ନୂଆଦିଲ୍ଲୀ,୧୮।୬: ଦେଶର ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କ ଆର୍ଥତ୍କ ଷ୍ଟେଟମେଣ୍ଟକୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ଗୁରୁବାର ଏ ସମ୍ପର୍କରେ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆଡଜଷ୍ଟେଟ ଗ୍ରସ୍ ରେଭିନ୍ୟୁ(ଏଜିଆର୍) ସମ୍ପର୍କିତ ମାମଲାର ଶୁଣାଣି ଜୁଲାଇରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ...
ନୂଆଦିଲ୍ଲୀ,୧୮।୬: ୨୦୨୦ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ବିଶେଷ ଭାବେ ଅଭିବୃଦ୍ଧି କରିପାରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ପ୍ରାୟ ୪% ଖସିଯିବ ବୋଲି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପକ୍ଷରୁ ଆକଳନରେ କୁହାଯାଇଛି।...
ନୂଆଦିଲ୍ଲୀ,୧୮।୬: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାର ଲାଗି ନୂଆ ନୋକିଆ ୫୩୧୦ ଶୁଭାରମ୍ଭ କରାଯାଇଛି। ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ ମ୍ୟୁଜିକକୁ ନୂଆ କରି ନୂଆ ନୋକିଆ ୫୩୧୦ରେ ଏକ ଏମ୍ପି ୩ ପ୍ଲେୟର, ଏଫ୍ଏମ୍ ରେଡିଓ, ଶକ୍ତିଶାଳୀ...
Archives
Model This Week
ପିଲାଙ୍କ ଧରିତ୍ରୀ