ବାଣିଜ୍ୟ

ଦିନକୁ ୩ ଜିବି ଡାଟା ଦେଉଥିବା ଜିଓର ଶସ୍ତା ପ୍ଲାନ୍‌, ଜାଣନ୍ତୁ…

ନୂଆଦିଲ୍ଲୀ, ୨୭।୬: ରିଲାଏନ୍ସ ଜିଓ ଆଣିଛି ୩ଜିବି ଡାଟା ପ୍ୟାକ୍‌ ଅଫର। ଏଥିରେ ବ୍ୟବହାରକାରୀଙ୍କୁ ଦୈନିକ ୩ଜିବି ଡାଟା ସହ କଲ, ଏସ୍‌ଏମ୍‌ଏସ୍‌ ଏବଂ ଅନ୍ୟ ସୁବିଧା ମିଳିବ। ଏଥିପାଇଁ ସର୍ବନିମ୍ନ ପ୍ୟାକ୍‌ର ମୂଲ୍ୟ ୩୪୯ଟଙ୍କା ରହିଛି। ଏଥିରେ ଜିଓରୁ...

ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର

ନୂଆଦିଲ୍ଲୀ, ୨୭।୬: ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର। ଶନିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୧୩ଟଙ୍କାରୁ ବୃଦ୍ଧି...

୨୦% ବଢ଼ିଛି ସବ୍‌ସିଡି ଏଲ୍‌ପିଜି ଦର

ନୂଆଦିଲ୍ଲୀ,୨୭।୬: ଗତ ଗୋଟିଏ ବର୍ଷ ମଧ୍ୟରେ ସବ୍‌ସିଡି ଏଲ୍‌ପିଜି ଦର ୨୦% ବଢ଼ିଛି। ସମାନ ସମୟ ଅବଧି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପ୍ରାୟ ୪୦% ଖସିଥିଲେ ମଧ୍ୟ ସବ୍‌ସିଡି ଏଲ୍‌ପିଜି ଦରରେ ଏଭଳି ବୃଦ୍ଧି ଘଟିଥିବା...

ଦୀପାବଳିରେ ଚାଇନା ସାମଗ୍ରୀ ବିକିବେନି ବ୍ୟବସାୟୀ

ନୂଆଦିଲ୍ଲୀ,୨୭।୬: ଚଳିତ ବର୍ଷ ସ୍ବଦେଶୀ ଉପାୟରେ ଦୀପାବଳି ପାଳନ କରିବା ଲାଗି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ଦୀପାବଳିକୁ ଶତ ଏହି ଉପାୟରେ ପାଳନ କରିବା ଲାଗି ବ୍ୟବସାୟୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥି ଲାଗି ବ୍ୟବସାୟୀମାନେ...

ରେଲଓ୍ବେ ଲଗାଇବ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା;ସାମ୍ନାକୁ ଆସିଲେ ଜଣାଇଦେବ ଲକ୍ଷଣ

ନୂଆଦିଲ୍ଲୀ,୨୭।୬: କରୋନା ବିରୋଧରେ ଲଢ଼େଇ ଜାରି ରଖିବା ସହ ରେଲଓ୍ବେ ନିରନ୍ତର ଟେକ୍ନାଲୋଜିର ସହାୟତା ନେଉଛି। ଏହାଦ୍ୱାରା ସଫଳତା ମଧ୍ୟ ମିଳୁଛି। ଷ୍ଟେଶନ ପରିସରରେ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା ବର୍ତ୍ତମାନ ରେଲଓ୍ବେ ନିଷ୍ପତ୍ତି ନେଇଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରରେ...

ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭।୬ : ବର୍ତ୍ତମାନ ଯାଏ କରୋନା ସ୍ଥିତିରେ ସୁଧାର ଆସିନାହିଁ। ଘରୋଇ ବଜାରରେ ମେ ୨୫ରୁ ବିମାନ ସେବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସ୍ଥିତିର ଜଟିଳତାକୁ ବିଚାରକରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ...

୫୨ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ,୨୭।୬ : କରୋନା ମାମଲା ଯେଭଳି ଭାବେ ବଢୁଛି ସେଭଳି ତା’ର ପ୍ରଭାବ ନିବେଶକଙ୍କ ମନୋଭାବ ଉପରେ ପଡୁଛି। ଏଭଳି ସ୍ଥିତିରେ ସାରା ଦୁନିଆର ନିବେଶକ ନିବେଶର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ସୁନାର ଚାହିଦା ବଢୁଥିବାରୁ ଦାମରେ...

ଏମ୍‌ଏସ୍‌ଏମ୍‌ଇ ଲାଗି ଏସ୍‌ବିଆଇର ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର,୨୭।୬(ବ୍ୟୁରୋ) : ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଏହି ଶିଳ୍ପର ଅବସ୍ଥା ବିଗିଡ଼ିଯାଇଛି। ବିଭିନ୍ନ ସମସ୍ୟା ଦେଇ...

ପରଟା ପରେ ଏବେ ପପ୍‌କର୍ଣ୍ଣ ଉପରେ ଲାଗିଲା ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୬।୬: କର୍ଣ୍ଣାଟକରେ ମାଲାବାର ପରଟା ଉପରେ ୧୮% ଜିଏସ୍‌ଟି ଲଗାଯାଇଥିଲା। ଏବେ ଗୁଜରାଟରେ ପପ୍‌କର୍ଣ୍ଣ ଉପରେ ୧୮% ଜିଏସ୍‌ଟି ନେଇ ବିଜ୍ଞପ୍ତି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ପପ୍‌କର୍ଣ୍ଣ...

ଟିକ୍‌ଟକ୍‌କୁ ଟକ୍କର ଦେବ ୟୁଟ୍ୟୁବ୍‌

ନୂଆଦିଲ୍ଲୀ,୨୬।୬: ଟିକ୍‌ଟକ୍‌ର ଲୋକପ୍ରିୟତାକୁ ଦେଖି ଅନ୍ୟ ବଡ କମ୍ପାନୀଗୁଡିକ ସମାନ ଧରଣର ଆପ୍‌ ଆଣିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ କ୍ରମାଗତ ଭାବରେ ଛୋଟ ଭିଡିଓ ପ୍ଲାଟଫର୍ମ ମାଧ୍ୟମରେ ଟିକଟକ୍‌ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛନ୍ତି।...

ଲଗାତାର ୨୦ ଦିନ ପାଇଁ ବଢ଼ିଲା ତେଲଦର

ନୂଆଦିଲ୍ଲୀ,୨୬।୬: କରୋନା ସଂକ୍ରମଣ ଜନିତ ସମସ୍ୟା ମଧ୍ୟରେ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲଗାତାର ୨୦ ଦିନ ପାଇଁ ତେଲ ଦର ବଢ଼ିଛି। ପେଟ୍ରୋଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ସେହିଭଳି...

ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବେ ସରକାର;ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରୟାସ

ନୂଆଦିଲ୍ଲୀ,୨୬।୬ : କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି( ଆଇଏମ୍‌ଏଫ୍‌) ପୂର୍ବାନୁମାନ କରିଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri