ବାଣିଜ୍ୟ

୨୫ ହଜାର କୋଟି କ୍ଷତି ସହିବ ବିମାନ ଶିଳ୍ପ

ନୂଆଦିଲ୍ଲୀ,୮।୫: ଲକ୍‌ଡାଉନ ପାଇଁ ସାରା ବିଶ୍ୱରେ ବିମାନ ଶିଳ୍ପ ବଜାର ଏବେ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କରୋନା ଲକ୍‌ଡାଉନ ପାଇଁ ଭାରତ ବଜାର ୨୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ସୂଚନା...

ଶୀଘ୍ର ସ୍ବାଭାବିକ ହେବନି ବଜାର ସ୍ଥିତି

ଭୁବନେଶ୍ୱର,୮।୫: କୋଭିଡ୍‌-୧୯କୁ ନିୟନ୍ତ୍ରଣ ଲାଗି ସରକାର ଲକ୍‌ଡାଉନ ୩.୦ ଲାଗୁ କରିଛନ୍ତି। କିଛି କିଛି କ୍ଷେତ୍ରରେ କଟକଣା ସହ ବ୍ୟବସାୟ ପୁନଃ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଗତ କିଛି ସପ୍ତାହ ଧରି ବଜାର ବନ୍ଦ ରହିଥିବାରୁ...

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ରପ୍ତାନି ବ୍ୟାନ୍‌

ନୂଆଦିଲ୍ଲୀ,୭।୫:ଆଲ୍‌କହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ରପ୍ତାନିକୁ ସରକାର ନିଷେଧ କରିଛନ୍ତି। ବର୍ତ୍ତମାନ କରୋନାର ପ୍ରକୋପ ବୃଦ୍ଧି ହେଉଥିବାରୁ ଉପଲବ୍ଧତା ବଢ଼ାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାର କହିଛନ୍ତି। ବିଦେଶୀ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଏକ...

ଭାରି ପଡୁଛି ଟିକସ ବୋଝ; ୧୮.୨୮ ଟଙ୍କାରେ ମିଳନ୍ତା ପେଟ୍ରୋଲ

ନୂଆଦିଲ୍ଲୀ,୭।୫: ତେଲ ଉପରେ ଟିକସ ବୋଝ ଭାରି ପଡୁଛି। ଅଧିକ ଟିକସ ରହିବା ଯୋଗୁ ଗ୍ରାହକଙ୍କୁ ଚଢା ଦରରେ ପେଟ୍ରୋଲ ଡିଜେଲ କିଣିବାକୁ ପଡୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନିମ୍ନରେ ରହିଥିବା ବେଳେ ତେଲ କମ୍ପାନୀଗୁଡିକ ମୂଲ୍ୟ...

ପ୍ରକଳ୍ପ ମଞ୍ଜୁରୀ କ୍ଷେତ୍ରରେ ପରିବେଶ ମନ୍ତ୍ରଣାଳୟର ପଦକ୍ଷେପ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଦେଶ ମଧ୍ୟରେ ପ୍ରକଳ୍ପ ମଞ୍ଜୁରୀକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଭାବେ ୧୦ ମିନିଟ୍‌ରେ ପ୍ରକଳ୍ପ ମଞ୍ଜୁରୀ...

ରାଣା କପୁରଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ,୭।୫: ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚାର୍ଜଶିଟ୍‌ ଜାରି କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ଜାରି ରହିଥିବା ବେଳେ ସ୍ବତନ୍ତ୍ର କୋର୍ଟରେ ଶୁଣାଣି ହେଉଛି। ୟେସ୍‌ ବ୍ୟାଙ୍କର...

ପିଏମ୍‌ଜିକେପିରେ ୩୪,୮୦୦ କୋଟିର ସହାୟତା

ମୁମ୍ବାଇ,୭।୫: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମ୍‌ଜିକେପି) ବାବଦକୁ ସରକାର ୩୪,୮୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ପ୍ରାୟ ୩୯ କୋଟି ହିତାଧିକାରୀଙ୍କୁ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିରେ ଏହି ସହାୟତା ଯୋଗାଇ ଦିଆଯାଇଛି। ଲକ୍‌ଡାଉନରେ ବର୍ତ୍ତମାନ ଗରିବ ଲୋକମାନେ...

ଶୀଘ୍ର ସ୍ବାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ବସ୍‌, ଟ୍ରେନ୍‌ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା ରହିଛି। ସରକାର ବର୍ତ୍ତମାନ ଏ ଦିଗରେ ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛନ୍ତି। ଗମନାଗମନ...

ପେଟ୍ରୋଲ,ଡିଜେଲ ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ମଙ୍ଗଳବାର ସନ୍ଧ୍ୟାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ...

ଜିଏସ୍‌ଟି ବାର୍ଷିକ ରିଟର୍ନ ଫାଇଲ ସୀମା ବଢ଼ିଲା

ନୂଆଦିଲ୍ଲୀ,୭।୫: ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି)ର ବାର୍ଷିକ ରିଟର୍ନ ଫାଇଲ କରିବା ଶେଷ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି। ଏହା ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ବୃଦ୍ଧି ହୋଇଥିବା କେନ୍ଦ୍ରୀୟ ପରୋକ୍ଷ...

ଓପୋଲଫେଡ୍‌ର ହୋମ୍‌ ଡେଲିଭରି ସେବା

ଭୁବନେଶ୍ୱର,୭।୫: ଲକ୍‌ଡାଉନ ସମୟରେ ଓପୋଲଫେଡ୍‌ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଣଧାରା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହା ହୋମ୍‌ ଡେଲିଭରି ସେବା ଯୋଗାଣ ଦ୍ୱାରା ଲୋକଙ୍କ ନିକଟରେ ଉଚିତ ମୂଲ୍ୟରେ ଅଣ୍ଡା ଏବଂ କୁକୁଡ଼ା ମାଂସ ଯୋଗାଇ...

ଡିଲରଶିପ୍‌ ପୁନଃ କାର୍ଯ୍ୟକ୍ଷମ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍‌କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ସୂଚନା ରହିଛି। ଏହି ଡିଲରଶିପ୍‌ଗୁଡିକରୁ ଡେଲିଭରି ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri