ଉତ୍ତମ ସେବା ଗ୍ରାହକଙ୍କୁ ବାନ୍ଧିରଖେ
ଝାରସୁଗୁଡ଼ାସ୍ଥିତ ଇନଫିନିଟି ଭେଞ୍ଚରର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ପଓ୍ବନ କୁମାର ସୁଲତାନିଆ। ଜଣେ ସଫଳ ବ୍ୟବସାୟୀ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ପଓ୍ବନଙ୍କ ବ୍ୟବସାୟିକ ଯାତ୍ରା ଯୁବୋଦ୍ୟୋଗୀଙ୍କ ପ୍ରେରଣାର ଉତ୍ସ ପାଲଟିଥିବାବେଳେ ତାଙ୍କର ସାମଗ୍ରିକ ଯାତ୍ରା ସମ୍ପର୍କରେ ଧରିତ୍ରୀ...