ବାଣିଜ୍ୟ

ଏଲ୍‌ପିଜି ଦର ୧୧.୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୨।୬: ସୋମବାର ଅଣ ସବ୍‌ସିଡି ଏଲ୍‌ପିଜି କ୍ଷେତ୍ରରେ ସିଲିଣ୍ଡର ପିଛା ୧୧.୫ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ପ୍ରାୟ ୫୬.୫ ଟଙ୍କା ବଢ଼ିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ...

‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ଯୋଜନାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୬: ଜୁନ୍‌ ପହିଲାରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଯୋଜନାରେ ଓଡ଼ିଶା ସମେତ ସିକିମ ଏବଂ ମିଜୋରାମ ଭଳି ଆଉ ୩ ରାଜ୍ୟ ସାମିଲ ହୋଇଛନ୍ତି। ଫଳରେ ଉକ୍ତ ଯୋଜନାରେ ଯୋଗଦେଇଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର...

ମଝି ସିଟ୍‌ ଖାଲି ରଖିବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ସରକାର ଏହାକୁ ନଜରରେ ରଖି କଟକଣା କୋହଳ କରିଥିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ମେ ମାସ ୨୫ ପରଠାରୁ ସାରା ଦେଶରେ ଘରୋଇ ବିମାନ ଉଡ଼ାଣକୁ ଅନୁମତି ମିଳିଛି। ଏଭଳି ସ୍ଥିତିରେ...

ପ୍ରଦୀପ କୁମାର ତ୍ରିପାଠୀ ଇସ୍ପାତ ସଚିବ

ନୂଆଦିଲ୍ଲୀ,୨।୬: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ସୋମବାର କେନ୍ଦ୍ର ଇସ୍ପାତ ସଚିବ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ମେ ୩୧ରେ ଏହି ପଦବୀରେ ଅବସ୍ଥାପିତ ଥିବା ବିନୟ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି।...

କମ୍ପାନୀଗୁଡ଼ିକର ଗାଡ଼ି ବିକ୍ରିରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨।୬: କରୋନା କବଳିତ ବଜାରରେ ବର୍ତ୍ତମାନ ଚାହିଦା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମେ ମାସରେ ଦେଶର ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରି ସମ୍ପୂର୍ଣ୍ଣ ଖସି ଯାଇଛି। ପ୍ରମୁଖ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ବିକ୍ରି ୮୬% ଖସିଛି।...

ଭିମ୍‌ ଆପରୁ ୭ମିଲିୟନ ଡାଟା ଚୋରି ଅଭିଯୋଗ

ମୁମ୍ବାଇ,୨।୬ : ଦିନକୁ ଦିନ ସାଇବର ଅପରାଧ ମାମଲା ବଢୁଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ ପେମେଣ୍ଟ ଆପ୍ଲିକେଶନ ଭିମ୍‌ ଆପ୍‌ରୁ ପ୍ରାୟ ୭୦ ଲକ୍ଷ ଡାଟା ଚୋରି ହୋଇଥିବା ଇସ୍ରାଏଲ ସାରବର ସିକ୍ୟୁରିଟି ଫାର୍ମ...

ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୬: ଦେଶରେ ସୋମାବାର ଅନ୍‌ଲକ୍‌ ୧.୦ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ସାଧାରଣ ଜନତାଙ୍କ ଉପରେ ପଡିଛି ମହଙ୍ଗା ମାଡ। ଦେଶର ଅଏଲ ମାର୍କେଟିଂ କମ୍ପାନୀ ବିନା ସବ୍‌ସିଡି ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି। ବିଭିନ୍ନ ରାଜ୍ୟରେ...

ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ୧୪୫ ଗ୍ରାମ୍‌କୁ ବୃଦ୍ଧି

ଭୁବନେଶ୍ୱର,୧।୬: ଦେଶ ସ୍ବାଧୀନ ହେବା ସମୟରେ ଓଡ଼ିଶାରେ ହାରାହାରି ଦୈନିକ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ପ୍ରାୟ ୭୦ ଗ୍ରାମ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାକରି ପଦକ୍ଷେପ ନେଇଛନ୍ତି। ଫଳରେ...

୧୦ ଟିକିଆ ମୋବାଇଲ ନମ୍ବର ଜାରି ରହିବ

ନୂଆଦିଲ୍ଲୀ,୧।୬: ଘରୋଇ ବଜାରର ଉପଭୋକ୍ତାଙ୍କ ଲାଗି ୧୧ ଟିକିଆ ମୋବାଇଲ ନମ୍ବର ଜାରି କରିବା ଲାଗି କୌଣସି ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ଦିଆଯାଇ ନାହିଁ। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ ଏ ନେଇ ସ୍ପଷ୍ଟ କରିଛନ୍ତି। ୧୦ ଟିକିଆ ମୋବାଇଲ...

ଆଜିଠାରୁ ଗଡ଼ିବ ୨୦୦ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୧।୬: ଜୁନ୍‌ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବା ନେଇ ରବିବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ପ୍ରଥମ ଦିନରେ ଏହି ଟ୍ରେନ୍‌ଗୁଡ଼ିକରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବା ନେଇ ଯୋଜନା ଧାର୍ଯ୍ୟ...

୫୭ ମଡେଲ ରାଜପଥ ବିକଶିତ କରିବ ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୬: ଦେଶ ମଧ୍ୟରେ ୫୭ ମଡେଲ ରାଜପଥ ବିକଶିତ କରାଯିବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିକାଶ ହେବାକୁ ଥିବା ଏହି ରାଜପଥର ମୋଟ ଦୈର୍ଘ୍ୟ ୧୭୩୫ କିଲୋମିଟର ରହିଛି। ପ୍ରତି...

ସ୍ଥାନୀୟ ସାମଗ୍ରୀକୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଦଶନ୍ଧିରେ ଦେଶକୁ ଏକ ନୂଆ ଉପଲବ୍ଧି ପ୍ରଦାନ କରିବା ସହ ନୂଆ ସୋପାନକୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ଯେଉଁ ସାମଗ୍ରୀ ଭାରତରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri