ବାଣିଜ୍ୟ

ସରିଲା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ -୨୦୨୫

ଭୁବନେଶ୍ୱର,୫ା୪: ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମିଳିତ ଆନୁକୂଲ୍ୟରେ ଶନିବାର ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଇତିମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଦେଇଥିଲେ।  କାର୍ଯ୍ୟକ୍ରମରେ...

ସାମ୍ବାଦିକତା କ୍ଷେତ୍ରରେ ୫୦ବର୍ଷ ପୂରଣ ପାଇଁ ଧରିତ୍ରୀକୁ ପ୍ରଶଂସା: କେଭି ସିଂଦେଓ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି...

ଆରମ୍ଭ ହେଲା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୫: ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର,୫ା୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସିଂଦେଓ...

Live updates: ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୫

ଭୁବନେଶ୍ୱର: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍‌ନେସ୍‌ ଏମିନେସ୍ସ ଆଓ୍ବାର୍ଡ୍‌ସ-୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଯୋଗ ଦେବାକୁ ଥିବା ସମସ୍ତ ବ୍ୟବସାୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ...

ସୁନା ଦରରେ ସୁଧାର ସୁଯୋଗ ସୃଷ୍ଟି କରିବ : ସଞ୍ଜୟ

ଭୁବନେଶ୍ୱର,୫।୪: ସୁନାର ଦର ବଢ଼ି ଚାଲିଛି ଓ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୪କ୍ୟାରେଟ୍‌ର ଦର ୯୩ ହଜାର ପାରକରି ସାରିଲାଣି ଏବଂ ଏହା ପୂର୍ବ ଅନୁମାନ ଅପେକ୍ଷା ଯଥେଷ୍ଟ ଶୀଘ୍ର ଅର୍ଥାତ୍‌ ଚଳିତ ବର୍ଷ ୧ଲକ୍ଷ ଟଙ୍କା...

ବର୍ଗର ସାମ୍ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀ ବିରଜା

ଦେଶରେ ମ୍ୟାକ୍‌ଡୋନାଲ୍ଡସ୍‌, ଡୋମିନସ୍‌ ଏବଂ କେଏଫ୍‌ସି ଭଳି ଫାଷ୍ଟଫୁଡ୍‌ ବ୍ରାଣ୍ଡ୍‌ର ଚାହିଦା ରହିଥିବାବେଳେ ବର୍ଗର୍‌ ବଜାରରେ ହୋମଗ୍ରୋନ୍‌ ବ୍ରାଣ୍ଡ୍‌ ‘ବିଗିଜ୍‌ ବର୍ଗର୍‌’ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଓଡ଼ିଆ ଉଦ୍ୟୋଗୀ ବିରଜା ରାଉତଙ୍କ ବର୍ଗର୍‌ ନିଶା ତାଙ୍କୁ ଏହି ବ୍ୟବସାୟିକ...

ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର

ଓ୍ବାଶିଂଟନ୍‌,୪।୪: ବିଶ୍ୱର ଦୁଇଟି ବୃହତ୍‌ ଅର୍ଥନୀତି ପରସ୍ପର ସହିତ ଟାରିଫ୍‌ ଓ୍ବାର୍‌ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ...

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଏତେ କମିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ପିଛା ଦେବାକୁ ପଡିବ…

ନୂଆଦିଲ୍ଲୀ,୪।୪: ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ପଟେ ନିବେଶକମାନେ ଏଥିରୁ ଲାଭ ପାଉଥିବାବେଳେ, ଅନ୍ୟପଟେ ଗ୍ରାହକଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଆମେରିକାର ମର୍ଣ୍ଣିଂଷ୍ଟାରର ଜଣେ ବିଶ୍ଳେଷକ ଭବିଷ୍ୟତବାଣୀ କରିଛନ୍ତି ଯେ ଆଗାମୀ...

ରାଜ୍ୟସ୍ତରୀୟ ଓପନ ବଡିବିଲଡିଂ ଚମ୍ପିୟାନଶିପ: ସ୍ବର୍ଣ୍ଣ ପଦକ ଜିତିଲେ ଅନନ୍ତ

ଭୁବନେଶ୍ୱର,୪।୪: ଓଡ଼ଶା ବଡି ବିଲଡିଂ ସଂଘ ପୁରୀ ପକ୍ଷରୁ ଆୟୋଜିତ ବୀର କଳିଙ୍ଗ ପୁତ୍ର ରାଜ୍ୟସ୍ତରୀୟ ଓପନ ବଡି ବିଲଡିଂ ଚମ୍ପିୟାନଶିପ ୨୦୨୫ରେ ଭୁବନେଶ୍ୱରର ଅନନ୍ତ କୁମାର ନାୟକ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ...

ବ୍ୟବସାୟ ନୁହେଁ, ସାଲିସ୍‌ବିହୀନ ଶିକ୍ଷାକୁ ପ୍ରାଧାନ୍ୟ

ଯୁବୋଦୟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍‌ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ...

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ହେବା ପରେ ସୁନା ଉପରେ ପଡିଲା ବଡ଼ ପ୍ରଭାବ, ୧୦ ଗ୍ରାମ ସୁନାର ମୂଲ୍ୟ ହେଲା…

ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ନୂଆ ଟାରିଫ (ଆମଦାନୀ ଶୁଳ୍କ) ଯୋଗୁ ସୁନାର ମୂଲ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଟାରିଫ ଘୋଷଣା ପରେ ବିଶ୍ୱ ବଜାରରେ ଅନିଶ୍ଚିତତା ବୃଦ୍ଧି ପାଇଛି, ଯାହା...

ଔଷଧ ଠାରୁ ଆରମ୍ଭ କରି ଷ୍ଟିଲ ଓ ଅଳଙ୍କାର ଯାଏ…ଆମେରିକାର ୨୬% ଟାରିଫ୍‌ରେ ଭାରତ ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ ଦେଶ ପାଇଁ ଟାରିଫ୍‌ ଘୋଷଣା କରିଛନ୍ତି । ଏହି ଟାରିଫ୍‌ ଅନୂଯାୟୀ ଭାରତ ସମେତ ବିଭିନ୍ନ ଦେଶ ଉପରେ ଏକ ନୂଆ ରିସିପ୍ରୋକାଲ ଟାରିଫ (ପାରସ୍ପରିକ ଶୁଳ୍କ) ଲାଗୁ କରାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image