ବାଣିଜ୍ୟ

ପିଏମ୍‌ସିଠାରୁ ଋଣ ନେଇ ଜମି କିଣିଛି ଏଚ୍‌ଡିଆଇଏଲ୍‌

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କଠାରୁ ଋଣ ନେଇ ଏଚ୍‌ଡିଆଇଏଲ ଜମି କିଣିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୧୦୦ ଏକର ଜମିର ପତ୍ତା ଲଗାଇଛି। ବ୍ୟାଙ୍କ ଉକ୍ତ ସଂସ୍ଥାକୁ ବୃହତ୍‌ ପରିମାଣର ଋଣ ଦେଇ ଏବେ ନିୟାମକ...

ପିଏମ୍‌ସି ବ୍ୟାଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଆଯାଇଛି: ସୀତାରାମନ

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କ ଜମାକାରୀଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଆଶ୍ୱାସନା ଦେଇଛନ୍ତି। ଏହି ମାମଲା ଉପରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସହ ଆଲୋଚନା କରିଥିବା ସୀତାରାମନ କହିଛନ୍ତି। ସେ କହିଛନ୍ତି...

ଭୂଷଣ ଷ୍ଟିଲର ୪ ହଜାର କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୩-୧୦: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡ(ବିପିଏସ୍‌ଏଲ୍‌)ର ୪ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। କମ୍ପାନୀ ବିରୋଧରେ ଋଣ ଠକେଇ ଅଭିଯୋଗ ଆସିଥିବା ବେଳେ ବେଆଇନ ଅର୍ଥକାରବାର ତଦନ୍ତ ଆଧାରରେ ଇଡି ପକ୍ଷରୁ ଏଭଳି...

ବିଜୁଳି କମ୍ପାନୀଙ୍କ ବକେୟା ପୈଠ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩-୧୦: ବିଜୁଳି ଶକ୍ତି ଉତ୍ପାଦନକାରୀଙ୍କ ବକେୟା ବାବଦ ଅର୍ଥକୁ ରାଜ୍ୟଗୁଡିକ ଶୀଘ୍ର ପ୍ରଦାନ କରନ୍ତୁ। ଏହା ଦ୍ୱାରା ନିବେଶ ପ୍ରତି ଆକୃଷ୍ଟ ତଥା ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି। ଶକ୍ତି କ୍ଷେତ୍ର...

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧ କୋଟି ଟଙ୍କା ଠକିଛନ୍ତି ଚୋକ୍‌ସୀ

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୦୦୦ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୪୪.୧ କୋଟି ଟଙ୍କା ଋଣ ଠକି ନେଇଛନ୍ତି। ବ୍ୟାଙ୍କ ପକ୍ଷରୁ ଶନିବାର ଏଭଳି ସୂଚନା...

୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌

ନୂଆଦିଲ୍ଲୀ,୧୩-୧୦: ଚଳିତ ମାସ ୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌ କାର୍ଯ୍ୟକ୍ଷମ ହେବ। ଜିଏସ୍‌ଟି ଫାଇଲିଂ ବ୍ୟବସ୍ଥାକୁ ଆହୁରି ସରଳୀକରଣ କରିବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଏସ୍‌ଟି ନେଟଓ୍ବର୍କ(ଜିଏସ୍‌ଟିଏନ୍‌) ପକ୍ଷରୁ କୁହାଯାଇଛି। ଭର୍ସନ-୨ରେ ଅଂଶୀଦାରଙ୍କ ବିଭିନ୍ନ ପ୍ରସ୍ତାବ...

ସେପ୍ଟେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୩.୬୯% ହ୍ରାସ ଘଟିଛି। ଏହି ସମୟରେ ୨,୨୩,୩୧୭ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ସମାନ ସମୟରେ ଘରୋଇ ବଜାରରେ ୨,୯୨,୬୬୦ ୟୁନିଟ ଯାନ ବିକ୍ରି...

ମାନ୍ଦାବସ୍ଥା ଲାଗି ଜିଏସ୍‌ଟି ପ୍ରମୁଖ କାରଣ: ବିବେକ ଦେବରୟ

ନୂଆଦିଲ୍ଲୀ,୧୨-୧୦: ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବା ପରେ ଜିଡିପି ଅଭିବୃଦ୍ଧି କେତେ ପ୍ରତିଶତ ପ୍ରଭାବିତ ହୋଇଛି ତାହା ପରିସଂଖ୍ୟାନଗତ ଭାବେ କହିବା କଷ୍ଟକର ବ୍ୟାପାର। ମାତ୍ର ମାନ୍ଦାବସ୍ଥା ଲାଗି ଜିଏସ୍‌ଟି ଏକ ପ୍ରମୁଖ କାରଣ ବୋଲି...

ଅଗଷ୍ଟରେ ଶିଳ୍ପ ଉତ୍ପାଦନ ୧.୧%କୁ ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ୧.୧%କୁ ହ୍ରାସ ଘଟିଛି। ମାନୁଫାକ୍‌ଚରିଂ, ଶକ୍ତି ଉତ୍ପାଦନ ଏବଂ ଖଣି କ୍ଷେତ୍ରରେ କାର୍ଯ୍ୟକଳାପ ଉନ୍ନତ ନ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ୨୦୧୮...

୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୨-୧୦: ୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରେ କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ(କନ୍‌କର), ନେପ୍‌କୋ ଏବଂ ଟିଏଚ୍‌ଡିସି ଭଳି କମ୍ପାନୀ ରହିଛନ୍ତି। ଏହି କମ୍ପାନୀଗୁଡିକରେ ଥିବା ସରକାରଙ୍କ କଣ୍ଟ୍ରୋଲିଂ...

ଗ୍ରାହକଙ୍କ ପସନ୍ଦ ପ୍ରିମିୟମ ପ୍ରଡକ୍ଟ: ସାମ୍‌ସଙ୍ଗ ଭିପି

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭାରତୀୟ ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କ୍ରୟ ବେଳେ ପ୍ରିମିୟମ ପ୍ରଡକ୍ଟକୁ ଅଧିକ ପସନ୍ଦ କରୁଛନ୍ତି। ଟିଭି, ଫ୍ରିଜ ଭଳି ପ୍ରଡକ୍ଟ କ୍ରୟ ସମୟରେ ବଡ ସ୍କ୍ରିନ ଓ ସ୍ମାର୍ଟ ଟିଭି ଏବଂ ଅଧିକ ଷ୍ଟୋରେଜ କ୍ଷମତା ଥିବା...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ଶୁଭାରମ୍ଭ

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ସ୍ଥାନୀୟ ଜନତା ମୈଦାନଠାରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି। କେନ୍ଦ୍ରପଡା ଏମ୍‌ଏଲ୍‌ଏ ଶଶିଭୂଷଣ ବେହେରା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଆଇପିଏସ୍‌ ଅନୁପ ମୋହନ ପଟ୍ଟନାୟକ, ଓଡ଼ିଶା ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri