ବାଣିଜ୍ୟ

ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ୧.୨୩ ଲକ୍ଷ କୋଟି କ୍ଷତି ସହିବେ ରାଜ୍ୟ

ନୂଆଦିଲ୍ଲୀ,୬-୧: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ସରକାର ପ୍ରଦାନ କରୁଥିବା କ୍ଷତିପୂରଣ ବନ୍ଦ କଲେ ରାଜ୍ୟଗୁଡିକର ମୋଟ୍‌ ରାଜସ୍ବ ୧.୨୩ ଲକ୍ଷ କୋଟି ଟଙ୍କା କମିବା ନେଇ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଜିଏସ୍‌ଟି...

ବଜେଟକୁ ଅପେକ୍ଷା ନ କରି ବିଭିନ୍ନ ପଦକ୍ଷେପ ନିଆଯାଉଛି: ନିର୍ମଳା

ନୂଆଦିଲ୍ଲୀ,୬-୧: ବିଭିନ୍ନ କ୍ଷେତ୍ର ସାମ୍ନା କରୁଥିବା ସମସ୍ୟାକୁ ବିଚାର କରି ସରକାର ପଦକ୍ଷେପ ନେଉଛନ୍ତି। ଏଥି ଲାଗି ବଜେଟ ଯାଏ ଅପେକ୍ଷା କରାଯାଉନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଗତ ୨ ମାସ ହେବ ଲଗାତାର ଭାବେ ଜିଏସ୍‌ଟି...

ବଜେଟରେ ବ୍ୟାଙ୍କଗୁଡିକୁ ମିଳି ନ ପାରେ ପୁଞ୍ଜି ସହାୟତା

ନୂଆଦିଲ୍ଲୀ,୬-୧: ଫେବୃୟାରୀ ପହିଲାରେ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ ହେବ। ଏଥିରେ ଚଳିତଥର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ସରକାର କୌଣସି ପୁଞ୍ଜି ସହାୟତା ସମ୍ପର୍କରେ ଘୋଷଣା କରି ନ ପାରନ୍ତି। ଅପରପକ୍ଷରେ ଅନାଦାୟ ଋଣ (ଏନ୍‌ପିଏ) ଅସୁଲିକୁ...

୪ ଦିନ ଧରି ବଢୁଛି ତେଲ ଦର

ନୂଆଦିଲ୍ଲୀ,୬-୧: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ରବିବାର ସମେତ ଗତ ୪ ଦିନ ହେବ ଲଗାତର ତେଲ ଦର ବୃଦ୍ଧି ଘଟୁଛି। ଏହି ଏୟାର ଷ୍ଟ୍ରାଇକ ପରେ ଇରାନର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ତର୍ଜାତୀୟ...

ଟାଟାସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଛା ନାହଁ:ସାଇରସ୍‌ ମିସ୍ତ୍ରି

ନୂଆଦିଲ୍ଲୀ,୬-୧: ଟାଟାସନ୍ସର ଅଧ୍ୟକ୍ଷ ପଦବୀକୁ ଫେରିବା ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରି ରବିବାର କହିଛନ୍ତି। କ୍ଷୁଦ୍ର ଅଂଶୀଦାର ଭାବେ ସାପୋରଜୀ ପାଲୋଞ୍ଜୀ ଗ୍ରୁପ , ଟାଟାସନ୍ସ ବୋର୍ଡରେ ବସିବାର ଅଧିକାରକୁ ସୁରକ୍ଷା ପ୍ରଦାନ ଭଳି...

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ(ଏଫ୍‌ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହାଇ...

ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନଙ୍କ ଆହ୍ବାନ; ସବୁ ଦେଶ ମିଶି ଆର୍ଥତ୍କ ସଙ୍କଟର ସାମ୍ନା କରନ୍ତୁ

ନୂଆଦିଲ୍ଲୀ,୫-୧: ବିଶ୍ୱସ୍ତରରେ ଏବେ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥତ୍କ ସଙ୍କଟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାକରୁ ବାହାରକୁ ଆସିବା ପାଇଁ ସବୁ ଦେଶ ମିଳିତ ହୋଇ ଲଢିବାର ଆବଶ୍ୟକତା ରହିଛି। ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ...

ଶୀଘ୍ର ହୋଇପାରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ଓ୍ବାଶିଂଟନ,୫-୧: ଭାରତ ଏବଂ ଆମେରିକା ଶୀଘ୍ର ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର କରିପାରନ୍ତି। ଦୁଇ ଦେଶ ଏହି ଚୁକ୍ତିରେ ସାମିଲ ହେବା ନେଇ ନିକଟତର ହୋଇଛନ୍ତି। ଚୁକ୍ତି ସ୍ବାକ୍ଷରିତ ହେଲେ ଦୁଇ ମଧ୍ୟରେ ବ୍ୟବସାୟ ସୁଗମ ହେବା ନେଇ ଆଶା କରାଯାଉଛି।...

ଅର୍ଥମନ୍ତ୍ରୀଙ୍କୁ ଅଭିଜିତ ବାନାର୍ଜୀଙ୍କ ପରାମର୍ଶ; କର୍ପୋରେଟ ଟିକସ କମାଅ ନାହିଁ

ନୂଆଦିଲ୍ଲୀ,୫-୧: କର୍ପୋରେଟ କ୍ଷେତ୍ର ଲାଗି ଆଉ ଟିକସ ହ୍ରାସ ନ କରିବାକୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି। ଦେଶ ମଧ୍ୟରେ ଚାହିଦା ବୃଦ୍ଧି ପ୍ରସଙ୍ଗ ଉପରେ ସେ ଜୋରଦେଇ କହିଛନ୍ତି...

ୟୁଏସ୍‌-ଇରାନ ତିକ୍ତତା;ଭାରତ ଅର୍ଥବ୍ୟବସ୍ଥା ଲାଗି ଦ୍ୱୈତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫-୧: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌)ର ଏୟାରଷ୍ଟ୍ରାଇକ ଯୋଗୁ ଇରାନ ଶୀର୍ଷ ସେନାଧିକାରୀ ଜେନେରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିଯୋଗୁ ଦୁଇଦେଶ ମଧ୍ୟରେ ତିକ୍ତତା ବଢିଯାଇଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ଗଭୀର ଭାବେ ପରିଲକ୍ଷିତ...

ଜେନେରାଲ କାସିମ ସୁଲେମାନିଙ୍କ ଉପରେ ୟୁଏସ୍‌ ଏୟାର ଷ୍ଟ୍ରାଇକ୍‌ : ଭାରତ ବଜାର ଲାଗି ଚିନ୍ତାଜନକ

ନୂଆଦିଲ୍ଲୀ,୪-୧: ଇରାନର ଶୀର୍ଷ ସେନା ଅଧିକାରୀ ଜେନେରାଲ କାସିମ ସୋଲେମାନିଙ୍କ ଆମେରିକାର ଏୟାର ଷ୍ଟ୍ରାଇକ ଯୋଗୁ ଶୁକ୍ରବାର ମୃତ୍ୟୁ ଘଟିଛି। ଏଥି ଯୋଗୁ ପଶ୍ଚିମ ଏସିଆ ବଜାର ଉପରେ ଗଭୀର ପ୍ରଭାବ ପଡିବ ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବାହ୍ନରେ ଏହି...

୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୪-୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ। ବଜେଟ ଅଧିବେଶନ ନେଇ ଚୂଡାନ୍ତ ତାରିଖର ବିଜ୍ଞପ୍ତି ଏ ଯାଏ ପ୍ରକାଶ ପାଇନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri