ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା କ୍ଷେତ୍ର କାର୍ଯ୍ୟକଳାପ ଏହାଦ୍ୱାରା ଠପ୍ ହୋଇଯାଇଛି। କଲ୍ ସେଣ୍ଟର, ହୋଟେଲ ଶିଳ୍ପ, ଏୟାରଲାଇନ...
ନୂଆଦିଲ୍ଲୀ,୩୦।୫: ଦେଶର ୮ କୋର୍ ସେକ୍ଟର ଅଭିବୃଦ୍ଧି ଏପ୍ରିଲରେ ୩୮.୧% ଖସିଛି। ଏହି କ୍ଷେତ୍ରଗୁଡିକ ଭିତ୍ତିଭୂମି ଶିଳ୍ପ ସହ ଜଡିତ। ଗତ ବର୍ଷ ସମାନ ସମୟରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ କୋର୍...
ଓ୍ବାଶିଂଟନ,୩୦।୫: ଆମେରିକାର ପ୍ରମୁଖ ବିମାନ ମାନୁଫାକ୍ଚରିଂ କମ୍ପାନୀ ବୋଇଂ ତା’ର ୧୨ ହଜର କର୍ମଚାରୀଙ୍କୁ ଛଟେଇ କରିଛି । କରୋନା ମହାମାରୀର ଭୟାବହତା କାରଣରୁ ସାରା ବିଶ୍ୱରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଏହା ଉପତ୍ାଦନ ଉପରେ ମଧ୍ୟ...
Archives
Model This Week
ପିଲାଙ୍କ ଧରିତ୍ରୀ