ବାଣିଜ୍ୟ

ନିଜେ ସ୍ଥାପନ କରିଥିବା ବ୍ୟାଙ୍କରେ ଜାଲିଆତି କରି ଫସିଲେ; ରାଣା କପୁରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ମୁମ୍ବାଇ,୨୬।୬ : ଋଣ ଠକେଇ ମାମଲାରେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଚାର୍ଜଶିଟ ଦାୟର କରିଛି। ଏହା ପୂର୍ବରୁ ଇଡି ମଧ୍ୟ ଉକ୍ତ ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି। ମୁମ୍ବାଇର...

ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ଜମା ୬% ହ୍ରାସ

ଜୁରିକ,୨୬।୬ : ଭାରତୀୟ ବ୍ୟକ୍ତି ବିଶେଷ ଏବଂ କମ୍ପାନୀଙ୍କ ସୁଇସ୍‌ ବ୍ୟାଙ୍କ ଜମାରେ ୨୦୧୯ରେ ୬% ହ୍ରାସ ଦେଖାଯାଇଛି। ଏହି ସମୟରେ ଭାରତୀୟ ମାନେ ସୁଇସ ବ୍ୟାଙ୍କ ତଥା ଭାରତ ଭିତ୍ତିକ ସୁଇସ ବ୍ୟାଙ୍କଗୁଡିକରେ ୮୯୯ ନିୟୁତ ସୁଇସ ପ୍ରାଙ୍କ୍‌ସ...

‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୬ : ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି...

୮୦ ଟପିଲା ଡିଜେଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୯ ସଂକ୍ରମଣ ଜନିତ ସମସ୍ୟା ଦେଶର ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହି ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ଡରେ ଚଡକ ପକାଇଛି। ଗୁରୁବାର ତୈଳ ଦର ଡିଜେଲ ଲିଟର ପିଛା ୧୪ ପଇସା...

୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଗୁଲାର ଟ୍ରେନ ବାତିଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୦ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ କରୋନା କଟକଣା ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ରେଗୁଲାର ଟ୍ରେନ ଚଳାଚଳ ବନ୍ଦ ରହିବ। ଏହି ଟ୍ରେନଗୁଡିକର ଟାଇମ ଟେବୁଲକୁ ପରିବର୍ତ୍ତନ କରାଯିବା ସହ ପାସେଞ୍ଜର, ଏକ୍ସପ୍ରେସ ଏବଂ ଯାତ୍ରୀବାହୀ...

ପିଏମ୍‌ କିଷାନ ଖାତାର ବାଲାନ୍ସ ଜାଣିବାର ସହଜ ଉପାୟ

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦ୍ୱାରା କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ କୃଷକମାନଙ୍କ ଖାତାକୁ ବର୍ଷକୁ ୬ହଜାର ଟଙ୍କା ପଠାଯାଉଛି। ଏହା ୨ହଜାର ଲେଖାଏ...

ଟିକ୍‌ଟକ୍‌କୁ ଜୋରଦାର୍‌ ଟକ୍କର ଦେବ ଏହି ସ୍ବଦେଶୀ ଆପ୍‌

ନୂଆଦିଲ୍ଳୀ,୨୪।୬ : ଚାଇନାର ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ୨୦ ଯବାନ ଶହୀଦ ହେବା ଘଟଣାକୁ ନେଇ ଦେଶ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଇନା ସାମଗ୍ରୀର ବୟକଟ କରିବା ନେଇ ସାରା ଦେଶରେ କ୍ୟାମ୍ପେନ ହେଉଥିବା ଦେଖାଯାଇଛି।...

ହିନ୍ଦୁଜା ପରିବାରରେ ସମ୍ପତ୍ତି ବିବାଦ; କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୫।୬ : ବ୍ରିଟେନର ହିନ୍ଦୁଜା ଗ୍ରୁପ୍‌ର ଜଡ଼ିତ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦେଖାଯାଇଛି। ଏହି ବିବାଦ ବର୍ତ୍ତମାନ ବ୍ରିଟେନର ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ପରିବାର ବ୍ରିଟେନର ବିଲିୟନେୟାରଙ୍କ ତାଲିକାରେ ରହିଛି। ପରିବାରର ସଂରକ୍ଷକ କୁହାଯାଉଥିବା ୮୪...

ଜିଓରେ ଫେସ୍‌ବୁକ୍‌ ଅଂଶଧନ ହାସଲକୁ ସିସିଆଇ ମଞ୍ଜୁରୀ

ନୂଆଦିଲ୍ଲୀ,୨୫।୬ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ୯.୯୯% ଅଂଶଧନ ହାସଲ କରିଛି। ଏହାକୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏପ୍ରିଲରେ ରିଲାଏନ୍ସ ଏବଂ ଫେସ୍‌ବୁକ୍‌ ମଧ୍ୟରେ ୫.୭ ବିଲିୟନ ଡଲାର(୪୩,୫୭୪...

ଚିନ୍ତା ବଢାଇଲାଣି ତେଳ ଦର; ଜାଣନ୍ତୁ ଦର ବୃଦ୍ଧିର କାରଣ

ନୂଆଦିଲ୍ଲୀ,୨୫।୬: ଘରୋଇ ବଜାରରେ ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଡିଜେଲର ଦର ମହଙ୍ଗା ହୋଇଛି। ବୁଧବାର ଡିଜେଲ ଉପରେ ଲିଟର ପିଛା ଦର ୪୮ ପଇସା ବୃଦ୍ଧି ପାଇଛି। ସେହି ହିସାବରେ ପୂର୍ବ ତୁଳନାରେ ପେଟ୍ରୋଲ ଦର ମଧ୍ୟ ସ୍ଥିର...

ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ: ପ୍ରମୁଖ ଏଜେନ୍ସି ଆଶଙ୍କା ପ୍ରକଟ କଲେ

ନୂଆଦିଲ୍ଲୀ,୨୫।୬ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ନକାରାତ୍ମକ ରହିବ। ଅର୍ଥାତ୍‌ ଏହି ସମୟରେ ଅଭିବୃଦ୍ଧି ଗଭୀର ଭାବେ ଖସିଯିବ। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ୪.୫% ଖସିଯିବ ବୋଲି ଅନ୍ତର୍ଜାତୀୟ...

ମହାମାରୀ ଯୋଗୁ ଜଟିଳ ହେଉଛି ବିଶ୍ୱ ବଜାର ସ୍ଥିତି; ଜାଣନ୍ତୁ କ’ଣ କହିଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫।୬ : ବିଶ୍ୱ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବଜାର ପ୍ରଭାବିତ ହୋଇ ରହିଛି। ହେଲେ ମାନ୍ଦାବସ୍ଥାର ପ୍ରଭାବ ଯେତିକି ରହିବ ବୋଲି ଆକଳନ କରାଯାଇଥିଲା ତା’ଠାରୁ ସ୍ଥିତି ଏବେ ଅଧିକ ଜଟିଳ ହେଉଥିବା ଅନ୍ତର୍ଜାତୀୟ ମୁଦ୍ରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri