ବାଣିଜ୍ୟ

କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା ସହିତ କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କାର ବୋନସ ଦେବାକୁ ଫେସବୁକ...

ଟଙ୍କା ଦ୍ୱାରା ବି କରୋନା ସଂକ୍ରମଣ ଆଶଙ୍କା: ଡିଜିଟାଲ କାରବାର ପରାମର୍ଶ ଦେଲା ଆରବିଆଇ

ନୂଆଦିଲ୍ଲୀ,୧୮।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଡିଜିଟାଲ କାରବାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଟଙ୍କା ଏବଂ କଏନ୍‌ ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ରହିଛି। ତେବେ ଏହାକୁ ରୋକିବା ଲାଗି...

୮୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୮-୩ : ଦେଶର ପୁଞ୍ଜିବଜାରରେ କରୋନା ଆତଙ୍କ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସେନ୍‌ସେକ୍ସରେ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। କରୋନା ଯୋଗୁ ମାନ୍ଦାବସ୍ଥା ସ୍ଥିତି ଉଜୁଜିବା ଆଶଙ୍କା ରହିଥିବାରୁ ନିବେଶକ ଛାନିଆ ହୋଇ ରହିଥିବାରୁ ପୁଞ୍ଜିବଜାରରେ ଏହାର...

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି।...

ସତର୍କ ରହିବାକୁ ବିମାନ କମ୍ପାନୀଙ୍କୁ ଡିଜିସିଏ ନିର୍ଦ୍ଦେଶ

ମୁମ୍ବାଇ,୧୮-୩: କରୋନା ଲାଗି ସତର୍କ ରହିବାକୁ ବିମାନ ଚଳାଚଳ କ୍ଷେତ୍ର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ପ୍ରତି ୨୪ ଘଣ୍ଟା ମଧ୍ୟରେ ବିମାନଗୁଡିକରେ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।...

ଘରୁ କାମ କରିବେ ଫୋର୍ଡର ୧୦ ହଜାର କର୍ମଚାରୀ

ମୁମ୍ବାଇ,୧୮-୩: କରୋନା ଯୋଗୁ ଅଟୋମୋବାଇଲ ଶିଳ୍ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆରମ୍ଭ ହୋଇଛି। ଆମେରିକା ଭିତ୍ତିକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଏହାର ୧୦ ହଜାର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି। ବିଜ୍‌ନେସ କ୍ରିଟିକାଲ ରୋଲରେ ଥିବା କର୍ମଚାରୀମାନେ...

କିଛି କର୍ମଚାରୀଙ୍କୁ ‘ଲିଭ୍‌ ଓ୍ବିଦାଉଟ୍‌ ପେ’ରେ ଛାଡ଼ିଲା ଗୋ ଏୟାର

ମୁମ୍ବାଇ,୧୮-୩: କରୋନା ଭାଇରସ୍‌ର ପ୍ରଭାବ ବିମାନ କମ୍ପାନୀଗୁଡିକ ଉପରେ ପରିଲକ୍ଷିତ ହୋଇଛି। ଗୋ ଏୟାର ଏହାର ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରିଦେଇଛି। ଏହାବାଦ କମ୍ପାନୀ କେତେଜଣ କର୍ମଚାରୀଙ୍କୁ ‘ଲିଭ୍‌ ଓ୍ବିଦାଉଟ ପେ’ରେ ଯିବାକୁ କହିଛି। ପ୍ରକ୍ରିୟା ସହ ଜଡିତ କମ୍ପାନୀର...

ବିତ୍ତୀୟ ଏବଂ ଆର୍ଥତ୍କ ପଦକ୍ଷେପ ଜରୁରୀ:ଏସ୍‌ବିଆଇ ରିସର୍ଚ୍ଚ

ମୁମ୍ବାଇ,୧୮-୩: କରୋନା ଯୋଗୁ ଉତ୍ପାଦନ ହ୍ରାସ ଏବଂ ସାମଗ୍ରୀର ଦରଦାମ ବଢ଼ିବା ଭଳି ସମସ୍ୟାକୁ କମ୍‌ କରିବା ଲାଗି ଅର୍ଥ ବ୍ୟବସ୍ଥାକୁ ସହାୟତା କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିତ୍ତୀୟ ଏବଂ ଆର୍ଥତ୍କ ପଦକ୍ଷେପ ଜରୁରୀ ବୋଲି ଏସ୍‌ବିଆଇ...

ଦେବାଳିଆ ହୋଇପାରନ୍ତି ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୮-୩: କରୋନା ମହାମାରୀର ପ୍ରଭାବ ଯୋଗୁ ସାରା ବିଶ୍ୱରେ ବିମାନ ଶିଳ୍ପ ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏଭଳି ସମସ୍ୟା ଆଗାମୀ ମେ’ ମାସ ଯାଏ ଯଦି ଲାଗି ରହେ ତେବେ ସାରା ବିଶ୍ୱରେ ବିମାନ କମ୍ପାନୀଗୁଡ଼ିକୁ ଦେବାଳିଆ ସ୍ଥିତିକୁ...

ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ବଢୁଛି

ନୂଆଦିଲ୍ଲୀ,୧୮-୩: କରୋନାର ପ୍ରଭାବରେ ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ସ୍ଥିତି ମାଡି ଆସୁଛି। ଷ୍ଟକ ବଜାର କାରବାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି। ଏହା ଦ୍ୱାରା...

୨ ଦିନରେ ଉଡିଗଲା ୯.୭୪ ଲକ୍ଷ କୋଟି

ମୁମ୍ବାଇ,୧୮-୩: ଶେୟାର ବଜାରରେ କାରବାର ଖସିବା ଯୋଗୁ ୨ ଦିନରେ ନିବେଶକ ୯.୭୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାରର ସୁରକ୍ଷିତ ନିବେଶ ଏବେ ଅସୁରକ୍ଷିତ ହୋଇଛି। ଗତ ୧୧ ଦିନରେ ସୁନା ଦର ୬ ହଜାର ଟଙ୍କା...

ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ନାହିଁ: ଆଇଆଇସିଏମ୍‌ଏ

ନୂଆଦିଲ୍ଲୀ,୧୮-୩: ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ହେବାର ଗୁଜବ ହେଉଛି। ଏହା ଦ୍ୱାରା ଆଇସ୍କ୍ରିମ ଶିଳ୍ପ ବିକ୍ରି ପ୍ରଭାବିତ ହୋଇଛି। ଏହାକୁ ନେଇ ଶିଳ୍ପ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଶିଳ୍ପ ପକ୍ଷରୁ କୁହାଯାଇଛି ଯେ, ଆଇସ୍କ୍ରିମ ଦ୍ୱାରା କରୋନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri