ବାଣିଜ୍ୟ

ସଂଶୋଧିତ ଏଫ୍‌ଡିଆଇ ନିୟମ ନେଇ ଭାରତକୁ ଚାଇନାର ସମାଲୋଚନା

ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ନିୟମକୁ ଭାରତ ସରକାର ଏବେ ପରିବର୍ତ୍ତନ କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଭାରତରେ ନିବେଶ ଲାଗି ଏବେ ସରକାରଙ୍କ ଅନୁମତି ଲୋଡ଼ା ପଡ଼ିବ ବୋଲି ଜଣାପଡ଼ିଛି। ଭାରତର ଏଭଳି ପଦକ୍ଷେପକୁ ଚାଇନା ସୋମବାର ସମାଲୋଚନା...

ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଅଶୋଧିତ ତୈଳ

ମୁମ୍ବାଇ,୨୧।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଚାହିଦା ଖସିବା, ଆମେରିକାର ଷ୍ଟୋରେଜରେ ବୃଦ୍ଧି ଏବଂ କମ୍ପାନୀଗୁଡିକର ସ୍ଥିତି ଖରାପ ହେବା ଆଶଙ୍କାରେ ବଜାରରେ ଏଭଳି ପରିବର୍ତ୍ତନ ଦେଖାଯାଇଛି।...

ଆଇସିଆଇସିଆଇ ବ୍ୟାଙ୍କ ଦେଲା ୧୦୦ କୋଟି

ମୁମ୍ବାଇ,୨୧।୪: କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଯୋଗଦାନ ସ୍ବରୂପ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥ ମଧ୍ୟରେ ପିଏମ୍‌ କେୟାର୍ସ ପାଣ୍ଠିକୁ ୮୦ କୋଟି ଏବଂ ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ବାୟତ୍ତ...

ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ସିଇଓଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୪: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ସଭାପତି ତଥା ସିଇଓ ରୁଦ୍ରତେଜ ସିଂଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା। ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଏବଂ ମାନବବାଦୀ ଭାବେ ସେ ସର୍ବଦା ମନେ ରହିବେ ବୋଲି କମ୍ପାନୀ ପକ୍ଷରୁ...

କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ୨,୧୩୧ କୋଟି

ନୂଆଦିଲ୍ଲୀ,୨୧।୪: କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କରେ ରାଜ୍ୟଗୁଡିକର ଅଂଶ ବାବଦକୁ ଏପ୍ରିଲର କିସ୍ତି ପ୍ରଦାନ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୪୬,୦୩୮ କୋଟି ଟଙ୍କାର ରାଶିକୁ ମଞ୍ଜୁରୀ ଦିଆଯାଇଛି। ଏହି ରାଶି ମଧ୍ୟରୁ ୨,୧୩୧.୧୩ କୋଟି ଟଙ୍କା ପାଇବ...

ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ଦେଲା ୧ କୋଟି

ଭୁବନେଶ୍ୱର,୨୧।୪: ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ରହି ଅର୍ଥ ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କମ୍ପାନୀ...

ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କ ମଜୁରି ବଢ଼ିଲା

ନୂଆଦିଲ୍ଲୀ,୨୧।୪: ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସୋମବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଶ୍ରମିକଙ୍କ ମଜୁରିକୁ ୨୦ ଟଙ୍କା ବଢ଼ାଇଛନ୍ତି। ସୋମବାରଠାରୁ ଏହି...

ରାଜସ୍ଥାନ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ

ନୂଆଦିଲ୍ଲୀ,୨୧।୪: ଲକ୍‌ଡାଉନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ଲାଗି ରାଜସ୍ଥାନ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି। ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ ସରକାର ଭିଲଓ୍ବାଲା ଅଞ୍ଚଳରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରିଛନ୍ତି। ସାରା ଦେଶରେ ଲକ୍‌ଡାଉନ...

ବ୍ୟବସାୟୀଙ୍କୁ କାରବାର ଚିନ୍ତା

ମୁମ୍ବାଇ,୨୧।୪: ଦେଶ ମଧ୍ୟରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ଆସନ୍ତା ମାସ ୩ ତାରିଖକୁ ବଢ଼ାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ଅନ୍ୟ ସମସ୍ତ ବ୍ୟବସାୟ ଏବେ ବନ୍ଦ ରହିଛି। ଲୋକମାନେ...

ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ ପରେ ନିଷ୍ପତ୍ତି ବଦଳାଇଛନ୍ତି। ଇ-କମର୍ସ କମ୍ପାନୀଗୁଡ଼ିକ ଏହିସବୁ ସାମଗ୍ରୀ ବିକ୍ରି କରିପାରିବେ ନାହିଁ...

ଜିଡିପିର ୩-୫% ଖର୍ଚ୍ଚ କରିପାରିବ ଭାରତ: ବିଶ୍ୱ ବ୍ୟାଙ୍କ

ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସ୍ଥିତିକୁ ମୁକାବିଲା କରିବା ଲାଗି ଭାରତ ଏହାର ମୋଟ ଜିଡିପିର ୩ରୁ ୫% ଖର୍ଚ୍ଚ କରିପାରିବ। ଏହି ଅର୍ଥ ବ୍ୟବହାର କରି ଭାରତ ଏହା ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବାକୁ ସକ୍ଷମ ହୋଇପାରିବ ବୋଲି...

କରୋନା ଲଢ଼େଇରେ ପ୍ରତି ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ: ସୁବ୍ରତ ରୟ

ମୁମ୍ବାଇ,୨୦।୪: କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ଲୋଡ଼ା ରହିଛି। କରୋନା ବିରୋଧରେ ଲଢ଼େଇ କେବଳ ସରକାରଙ୍କ କାମ ନୁହେଁ। ପ୍ରତି ବ୍ୟକ୍ତି ବିଶେଷଙ୍କ ଯୋଗଦାନ ଏ କ୍ଷେତ୍ରରେ ଜରୁରୀ ହୋଇ ପଡିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri