ବାଣିଜ୍ୟ

ଜିଏସ୍‌ଟି ପୋର୍ଟାଲ ଅସୁବିଧା ଦୂର କର:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨-୨: ଜିଏସ୍‌ଟି ପୋର୍ଟାଲରେ ରହିଥିବା ବିଭିନ୍ନ ଟେକ୍ନୋଲୋଜି ଜନିତ ଅସୁବିଧା ଦୂର କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍‌ଟି ସଂକ୍ରାନ୍ତ ପିଟିଶନର ଶୁଣାଣି କରି ଜଷ୍ଟିସ ଆର୍‌ .ଏଫ୍‌. ନରିମାନ ଏବଂ ଜଷ୍ଟିସ ରବିନ୍ଦର...

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଧାର୍ଯ୍ୟ ସମୟରେ ଋଣ ପରିଶୋଧ କରିବା ଉପରେ ସମସ୍ତ ଚାଷୀଙ୍କୁ ସର୍ବାଧିକ...

ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି:ସୀତାରାମନ

ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଅର୍ଥ ବ୍ୟବସ୍ଥା...

ଟ୍ରାଫିକ ନିୟମ ଉଲ୍ଲଙ୍ଘନ: ଚାଲାଣ ଦେୟ ଜମା ସମୟ ବଢ଼ିପାରେ

ନୂଆଦିଲ୍ଲୀ,୧୨-୨: ସରକାର ମୋଟର ଯାନ ଆଇନରେ ସଂଶୋଧନ ଆଣିବାକୁ ଯୋଜନା ରଖିଛନ୍ତି। ଟ୍ରାଫିକ ଏବଂ ପରିବହନ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଚାଲାଣ ଜମା କରିବା ସମୟକୁ ଏଥିରେ ବଢାଯାଇ ୬୦ ଦିନ କରାଯାଇପାରେ ବୋଲି କୁହାଯାଉଛି। ଏହି ସମୟ ସୀମା...

ଦିନେ ଛୁଇଁଥିଲେ ସଫଳତାର ଶିଖର….

ବ୍ୟବସାୟ ଜଗତରେ କେତେକ ବ୍ୟକ୍ତି ସଫଳତା ସିଡି ଚଢି ଚାଲିଥିବା ବେଳେ ଆଉ କିଛି ସଫଳ ହୋଇ ମଧ୍ୟ ଏବେ ବିଫଳ ହୋଇଛନ୍ତି। ହଜାର ହାଜର କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସ୍ଥିତି ବହୁତ ଖରାପ ହୋଇଛି।...

ଜାନୁୟାରୀରେ ପାସେଞ୍ଜର ଯାନ ବିକ୍ରି ୬% କମିଲା

ନୂଆଦିଲ୍ଲୀ,୧୧-୨: ଜାନୁୟାରୀ ମାସରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୬.୨% ହ୍ରାସ ଘଟିଛି। ଓନରଶିପ ମୂଲ୍ୟରେ ବୃଦ୍ଧି ଏବଂ ଜିଡିପିରେ ମନ୍ଥର ଅବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକସର୍ସ(ସିଆମ) ପକ୍ଷରୁ କୁହାଯାଇଛି।...

ଅଜ୍ଞ ଡାକ୍ତରଙ୍କ ହାତରେ ଅର୍ଥବ୍ୟବସ୍ଥା:ଚିଦାମ୍ବରମ

ନୂଆଦିଲ୍ଲୀ,୧୧-୨: ଦେଶର ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ସରକାରଙ୍କୁ ସୋମବାର ଟାର୍ଗେଟ କରିଛନ୍ତି। ମାନ୍ଦାବସ୍ଥା ଲାଗି ମୋଦି ସରକାର ଦାୟୀ ବୋଲି ସେ ଆରୋପ ଲଗାଇଛନ୍ତି। ଏବେ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତିକୁ ଆସିଥିବା...

ଓଏନ୍‌ଜିସି ସର୍ବାଧିକ ଲାଭ ଅର୍ଜନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୧୧-୨: ଓଏନ୍‌ଜିସି, ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଏବଂ ଏନ୍‌ଟିପିସି ୨୦୧୮-୧୯ର ସବୁଠାରୁ ଅଧିକ ଲାଭ ଅର୍ଜନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇପାରିଛନ୍ତି। ଏହାବାଦ ବିଏସ୍‌ଏନ୍‌ଏଲ୍‌, ଏୟାର ଇଣ୍ଡିଆ, ଏମ୍‌ଟିଏନ୍‌ଏଲ୍‌ ସର୍ବାଧିକ କ୍ଷତି ସହିଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ତାଲିକାରେ ଅଛନ୍ତି। ଏହି କମ୍ପାନୀଗୁଡିକ...

ରପ୍ତାନିକାରୀଙ୍କ ଲାଗି ଅନିବାର୍ଯ୍ୟ ହେବ ଜିଏସ୍‌ଟିଇନ୍‌ ତଥ୍ୟ

ନୂଆଦିଲ୍ଲୀ,୧୦-୨: ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ଲାଗି ଫେବୃୟାରୀ ୧୫ରୁ ଜିଏସ୍‌ଟିଇନ୍‌ ତଥ୍ୟ ପ୍ରଦାନ କରିବା ଅନିବାର୍ଯ୍ୟ ହେବ। ସାମଗ୍ରୀ ଓ ସେବା ଟିକସ କ୍ଷେତ୍ରରେ ହେଉଥିବା ରାଜସ୍ବ ଠକେଇକୁ ରୋକିବା ଦିଗରେ ରାଜସ୍ବ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।...

ରାଜ୍ୟ ପାଇବେ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୧୦-୨: ରାଜ୍ୟଗୁଡିକ ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଶୀଘ୍ର ପାଇବେ। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସହୁଥିବା ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଜିଏସ୍‌ଟି...

କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପର ୩,୫୦୦ କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ,୧୦-୨: କରୋନା ଭାଇରସ ଯୋଗୁ ଦେଶର ଅନ୍ୟ କ୍ଷେତ୍ର ଉପରେ ପ୍ରଭାବ ପଡୁଥିବା ଦେଖାଯାଉଛି। ଦେଶର ପର୍ଯ୍ୟଟନ ଶିଳ୍ପ ଏହା ଦ୍ୱାରା ଗଭୀର କ୍ଷତି ସହିଥିବା କୁହାଯାଉଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଭାରତୀୟ ଟୁର ଅପରେଟରଙ୍କୁ ୩,୫୦୦ କୋଟି...

ସେଲ୍‌ରେ ୫% ଅଂଶଧନ ବିକ୍ରି ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୦-୨: ଷ୍ଟିଲ ଅଥରିଟି ଇଣ୍ଡିଆ ଲିମିଟେଡ(ସେଲ୍‌)ରେ ୫% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି। ଅଫର ଫର ସେଲ ଦ୍ୱାରା ଏହି ଯୋଜନାକୁ ରୂପରେଖ ପ୍ରଦାନ କରାଯିବ। ନିବେଶ ଏବଂ ଲୋକ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ)ର ଜଣେ ବରିଷ୍ଠ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri