରତି;୨୧ ଦିନ ଧରି ବଢି ଚାଲିଥିଲା

ନୂଆଦିଲ୍ଲୀ,୨୯।୬ : ଗତ ୨୧ ଦିନ ଧରି ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଛି। କରୋନା ସଙ୍କଟରେ ଏଭଳି ଲଗାତର ଦର ବୃଦ୍ଧିକୁ ନେଇ ସାରା ଦେଶରେ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୭...

ୟୁନିଲିଭର ପରେ ଲରିୟଲ ତା’ର ପ୍ରଶାଧନ ସାମଗ୍ରୀ ଉପରୁ ‘ହ୍ବାଇଟନିଂ’, ‘ଫେୟାର’ଶବ୍ଦ ଉଠାଇବାକୁ ନେଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ସୋସିଆଲ ମିଡିଆରେ ଭେଦଭାବକୁ ନେଇ ଏକ ଯୁକ୍ତି କିଛିଦିନ ତଳେ ଦେଖିବାକୁ ମିଳିଥିଲା। ଏଥିରେ ବିୟୁଟି ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ କଳା-ଗୋରା ମଧ୍ୟରେ ଭେଦଭାବ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏହାକୁ ନେଇ କେତେଜଣ ୟୁଜର୍ସ ଫେୟାରନେସ୍‌ କ୍ରିମ...

କର୍ପୋରେଟ ମାମଲାରେ ସୁପ୍ରିମକୋର୍ଟ ଗଲେ ଅଜୀମ ପ୍ରେମଜୀ

ନୂଆଦିଲ୍ଲୀ,୨୮।୬: ଏକ କର୍ପୋରେଟ ଆପରାଧୀକ ଅଭିଯୋଗରେ ବାଙ୍ଗାଲୋର କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇଟି କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱ ଅଜୀମ ପ୍ରେମଜୀ ଏବଂ ତାଙ୍କ ସ୍ତ୍ରୀ ୟାସିନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟଙ୍କ ଦ୍ୱାରା ଜାରି ସମନ ରଦ୍ଦ କରାଯାଉ...

୨୧ ଦିନ ଧରି ବଢୁଛି ତେଲ ଦର

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଗତ ୨୧ ଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଛି। କରୋନା ପାଇଁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାରେ ଥିବା ବେଳେ ତେଲ ଦରରେ ବିରତି ଲାଗୁ ନ ଥିବାରୁ ଏହା ଖାଉଟିଙ୍କୁ ସମସ୍ୟାରେ...

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ ସେପ୍ଟେମ୍ବର ୩୧ ଯାଏ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରିଛି।...

ନରେଶ ଗୋୟଲଙ୍କ ବିରୋଧରେ ତଦନ୍ତ ବନ୍ଦକୁ ଇଡିର ବିରୋଧ

ନୂଆଦିଲ୍ଲୀ,୨୮।୬: ଜେଟ୍‌ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତାଙ୍କ ବିରୋଧରେ ତଦନ୍ତ ବନ୍ଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧ କରିଥିବା ଜଣାପଡିଛି। ବର୍ତ୍ତମାନ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇ ପଡିଛି। ନରେଶ ଗୋୟଲଙ୍କ ବିରୋଧରେ ଚାଲିଥିବା ଠକେଇ...

ଜେଫ୍‌ ବେଜୋସଙ୍କୁ କାହିଁକି କପି କ୍ୟାଟ୍‌ କହିଲେ ଏଲନ ମସ୍କ

ନୂଆଦିଲ୍ଲୀ,୨୮।୬ : ସେଲ୍ଫ ଡ୍ରାଇଭିଂ ଷ୍ଟାର୍ଟ ଅପ୍‌ ଜକ୍ସ ଇଙ୍କ୍‌କୁ ଆମାଜନ ଡଟ୍‌ କମ୍‌ ଅଧିଗ୍ରହଣ କରିଛି। ଏହାର ଗୋଟିଏ ଦିନ ପରେ ଟେସଲା ଇଙ୍କ୍‌ର ପ୍ରତିଷ୍ଠାତା ଏଲନ ମସ୍କ ଆମାଜନ ସିଇଓ ଜେଫ୍‌ ବେଜୋସଙ୍କୁ ଟୁଇଟରେ ତାଚ୍ଛଲ୍ୟ କରି...

୪ ଲକ୍ଷ ଏମ୍‌ଏସ୍‌ଏମ୍‌ଇଙ୍କୁ ଏସ୍‌ବିଆଇର ସହାୟତା

ନୂଆଦିଲ୍ଲୀ,୨୮।୬:  କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ଘୋଷଣା କରିଥିବା ୩ ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲଜିଏସ୍‌)ରେ ଏସ୍‌ବିଆଇ ୪ ଲକ୍ଷ ଆକାଉଣ୍ଟରେ ଋଣ ଯୋଗାଇ ଦେଇଛି। ଲକ୍‌ଡାଉନରେ କରୋନା...

ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କଲେ ୯୦ କମ୍ପାନୀ, ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri