ବାଣିଜ୍ୟ

କ୍ଷତିଗ୍ରସ୍ତ କ୍ଷେତ୍ରଗୁଡ଼ିକୁ ମିଳିବ ପ୍ୟାକେଜ

ନୂଆଦିଲ୍ଲୀ,୩୦।୪:ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତିରେ କ୍ଷତିଗ୍ରସ୍ତ ଶିଳ୍ପକ୍ଷେତ୍ରଗୁଡ଼ିକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବିସ୍ତୃତ ଭାବେ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏ ଦିଗରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର...

ସାମ୍ନାକୁ ଆସୁଛି ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର

ନୂଆଦିଲ୍ଲୀ,୩୦ ।୪: ଗତ କିଛି ସପ୍ତାହ ମଧ୍ୟରେ ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର ସାମ୍ନାକୁ ଆସୁଥିବା ଜଣାପଡ଼ିିଛି। କୋଭିଡ୍‌-୧୯ ଆଳରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାକୁ ଏଭଳି ଷଡ଼ଯନ୍ତ୍ର କରୁଥିବା ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ପକ୍ଷରୁ ବୁଧବାର ସୂଚନା...

ଏସ୍‌ବିଆଇ ମହିଳା ସଂଘ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର,୩୦ ।୪: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମହିଳା ସଂଘ ଭୁବନେଶ୍ୱର ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। କୋଭିଡ୍‌-୧୯ ଯୋଗୁ ଫସି ରହିଥିବା ଲୋକଙ୍କ ଲାଗି ସଂଘ ପକ୍ଷରୁ ଏଭଳି ବ୍ୟବସ୍ଥା ହାତକୁ ନିଆଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ନାରାୟଣ...

ଟିକସ ବୃଦ୍ଧି ପ୍ରସଙ୍ଗରେ ୩ ଅଧିକାରୀଙ୍କୁ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ ପ୍ରସ୍ତାବ ଦେଇଥିଲେ। ଆୟକରରେ ବୃଦ୍ଧି ନେଇ ମଧ୍ୟ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ...

ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀଙ୍କ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦେଶର ସବୁ ପ୍ରମୁଖ ବନ୍ଦରର...

ଭବିଷ୍ୟନିଧି ପାଣ୍ଠିରୁ ଉଠାଇଲେ ୩ ହଜାର କୋଟି

ନୂଆଦିଲ୍ଲୀ,୨୯।୪: ବର୍ତ୍ତମାନ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଲୋକଙ୍କର ଆର୍ଥତ୍କ ସ୍ଥିତିକୁ କରୋନା ଖରାପ କରିଥିବା ନଜରକୁ ଆସିଛି। ଲକ୍‌ଡାଉନର ବର୍ତ୍ତମାନ ସମୟ ଯାଏ ଲୋକମାନେ ସେମାନଙ୍କ ଭବିଷ୍ୟନଧି ପାଣ୍ଠି ଖାତାରୁ ଟଙ୍କା ଉଠାଉଥିବା ଦେଖାଯାଉଛି।...

ଏଡିବି ଦେଲା ୧୨ ହଜାର କୋଟି ଋଣ ସହାୟତା

ନୂଆଦିଲ୍ଲୀ,୨୯।୪: କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୧.୫ ବିଲିୟନ ଡଲାର( ପ୍ରାୟ ୧୨ ହଜାର କୋଟି ଟଙ୍କା)ର ଋଣ ସହାୟତା ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛି। ଗରିବ, ସାମାଜିକ ଦୁର୍ବଳ ବର୍ଗ...

ଭାରତର ରେଟିଂ ଉପରେ ଚାପ ଆସିପାରେ

ନୂଆଦିଲ୍ଲୀ,୨୯।୪: ଭାରତର ସୋଭରେନ ରେଟିଂ ଉପରେ ଚଳିତ ବର୍ଷ ଚାପ ଆସିପାରେ। ଭାରତ ଚଳିତ ବର୍ଷ ନିମ୍ନ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ଦେଶର ବିତ୍ତୀୟ ପରିଦୃଶ୍ୟ ଖରାପ ହେବା ନେଇ ଆଶଙ୍କା ଉପୁଜିଛି। ବିତ୍ତୀୟ...

ଭବିଷ୍ୟତ ବିକ୍ରିକୁ ନେଇ ଚିନ୍ତାରେ ଅଟୋ କମ୍ପାନୀ

ନୂଆଦିଲ୍ଲୀ,୨୯।୪: ସାରା ଦେଶରେ ଲକ୍‌ଡାଉନ ଏବଂ ଚାହିଦା ହ୍ରାସ ଭଳି ସମସ୍ୟା ସହ ଦେଶର ଅଟୋ କମ୍ପାନୀଗୁଡ଼ିକ ଜୁଝିହେଉଛନ୍ତି। ମାନ୍ଦାବସ୍ଥା ଲାଗି ଗତ ଗୋଟିଏ ବର୍ଷ ହେବ ଦେଶର ଅଟୋ କମ୍ପାନୀ ସମସ୍ୟାରେ ଅଛନ୍ତି। ବର୍ତ୍ତମାନର କୋଭିଡ୍‌-୧୯ ସ୍ଥିତି କମ୍ପାନୀଗୁଡିକର...

ମାନ୍ଦା ପଡ଼ିବ ଆଇଟି କମ୍ପାନୀଙ୍କ ନିଯୁକ୍ତି

ବାଙ୍ଗାଲୋର,୨୯।୪: ଚଳିତ ବର୍ଷ ଦେଶର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ଫିକା ପଡ଼ିପାରେ। ସେହିଭଳି ବରିଷ୍ଠ କର୍ମଚାରୀଙ୍କ ବେତନ ୨୦ରୁ ୨୫% ହ୍ରାସ ହୋଇ ପାରେ। ମହାମାରୀ ଯୋଗୁ କମ୍ପାନୀଗୁଡିକ ଏଭଳି ନିଷ୍ପତ୍ତି ନେବେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ ଟି.ଭି.ମୋହନଦାସ...

ଖିଲାପକାରୀଙ୍କ ୬୮ ହଜାର କୋଟିର ଋଣ ରାଇଟଅଫ୍‌

ନୂଆଦିଲ୍ଲୀ,୨୮।୪: ମେହୁଲ ଚୋକ୍‌ସୀଙ୍କ ସମେତ ୫୦ ପ୍ରମୁଖ ଇଚ୍ଛାକୃତ ଖଲାପକାରୀଙ୍କ ୬୮ ହଜାର କୋଟି ଟଙ୍କାର ଋଣ ରାଇଟଅଫ୍‌ କରାଯାଇଛି। ଏହି ଖଲାପକାରୀଙ୍କ ଉପରେ ରହିଥିବା ୬୮,୬୦୭ କୋଟି ଟଙ୍କା ବ୍ୟାଙ୍କଗୁଡିକ ସେମାନଙ୍କ ଋଣ ଖାତାରୁ ବହିର୍ଭୂତ କରିଥିବା ରିଜର୍ଭ...

ମେ’ରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮।୪: ବିଭିନ୍ନ ଛୁଟି ଲାଗି ମେ ମାସରେ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଣୁ ନିଜର ଜରୁରୀ କାମ କରିବାକୁ ଥିଲେ ଶୀଘ୍ର ସାରିବାକୁ ଲୋକଙ୍କୁ ପରାମର୍ଶ ରହିଛି। ପହିଲାରେ ଶ୍ରମିକ ଦିବସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri