ବାଣିଜ୍ୟ

ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ କ୍ଲାସ

ଭୁବନେଶ୍ୱର, ୩।୪: ବର୍ତ୍ତମାନର କରୋନା ଜନିତ ଲକ୍‌ଡାଉନ ସମୟରେ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ କ୍ଲାସ ଶୁଭାରମ୍ଭ ହୋଇଛି। ଫାକଲଟିମାନେ ଅନଲାଇନ ଲାଇଭ କ୍ଲାସ୍‌ରୁମ୍‌ ସେସନ କରୁଥିବା ବେଳେ କୋର୍ସ ଶେଷ...

ବ୍ୟାଙ୍କଗୁଡିକ ପାଇଁ ଆଉଟଲୁକ୍‌ ନେଗେଟିଭ କଲା ମୁଡିସ୍‌

ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଗୁରୁବାର ଭାରତୀୟ ବ୍ୟାଙ୍କଗୁଡିକ ଲାଗି ଆଉଟଲୁକ୍‌କୁ ନେଗେଟିଭ୍‌ କରିଛି। ଏହା ପୂର୍ବରୁ ଆଉଟଲୁକ୍‌ ଷ୍ଟେବଲ ବୋଲି ମୁଡିସ କହିଥିଲା। ବ୍ୟାଙ୍କଗୁଡିକର ଆସେଟ କ୍ୱାଲିଟି ବା ସମ୍ପତ୍ତି ଗୁଣବତ୍ତା ବର୍ତ୍ତମାନ ସମୟରେ ପ୍ରଭାବିତ ସ୍ଥିତିରେ ରହିବ ବୋଲି...

୩୫% କମିପାରେ ଘର ବିକ୍ରି

ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର ବର୍ଷରେ ପ୍ରମୁଖ ସହରଗୁଡିକରେ ଘର ବିକ୍ରି ୩୫% ଖସିପାରେ ବୋଲି କୁହାଯାଉଛି। ଅଫିସ...

ଯାତ୍ରୀବାହୀ ଯାନ ବିକ୍ରିରେ ବୃହତ୍‌ ହ୍ରାସ

କରୋନା ପ୍ରଭାବରେ ଯାତ୍ରୀବାହୀ ଯାନ ବିକ୍ରି ବୃହିତ ପରିମାଣର ହ୍ରାସ ଘଟିଛି। ଏହାବାଦ ୨ ଚକିଆ ବିକ୍ରି ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି। ରିପୋର୍ଟ ମୁତାବକ ମାର୍ଚ୍ଚ ମାସରେ ହ୍ୟୁଣ୍ଡାଇର ଯାନ ବିକ୍ରିରେ ୪୭% ହ୍ରାସ ଘଟିଥିବା...

ଲକ୍‌ଡାଉନ ଉଠାଇ ଦେବାକୁ ପରାମର୍ଶ

ବଜାରରୁ ଲକ୍‌ଡାଉନ ଉଠାଇ ଦେବାକୁ ଏଭଳି ସ୍ଥିତିରେ କେତେଜଣ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଆର୍ଥତ୍କ ସ୍ଥିତିକୁ ବିଚାର କରି ଲକ୍‌ଡାଉନ ଉଠାଇବା ନେଇ ସରକାର ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଦେଶର ଦିନ...

ଆଜିଠାରୁ ଜନଧନ ଖାତାରେ ମହିଳାଙ୍କୁ ସହାୟତା

ଭୁବନେଶ୍ୱର, ୩।୪: କୋଭିଡ୍‌-୧୯ ମୁକାବିଲା ଅଂଶସ୍ବରୂପ ଶୁକ୍ରବାରଠାରୁ ଜନଧନ ଖାତାରେ ମହିଳାଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ୨୦ କୋଟି ମହିଳାଙ୍କୁ ମାସିକ ୫୦୦ ଟଙ୍କାର ସହାୟତା ରାଶି...

୧୦୦ କୋଟି ଦାନ କରିବେ ଲକ୍ଷ୍ମୀ ମିତ୍ତଲ

ଲଣ୍ଡନ,୨ା୪(ପି.ଟି.): ପ୍ରବାସୀ ଭାରତୀୟ କୋଟିପତି ଲକ୍ଷ୍ମୀ ଏନ୍‌. ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍‌-କେୟାର୍ସ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। କୋଭିଡ-୧୯ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ...

ନିବେଶକଙ୍କ ୩.୨୦ ଲକ୍ଷ କୋଟି ଘାଟା

ନୂଆଦିଲ୍ଲୀ, ୨।୪: ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ ଦେଶର ପୁଞ୍ଜି ବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ନିମ୍ନରେ ରହିବା ଯୋଗୁ ନିବେଶକମାନେ ୩.୨୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।...

ଅଣ ସବ୍‌ସିଡି ଏଲ୍‌ପିଜି ୬୧.୫ ଟଙ୍କା କମିଲା

ନୂଆଦିଲ୍ଲୀ, ୨।୪: ବୁଧବାର ଦେଶ ମଧ୍ୟରେ ଅଣ ସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୬୧.୫ ଟଙ୍କା ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା ଯୋଗୁ ଏଭଳି ହ୍ରାସ ଘଟିଥିବା ଜଣାପଡିଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହା ଦ୍ୱିତୀୟ...

ମାର୍ଚ୍ଚରେ ୯୭,୫୯୭ କୋଟି ଟଙ୍କାର ଜିଏସ୍‌ଟି

ନୂଆଦିଲ୍ଲୀ, ୨।୪: ସରକାର ମାର୍ଚ୍ଚ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ୯୭,୫୯୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏହା ଫେବୃୟାରିରେ ୧.୦୫ ଲକ୍ଷ କୋଟି ଟଙ୍କା ରହିଥିଲା। ଫେବୃୟାରିରେ ସଂଗ୍ରହ ହୋଇଥିବା ମୋଟ ୯୭,୫୯୭...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୦.୭%

ଭୁବନେଶ୍ୱର,୨-୪: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ୩୩୦ ପଏଣ୍ଟ ଥିଲା। ଫେବୃୟାରୀ ଏଥିରେ ୨ ପଏଣ୍ଟ ହ୍ରାସ ଘଟି ୩୨୮ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୯ ପଏଣ୍ଟ...

ପିଏମ୍‌ କେୟାର୍ସ ପାଣ୍ଠିକୁ ଓ୍ବିପ୍ରୋ, ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଦେଲା ୧୧୨୫ କୋଟି

ନୂଆଦିଲ୍ଲୀ, ୨-୪: କୋଭିଡ୍‌ ମୁକାବିଲା ଲାଗି ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଏବଂ ଓ୍ବିପ୍ରୋ ମିଳିତ ଭାବେ ୧୧୨୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥ ରାଶି ମଧ୍ୟରେ ଓ୍ବିପ୍ରୋ ଲିମିଟେଡ ୧୦୦ କୋଟି, ଓ୍ବିପ୍ରୋ ଏଣ୍ଟରପ୍ରାଇଜେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri