ବାଣିଜ୍ୟ

କେନ୍ଦ୍ରକୁ ରାଜସ୍ବ ବୃଦ୍ଧି ଚିନ୍ତା

ନୂଆଦିଲ୍ଲୀ,୧୨-୧୨: ଗତ କିଛି ମାସ ଧରି ପରୋକ୍ଷ ଟିକସ ବାବଦ ରାଜସ୍ବ ହ୍ରାସ ହେଉଥିବାରୁ ଏହା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇଛି। ଟିକସ ସଂଗ୍ରହକୁ ନେଇ ସରକାର ଚାପରେ ରହିଥିବା ବେଳେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ହାର ଏବଂ...

ନଭେମ୍ବରରେ ପୁଣି ପାସେଞ୍ଜର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧-୧୨: ଚଳିତ ବର୍ଷ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ପୁଣି ଥରେ ନକାରାତ୍ମକ ସ୍ଥିତିରେ ରହିଛି। ଅକ୍ଟୋବରରେ ଚାହିଦା ଉନ୍ନତ ହେବା ଯୋଗୁ ଗାଡି ବିକ୍ରି ସାମାନ୍ୟ ବଢିଥିବା ବେଳେ ଏଥିରେ ପୁଣି ଥରେ ହ୍ରାସ ହୋଇଥିବା ଜଣାପଡିଛି। ମାତ୍ର...

ପିଏମ୍‌ କିଷାନ ଲାଗି ଆଧାର ହେବ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧-୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ୧ ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଯୋଜନାରେ ପ୍ରଦାନ କରାଯିବ ଅର୍ଥ ଦିଆଯିବ ବୋଲି କେନ୍ଦ୍ର...

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେବନି

ନୂଆଦିଲ୍ଲୀ,୧୧-୧୨: ୨୦୦୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର ନେଇ ରହିଥିବା ଖବରକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ସମାଜବାଦି ପାର୍ଟି ଏମ୍‌ପି...

ନୋଟ ବ୍ୟବହାର ବୃଦ୍ଧିକୁ କମାଇଛି ବିମୁଦ୍ରୀକରଣ: ସୀତାରାମନ

ନୂଆଦିଲ୍ଲୀ,୧୧-୧୨: ବିମୁଦ୍ରୀକରଣ ଏବଂ ପରେ ପରେ ଲାଗୁ ହୋଇଥିବା ଡିଜିଟାଲ ନେଣଦେଣ ଦ୍ୱାରା ନୋଟ ବ୍ୟବହାର ବୃଦ୍ଧିକୁ କମାଯାଇ ପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ୩ ଲକ୍ଷ କୋଟି ଟଙ୍କାର ନୋଟ...

ତ୍ୱରିତ ହେବ ମୋବାଇଲ ନମ୍ବର ପୋର୍ଟେବିଲିଟି

ନୂଆଦିଲ୍ଲୀ,୧୧-୧୨: ସାରା ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି(ଏମ୍‌ଏନ୍‌ପି) କୁ ତ୍ୱରିତ ଏବଂ ସରଳ କରିବା ଲାଗି ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ ( ଟ୍ରାଇ) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିଲାଗି ଟ୍ରାଇ ପରିବର୍ତ୍ତିତ ଏମ୍‌ଏନ୍‌ପି ଧାରା ନେଇ ଏକ...

୭୫ ଟଙ୍କା ଛୁଇଁଲା ପେଟ୍ରୋଲ, ଡିଜେଲ ୬୬

ନୂଆଦିଲ୍ଲୀ,୧୦-୧୨:ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୬୬ ଟଙ୍କା ଛୁଇଁଛି। ଗତ ଏକ ବର୍ଷ ମଧ୍ୟରେ ଏହା ସବୁଠାରୁ ସର୍ବୋଚ୍ଚ ସ୍ତର। ଉତ୍ପାଦନ ମୂଲ୍ୟ ବଢିବା ଯୋଗୁ ତୈଳ ବିପଣନ...

ଏମ୍‌ପି ଲୋଧା ଭାରତର ସବୁଠୁ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ

ନୂଆଦିଲ୍ଲୀ,୧୦-୧୨: ଲୋଧା ଡେଭଲପର୍ସର ଏମ୍‌.ପି.ଲୋଧା ଏବଂ ପରିବାର ଭାରତର ସବୁଠୁ ଧନୀଶାଳୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ ଭାବେ ବିବେଚିତ ହୋଇଛନ୍ତି। ଏହି ଗ୍ରୁପ ନିକଟରେ ମୋଟ ୩୧,୯୬୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ସୁଧ ୧୦ ବେସସ୍‌ ପଏଣ୍ଟ ହ୍ରାସ କରିଛି। ସମସ୍ତ ବର୍ଷିକିଆ ପ୍ରଡକ୍ଟ ଉପରେ ଏହା କାର୍ଯ୍ୟକାରୀ ହେବ...

ଦେଶରେ ନିଯୁକ୍ତି ହ୍ରାସ ହୋଇନି: ସନ୍ତୋଷ ଗଙ୍ଗଓ୍ବାର

ନୂଆଦିଲ୍ଲୀ,୧୦-୧୨: ଦେଶରେ କୌଣସି ପ୍ରକାରର ନିଯୁକ୍ତି ହ୍ରାସ ହୋଇ ନ ଥିବା କେନ୍ଦ୍ର ସରକାର ସୋମବାର ପୁଣି ଥରେ କହିଛନ୍ତି। ନିଯୁକ୍ତି ହ୍ରାସ ହେବା ନେଇ କୌଣସି ସ୍ପଷ୍ଟ କାରଣ ନ ଥିବା କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ...

ପିଆଜ ମହଜୁଦ ସୀମାରେ ପୁଣି ପରିବର୍ତ୍ତନ

ନୂଆଦିଲ୍ଲୀ,୧୦-୧୨: ଦେଶରେ ପିଆଜ ଦର କମୁ ନ ଥିବା ବେଳେ ସରକାର ପୁଣି ଥରେ ପିଆଜ ମହଜୁଦ ସୀମରେ ପରିବର୍ତ୍ତନ କରିଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଲାଗି ଏହା ୫ ଟନ୍‌ରୁ ୨ ଟନ୍‌କୁ ହ୍ରାସ ଘଟିଛି। ଦରଦାମ ବୃଦ୍ଧି ଉପରେ...

ବିଶ୍ୱ ବ୍ୟାଙ୍କକୁ ଟ୍ରମ୍ପଙ୍କ ତାଗିଦ; ଚାଇନାକୁ ଋଣ ପ୍ରଦାନ ବନ୍ଦ କର

ନୂଆଦିଲ୍ଲୀ,୯ା୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମିବାର ନା ନେଉନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ପୁଣି ଥରେ ଚାଇନା ବିରୋଧରେ କଠୋର ପଦକ୍ଷେପ ଅନ୍ତର୍ଗତ ବିଶ୍ୱ ବ୍ୟାଙ୍କକୁ କିଛି ତାଗିଦ ଦେଇଛନ୍ତି। ଚାଇନାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri