ବାଣିଜ୍ୟ

ପରିଚାଳନା ବନ୍ଦ କଲା ଏୟାର ଡେକାନ

ନୂଆଦିଲ୍ଲୀ, ୬।୪: କରୋନା ମହାମାରି ଜନୀତ ଲକ୍‌ଡାଉନ ଲାଗି ଏବେ ସାରା ଦେଶରେ କମ୍ପାନୀଗୁଡିକ ବନ୍ଦ ପଡିଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏୟାରଡେକାନ ଏହାର ପରିଚାଳନା ବନ୍ଦ କରିଛି। କମ୍ପାନୀ ଏହା ଉପରେ ପଡିଥିବା...

ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ ଅର୍ଥ ବ୍ୟବସ୍ଥା ଲାଗି ଆସିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ...

କୋଭିଡ-୧୯ ଲାଗି ସହାୟତା

ନୂଆଦିଲ୍ଲୀ, ୬।୪: କୋଭିଡ୍‌-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ ହାଉସଗୁଡିକ ଏ ନେଇ ଆଗେଇ ଆସିଛନ୍ତି। ପ୍ରମୁଖ ସଂସ୍ଥା ସେମାନଙ୍କ ଯୋଜନା ମୁତାବକ...

୧୫ ଏପ୍ରିଲରୁ ବିମାନସେବା ଯୋଗାଇବ ଏୟାର ଏସିଆ

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ ଲକଡାଉନ ପାଇଁ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୧୫ରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବା ନେଇ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଇଣ୍ଡିଆ ସୂଚନା ଦେଇଛି।...

ଟିକସଦାତାଙ୍କୁ ଆଶ୍ୱସ୍ତି, ଫର୍ମ ୧୫ ଜି, ୧୫ ଏଚ ଫାଇଲ କରିବା ଅବଧି ବଢିଲା

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି। ଫର୍ମ ୧୫ଜି ତଥା ଫର୍ମ ୧୫ ଏଚ ଫାଇଲ କରିବାର ଅବଧିକୁ ଆୟକର ବିଭାଗ ଚଳିତ ବର୍ଷ ଜୁନ ୩୦...

୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬ କୋଚକୁ ଆଇସୋଲେଶନ ୱାର୍ଡରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଏହା ମାସ୍କ...

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ, ମହମବତୀ ଅବା ଟର୍ଚ୍ଚ ଲାଇଟ୍ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ...

୧.୫ ଲକ୍ଷ କୋଟି କ୍ଷତି ସହିବ ପର୍ଯ୍ୟଟନ ଶିଳ୍ପ

କରୋନା ଭୂତାଣୁ ଦେଶ ମଧ୍ୟରେ ଏବେ ବ୍ୟାପିଚାଲିଥିବା ବେଳେ ଦେଶର ବିମାନଚଳାଚଳ, ହୋଟେଲ ଏବଂ ମିଡିଆ କମ୍ପାନୀଗୁଡିକ ଏବେ ପରିଚାଳନା ନେଇ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏହି ଶିଳ୍ପଗୁଡିକର ପରିଚାଳନା ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଚାଲିଯାଉଥିବା ବିଶେଷଜ୍ଞ ମତ...

ଲକ୍‌ଡାଉନ ପାଇଁ ଦୈନିକ କ୍ଷତି ୪.୬୪ ବିଲିୟନ ଡଲାର

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବ୍ୟାପିବାରୁ ରୋକିବା ଲାଗି ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ବାଣିଜ୍ୟ କାରବାର ଠପ୍‌ ହୋଇଥିବା ବେଳେ ବିମାନ, ଟ୍ରେନ ସମେତ ଅନ୍ୟ ପରିବହନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ...

ନିମ୍ନ ସ୍ତରରେ ବିଜ୍‌ନେସ୍‌ ସେଣ୍ଟିମେଣ୍ଟ

କରୋନା ଯୋଗୁ ଦେଶର ମାନୁଫାକଚରିଂ କ୍ଷେତ୍ର କାର୍ଯ୍ୟକଳାପ ମାର୍ଚ୍ଚ ମାସରେ ହ୍ରାସ ଘଟିଛି। ଏହା ୪ ମାସର ସର୍ବନିମ୍ନ ସ୍ତର। କରୋନା ଏବଂ ଅନ୍ତର୍ଜାତୀୟ ବଜାରର ଚାହିଦା କମିବା ଯୋଗୁ ମାନୁଫାକଚରିଂ କମିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏଚ୍‌ଏସ୍‌...

ରାମ୍‌କୋ ସିମେଣ୍ଟ ପକ୍ଷରୁ ସହାୟତା

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବିରୋଧୀ ଲଢେଇରେ ରାମ୍‌କୋ ସିମେଣ୍ଟ ଯୋଗଦାନ ରଖିଥିବା ସୂଚନା ଦେଇଛି। କମ୍ପାନୀ ଓଡିଶା ସମେତ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ନାଟକ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ମିଳିତ ହୋଇ ଏ ଦିଗରେ ନିଜର...

ନାଲ୍‌କୋର ରେକର୍ଡ ଉତ୍ପାଦନ

ଭୁବନେଶ୍ୱର, ୩।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟି ଏବଂ ଆଲୁମିନା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। କମ୍ପାନୀ ୧୦୦%ରୁ ଉର୍ଦ୍ଧ୍ୱ କ୍ଷମତା ଉପଯୋଗକରି ଏହାର ଦାମନଯୋଡି ସ୍ଥିତ ପଞ୍ଚପଟମାଳି ବକ୍ସାଇଟ ମାଇନ୍ସରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri