ବାଣିଜ୍ୟ

ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ପେଟ୍ରୋଲ ଡିଜେଲ ଚାହିଦାରେ ପରିବର୍ତ୍ତନ ଦେଖାଯାଇଛି। ଅନ୍ତର୍ଜାତୀୟ ବଜାରରେ ରବିବାର ବ୍ରେଣ୍ଟ ଅଶୋଧିତ ତୈଳ ୪୦% ଡଲାରରୁ ଉର୍ଦ୍ଧ୍ୱକୁ ଟପିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ...

ବିଏସ୍‌ -୬ ଚାରିଚକିଆ ଯାନ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୮।୬: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଏସ୍‌-୬ ଯାନ ଲାଗି ନୂଆ ନିୟମ ଘୋଷଣା କରାଯାଇଛି। ଏହି ଯାନଗୁଡିକୁ ସହଜରେ ଚିହ୍ନିବା ଲାଗି ନୂଆ ବ୍ୟବସ୍ଥା ହୋଇଛି। ଏହି ନୂଆ ନିୟମ ୨୦୨୦ ଅକ୍ଟୋବର ପରଠାରୁ...

ଆଜି ଠାରୁ ଖୋଲିବ ହୋଟେଲ ଶିଳ୍ପ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ହୋଟେଲ ଶିଳ୍ପକୁ ବନ୍ଦ କରିଦେଇଥିଲେ। ଏହି ସଂକ୍ରମଣର ଭୟାବହତା କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ କଟକଣା ଜାରି କରିଥିଲେ। ୪ର୍ଥ...

୯୭ ହଜାର କୋଟି ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୭।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଆଡିଆ ନାମକ କମ୍ପାନୀ ୫,୬୮୩ କୋଟି ଟଙ୍କା ନିବେଶ କରିବ। ଭାରତକୁ ଡିଜିଟାଲ ସୋସାଇଟ ଭାବେ ଗଢି ତୋଳିବାରେ ଏହି ନିବେଶ ସହାୟକ ହେବ ବୋଲି ରିଲାଏନ୍ସ...

ଚାଇନାକୁ ଡରିଲା ଟୁଇଟର

ନୂଆଦିଲ୍ଲୀ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବେଖାତିର କରି ତାଙ୍କ ପୋଷ୍ଟକୁ ହଟାଇ ଦେଉଥିବା ଟୁଇଟର ଚାଇନାକୁ ଡରିଯାଇଛି। ଏହି ସୋସିଆଲ ନେଟଓ୍ବାର୍କିଂ ସାଇଟ ବେଜିଂକୁ ସୁହାଇଲା ଭଳି କାମ କରୁଛି। ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ପ୍ରମୁଖ କମ୍ପାନୀ ଅମୁଲର...

୫୮ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେବା ଦେଇଛି ରେଳପଥ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଜନିତ ସମସ୍ୟା ଓ ଲକଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଉଭୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ସୁପ୍ରିମ୍‌କୋର୍ଟ ରେଳମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ରେଳମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟରେ...

୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଲାଗି ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଗାମୀ ୨ ବର୍ଷରେ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବୋଲି ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ...

ଜିଓରେ ୯୦୯୩.୬୦କୋଟି ଟଙ୍କା ନିବେଶ କରିବ ମୁବାଦଲା

ମୁମ୍ବାଇ,୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ଲାଟ୍‌ଫର୍ମ ଜିଓରେ ଆବୁଧାବି ସ୍ଥିତ ପୁଞ୍ଜି ନିବେଶକାରୀ ସଂସ୍ଥା ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏ ନେଇ ଶୁକ୍ରବାର ଘୋଷଣା କରିଛି।...

ହଜାରେ କର୍ମଚାରୀଙ୍କୁ ଛଟେଇ କରିଛି ବେଣ୍ଟଲି

ଲଣ୍ଡନ,୬।୬: ବିଶ୍ୱରେ କାୟା ମେଲାଇଥିବା କରୋନା ସଂକ୍ରମଣର ବିଭିନ୍ନ ସମସ୍ୟା କାରଣରୁ ଇଂଲଣ୍ଡର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ବେଣ୍ଟଲି ତା’ର ହଜାରେରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିଛି। ଶୁକ୍ରବାର ଏ ସମ୍ପର୍କରେ ଏକ ରିପୋର୍ଟ ବିବିସିରେ ପ୍ରକାଶ ପାଇଛି...

ସମାନ ଆଇଏମ୍‌ଇଆଇ ନମ୍ବରରେ ତେର ହଜାର ମୋବାଇଲ

ନୂଆଦିଲ୍ଲୀ,୬।୬: ଦେଶରେ ସାଇବର ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେଶ ମଧ୍ୟରେ ସମାନ ଆଇଏମ୍‌ଇଆଇ ନମ୍ବରରେ ୧୩...

୨୨% ଗାର୍ମେଣ୍ଟ ୟୁନିଟ୍‌ ଖୋଲିଛି

ନୂଆଦିଲ୍ଲୀ,୬।୬: କରୋନା ସଂକ୍ରମଣ ଜନିତ ସମସ୍ୟାରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲକ୍‌ଡାଉନ ଜାରି କରିବା ସହ ପର୍ଯ୍ୟାୟକ୍ରମେ ଏହାକୁ ବୃଦ୍ଧି କରିଥିଲେ। ଏହି କଟକଣା କାରଣରୁ ଦେଶରେ ସବୁ...

ଦୋହଲିଗଲା ଖାଉଟିଙ୍କ ଆତ୍ମବିଶ୍ୱାସ

  ନୂଆଦିଲ୍ଲୀ,୬।୬: କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହି ମହାମାରୀ ଖାଉଟିଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିବା ଜଣାପଡିଛି। ଏଥିଲାଗି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri