ବାଣିଜ୍ୟ

ମାନ୍ଦାବସ୍ଥା ମନ୍ତବ୍ୟକୁ ନେଇ ଟ୍ରୋଲ୍‌ ହେଲେ ରବିଶଙ୍କର

ନୂଆଦିଲ୍ଲୀ,୧୪-୧୦: ଅର୍ଥନୀତିରେ ମାନ୍ଦାବସ୍ଥା ନ ଥିବାରୁ ଗୋଟିଏ ଦିନରେ ରିଲିଜ ହୋଇଥିବା ୩ ସିନେମା ୧୨୦ କୋଟି ଟଙ୍କା ବ୍ୟବସାୟ କରିଥିବା କହି ସୋସିଆଲ ମିଡିଆରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର ଟ୍ରୋଲ ହୋଇଛନ୍ତି। ଅର୍ଥନୀତି...

ଭାରତ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ଓ୍ବାଶିଂଟନ,୧୪-୧୦: ଭାରତ ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଥିଲେ ମଧ୍ୟ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି। ୨୦୧୯ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬%କୁ ହ୍ରାସ କରାଯାଇଥିଲେ ମଧ୍ୟ ଭାରତ ନିକଟରେ...

ଅଭିବୃଦ୍ଧି ଆକଳନ ୬%କୁ ହ୍ରାସ କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୪-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬%କୁ ହ୍ରାସ କରିଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦେଶର ଅଭିବୃଦ୍ଧି ଆକଳନକୁ କମ୍‌ କରିଥିଲା। ୨୦୧୯-୨୦ ଆର୍ଥତ୍କ...

ଶିବାଜୀରାଓ ସମବାୟ ବ୍ୟାଙ୍କରେ ୩୦୦ କୋଟିର ଠକେଇ

ନୂଆଦିଲ୍ଲୀ,୧୪-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କରେ ଋଣ ଠକେଇ ପରେ ଏବେ ମହାରାଷ୍ଟ୍ରର ଆଉ ଏକ ବ୍ୟାଙ୍କରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶିବାଜୀ ରାଓ ଭୋସଲେ ସମବାୟ ବ୍ୟାଙ୍କରେ ପ୍ରାୟ ୩୦୦ କୋଟି ଟଙ୍କାର ଋଣ ଠକେଇ...

ପୁଞ୍ଜି ବଜାରରୁ ଏଫ୍‌ପିଆଇ ଉଠାଇନେଲେ ୬,୨୦୦ କୋଟି

ନୂଆଦିଲ୍ଲୀ,୧୪-୧୦: ଚଳିତ ମାସ ୨ ସପ୍ତାହରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ)ମାନେ ଦେଶର ପୁଞ୍ଜି ବଜାରରୁ ୬,୨୦୦ କୋଟି ଟଙ୍କା ପ୍ରତ୍ୟାହର କରି ନେଇଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଏବଂ ବାଣିଜ୍ୟ ଯୁଦ୍ଧ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଏଭଳି ଘଟଣା ଦେଖାଯାଇଥିବା...

ବ୍ୟାଙ୍କ ସିଇଓଙ୍କୁ ଆଜି ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୪-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ଅର୍ଥନୀତିରେ ସୁଧାର ଆଣିବା ଲାଗି ବ୍ୟାଙ୍କଗୁଡ଼ିକର କାର୍ଯ୍ୟଧାରାକୁ ସେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ସ୍ଥିତି ଭଳି ଅନ୍ୟାନ୍ୟ ପ୍ରମୁଖ...

ଜିଏସ୍‌ଟି ରାଜସ୍ବରେ ଉନ୍ନତି ଲାଗି କମିଟି ବୈଠକ ମଙ୍ଗଳବାର

ନୂଆଦିଲ୍ଲୀ,୧୪-୧୦: ଜିଏସ୍‌ଟି ରାଜସ୍ବରେ ଉନ୍ନତି ଆଣିବା ଲାଗି ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଗତ ସପ୍ତାହରେ ଏହି କମିଟି ଗଠନ ହୋଇଥିଲା। ଜିଏସ୍‌ଟି ସଂଗ୍ରହରେ ଉନ୍ନତି ଆଣିବା ଲାଗି ଉକ୍ତ...

ଗୋକୁଲର ନୂଆ ଆଉଟଲେଟ୍‌

ଭୁବନେଶ୍ୱର,୧୪-୧୦: ଗୋକୁଲ୍‌ ବେକରୀର ୧୧ତମ ଆଉଟ୍‌ଲେଟ କଟକର କଲେଜ ଛକଠାରେ ଖୋଲିଛି। ଗୋକୁଲର ପ୍ରତିଷ୍ଠାତା ଅଶୋକ ଅଗରଓ୍ବାଲ ଏବଂ ଅମିତ ସିଂଘାନିଆ ଏହାକୁ ଉନ୍ମୋଚନ କରିଥିଲେ। ଏଠାରେ ଗ୍ରାହକମାନେ ବେକରୀ ଉତ୍ପାଦ, ଡିଜାଇନେର କେକ୍‌, କୁକିଜ୍‌, ପିଜା, ବର୍ଗର, ସ୍ନାକ୍ସ,...

ଇସ୍ତଫା ଦେଲେ ଏୟାର ଇଣ୍ଡିଆର ୧୨୦ ପାଇଲଟ

ନୂଆଦିଲ୍ଲୀ,୧୪ା୧୦: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ବେତନ ଏବଂ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ-୩୨୦ ଏୟାରବସର ୧୨୦ ପାଇଲଟଙ୍କ ଦାବି ପୂରଣ ନ ହେବାରୁ...

ଦେଶରେ ମାନ୍ଦାବସ୍ଥା ନାହିଁ: ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୩-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ପ୍ରସଙ୍ଗକୁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଖଣ୍ଡନ କରିଛନ୍ତି। ତାଙ୍କ ଯୁକ୍ତିକୁ ପ୍ରମାଣିତ କରିବା ପାଇଁ ସେ ସିନେମାରୁ ହେଉଥିବା ଆୟର ସାହାରା ନେଇଛନ୍ତି। ସେ କହିଛନ୍ତି ୨ ଅକ୍ଟୋବରରେ...

କୋଟିପତି ଟିକସଦାତାଙ୍କ ସଂଖ୍ୟାରେ ୨୦% ବୃଦ୍ଧି

ନୂଆଦିଲ୍ଲୀ,୧୩-୧୦: ୨୦୧୮-୧୯ ଆସେସମେଣ୍ଟ ବର୍ଷରେ ଦେଶ ମଧ୍ୟରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ୨୦% ବୃଦ୍ଧି ଘଟିଥିବା ଆୟକର ବିଭାଗ ପକ୍ଷରୁ ସୂଚନା ରହିଛି। କୋଟିପତି ଟିକସଦାତାଙ୍କ ସଂଖ୍ୟା ୯୭,୬୮୯କୁ ବଢିଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।୨୦୧୭-୧୮ ଆସେସମେଣ୍ଟ ବର୍ଷରେ ୧...

ସତର୍କ କରାଇଲେ ରଘୁରାମ ରାଜନ; ସଙ୍କଟ ଆଡକୁ ମୁହାଁଉଛି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧୩-୧୦: ଦେଶର ବିତ୍ତୀୟ ନିଅଣ୍ଟ ବଢୁଥିବା ବେଳେ ଏହା ଘରୋଇ ବଜାରକୁ ଖରାପସ୍ଥିତି ଆଡକୁ ଟାଣି ନେଉଛି। ଏଭଳି ବିଭିନ୍ନ କାରଣ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଘୋର ସଙ୍କଟ ଆଡକୁ ଗତି କରୁଛି। ବିମୁଦ୍ରୀକରଣ ଏବଂ ଠିକ୍‌ ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri