ବାଣିଜ୍ୟ

୫ କୋଟି ଲୋକ ବେରୋଜଗାର

ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫ କୋଟି ଲୋକ ଚାକିରି ହରାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ ବା ଋଣସୁଧ ୩୫ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ର ସବୁ ବର୍ଗରେ ଏହା ଲାଗୁ ହେବ। ଏପ୍ରିଲ ୧୦ରୁ...

୭.୭୧ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୮।୪: ଭାରତୀୟ ପୁଞ୍ଜି ବଜାରରେ ମଙ୍ଗଳବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୭.୭୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଶ୍ୱ ବଜାରରେ କାରବାର ଉନ୍ନତ ରହିବା ଯୋଗୁ ଘରୋଇ ବଜାର ଉପରେ ଏହାର ଭଲ ପ୍ରଭାବ...

ସେବା କ୍ଷେତ୍ର ପରଫରମାନ୍ସ ହ୍ରାସ

ମାର୍ଚ୍ଚରେ ସର୍ଭିସ ସେକ୍ଟର ଗତିବିଧି ୮ ପଏଣ୍ଟ ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସିର୍ଭିସେସ ପିଏମ୍‌ଆଇ) ମାର୍ଚ୍ଚରେ ୪୯.୩% ରହିଛି। ଫେବୃୟାରୀରେ ଏହା ୫୭.୫% ରହିଥିଲା। କରୋନା ଭାଇରସ ପ୍ରଭାବ ଯୋଗୁ ସେବା...

କ୍ଷତିଗ୍ରସ୍ତ ହେବେ ଜି-୨୦ ଦେଶ

କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ଦେଶ ଏବେ କଟକଣା ଜାରି କରିଛନ୍ତି। ଏହା ଦ୍ୱାରା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ମୁଡିସ ଇନଭେଷ୍ଟର୍ସ ସିର୍ଭିସ ରିପୋର୍ଟ ମୁତାବକ ଜି-୨୦ ଦେଶଗୁଡିକର ଅର୍ଥ ବ୍ୟବସ୍ଥା ୨୦୨୦-୨୧...

ସରକାରଙ୍କୁ ପରାମର୍ଶ ଦେଲେ ରଘୁରାମ ରାଜନ

କରୋନା ଭାଇରସ ସମସ୍ୟାରୁ ବାହାରକୁ ବାହାରିକା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସବୁ କାମ କରନ୍ତୁ ବୋଲି ରାଜନ କହିଛନ୍ତି। ସେ ପୁଣି...

୨ କୋଟି ଟଙ୍କାର ସାମଗ୍ରୀ ଯୋଗାଇଲା ରାମ୍‌କୋ

ଭୁବନେଶ୍ୱର,୭।୪: କରୋନା ମୁକାବିଲା ପଦକ୍ଷେପ ଅନ୍ତର୍ଗତ ରାମ୍‌କୋ ସିମେଣ୍ଟସ ଲିମିଟେଡ ପକ୍ଷରୁ ଓଡିଶା ପାଇଁ ୨ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଯୋଗାଣ ହୋଇଛି। ଏହା ମଧ୍ୟରେ ଉନ୍ନତ ମାନ ବିଶିଷ୍ଟ ଅମ୍ଳଜାନ କନସେଣ୍ଟ୍ରେଟର, ମନିଟର, ପିଇଇ କିଟ୍‌ ଏବଂ...

ସାମଗ୍ରୀ ମହଜୁଦ ରୋକିବା ଲାଗି କମ୍ପାନୀଙ୍କ ପଦକ୍ଷେପ

ଲକ୍‌ଡାଉନ ସମୟରେ ରିଟେଲ ଷ୍ଟୋରଗୁଡିକରୁ ନେଇ ଅନ୍‌ଲାଇନ ଆପ୍‌ଗୁଡିକରୁ ନିତ୍ୟବ୍ୟବହାର ହେଉଥିବା ସାମଗ୍ରୀ ବିକ୍ରିରେ ବୃଦ୍ଧି ଘଟିଛି। ଏହି ସମୟରେ ପ୍ୟାନିକ ବାଇଙ୍ଗ ବା ଡରରୁ ସାମଗ୍ରୀ କିଣି ଜମା କରିବାକୁ ରୋକିବା ଲାଗି ବଡ ବଡ କରିନା ଷ୍ଟୋର...

ପେଟ୍ରୋଲ ୧୭%, ଡିଜେଲ ୨୬% ବିକ୍ରି କମିଲା

ଲକ୍‌ଡାଉନ ପାଇଁ ସାରା ଦେଶରେ ପେଟ୍ରୋଲ ଡିଜେଲ ବିକ୍ରି ହ୍ରାସ ଘଟିଛି। ମାର୍ଚ୍ଚରେ ପେଟ୍ରୋଲ ବିକ୍ରି ୧୭.୬% ହ୍ରାସ ଘଟିଥିବା ବେଳେ ଡିଜେଲ ବିକ୍ରି ୨୬% କମିଥିବା ଜଣାପଡିଛି। ସେହିଭଳି ବିମାନ ଇନ୍ଧନ ବା ଏଟିଏଫ୍‌ ବିକ୍ରିରେ ୩୧.୬% ହ୍ରାସ...

କର୍ମଚାରୀଙ୍କୁ ସାବାସି ଦେଲେ ମୁକେଶ

ବର୍ତ୍ତମାନର ସଙ୍କଟ ସମୟରେ ଦେଶ ସହ ଶକ୍ତ ଭାବେ ଛିଡା ହୋଇଥିବାରୁ ତାଙ୍କ କମ୍ପାନୀର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ସାବାସି ଦେଇଛନ୍ତି। ଜିଓ ଦ୍ୱାରା ମୋବାଇଲ ସେବା ଏବଂ ଇନ୍ଧନ ଯୋଗାଣ ଭଳି ନିରନ୍ତର ତଥା ଜରୁରୀ ସେବା...

ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ

  ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ହୋଇ ଯାଇଛି। ଏଭଳି ସ୍ଥିତି ଭାରତ ସାମ୍ନା କରିବ ବୋଲି ୨...

ସଙ୍କଟ ସ୍ଥିତିକୁ ଆସିପାରେ ୫୨% ଚାକିରି

ନୂଆଦିଲ୍ଲୀ, ୬।୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପଡିଛି। କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ହୋଇଥିବା ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri