ବାଣିଜ୍ୟ

ଅର୍ଥମନ୍ତ୍ରୀଙ୍କ ନୂଆବର୍ଷ ଭେଟି;ରୁପେ, ୟୁପିଆଇ ପେମେଣ୍ଟରେ ଏମ୍‌ଡିଆର୍‌ ଦେୟ ଛାଡ

ନୂଆଦିଲ୍ଲୀ,୨୯-୧୨: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରୁପେ ଏବଂ ୟୁପିଆଇ ନେଣଦେଣରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ଦେୟକୁ ବାଦ ଦେଇଛନ୍ତି। ୨୦୨୦ ଜାନୁୟାରୀ ପହିଲାଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। କୌଣସି ଗ୍ରାହକ ନେଣଦେଣ ଲାଗି ପଏଣ୍ଟ...

୩ ବ୍ୟାଙ୍କକୁ ୮୬୫୫ କୋଟି ଟଙ୍କାର ପୁଞ୍ଜି

ନୂଆଦିଲ୍ଲୀ,୨୮-୧୨: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲାଗି ୮୬୫୫ କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆଲ୍ଲାହାବାଦ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ରହିଛି। ଅର୍ଥ ମନ୍ତ୍ରଣାଳୟ ଆଲ୍ଲାହାବାଦ ବ୍ୟାଙ୍କକୁ ୨,୧୫୩...

ମନ୍ଥର ଅଭିବୃଦ୍ଧି ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା

ନୂଆଦିଲ୍ଲୀ,୨୮-୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧି ବର୍ତ୍ତମାନ ମନ୍ଥର ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା ରହିଥିବା ରିଜର୍ଭ ବ୍ୟାଙ୍କ ଶୁକ୍ରବାର କହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର...

ଯାତ୍ରୀ ନିରାପତ୍ତା କ୍ଷେତ୍ରରେ ରେଳପଥର ରେକର୍ଡ

ମୁମ୍ବାଇ,୨୭-୧୨: ଚଳିତବର୍ଷ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନ ହାନି ହୋଇନି। ରେଳପଥର ୧୬୬ ବର୍ଷ ଲମ୍ବା ଇତିହାସରେ ପ୍ରଥମଥର ଲାଗି ଏଭଳି ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ଆଦୌ ଜୀନନହାନି ହୋଇ ନ ଥିବା (ଜିରୋ ପାସେଞ୍ଜର ଡେଥ୍‌)...

ନୋମିନି ନିର୍ଦ୍ଦେଶକ ନିଯୁକ୍ତ କରିପାରନ୍ତି ମିସ୍ତ୍ରି

ମୁମ୍ବାଇ,୨୭-୧୨: ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଟାଟା ଗ୍ରୁପର ଅନ୍ୟ ୩ କମ୍ପାନୀର ବୋର୍ଡରେ ସାମିଲ ହେବା ନେଇ ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରି ଇଛୁକ ନୁହନ୍ତି। ମିସ୍ତ୍ରି ଏଥିଲାଗି ଏକ ନୋମିନି ନିର୍ଦ୍ଦେଶକ ନିଯୁକ୍ତ କରିପାରନ୍ତି ବୋଲି ଏକ...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା ସାଧାରଣ ବଜେଟରେ ଆୟକର ହ୍ରାସ ହେବା ନେଇ ଲୋକମାନେ ଆଶା ରଖିଛନ୍ତି। ମାତ୍ର...

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ ବ୍ୟବସ୍ଥା ରହିଛି। ଏହାକୁ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି।...

ଜିଏସ୍‌ଟି ପୈଠ ନ କଲେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭-୧୨: ଧାର୍ଯ୍ୟ ସମୟରେ ଜିଏସ୍‌ଟି ପୈଠ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଉଛି। ଜିଏସ୍‌ଟିଆର୍‌-୩ବି ଟିକସଦାତାଙ୍କ ପାଖକୁ ୫ ଦିନ ପରେ ନୋଟିସ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୨୭-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବ୍ୟାଙ୍କଗୁଡିକର ଆର୍ଥତ୍କ ପରଫରମାନ୍ସ ଏବଂ ବାଣିଜ୍ୟ ଅଭିବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରାଯିବ। ଚାହିଦା ବଢାଇବା ଦିଗରେ ବ୍ୟାଙ୍କିଙ୍ଗ...

ଟାଟା ସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଚ୍ଛୁକ ନୁହନ୍ତି ମିସ୍ତ୍ରି

ନୂଆଦିଲ୍ଲୀ,୨୬।୧୨: ଟାଟା ସନ୍ସର ଅଧ୍ୟକ୍ଷ ପଦବୀକୁ ପୁଣି ଫେରିବାକୁ ସାଇରସ ମିସ୍ତ୍ରି ଇଚ୍ଛୁକ ନ ଥିବା ଜଣାପଡିଛି। ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମରେ ଏ ସମ୍ପର୍କରେ ଏକ ଖବର ପ୍ରକାଶ ପାଇଛି। ଏକ ବିବାଦୀୟ ପରିସ୍ଥିତିରେ ୨୦୧୬ରେ ମିସ୍ତ୍ରିଙ୍କୁ ଟାଟା...

ଜିଏସ୍‌ଟି ସ୍ଲାବ୍‌ ୩କୁ ଖସିପାରେ

ନୂଆଦିଲ୍ଲୀ,୨୬।୧୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଏବେ ୪ଟି ସ୍ଲାବ ରହିଛି। ଏହାକୁ ସରକାର ୩କୁ ହ୍ରାସ କରିପାରନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଜଣେ ସଦସ୍ୟ ନାମ ଗୋପନ ରଖି ଏନେଇ ସୂଚନା ଦେଇଛନ୍ତି।...

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଉପରେ ୨୩୦ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୬।୧୨: ଜନ୍‌ସନ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଉପରେ ନ୍ୟାଶନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି (ଏନ୍‌ଏଏ) ୨୩୦.୪୧ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍‌ଟି ହ୍ରାସ ପରେ ଏହାର ପ୍ରକୃତ ଫାଇଦା ଲୋକଙ୍କୁ ନ ଦେବା କାରଣରୁ କମ୍ପାନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri